Browsing Category
ସାହିତ୍ୟ
କବିତା : ଦ’ କନଭର୍ସେସନ୍
ସୁଜାତା ଭୋଇ
ତୁମେ କହେଲ- ଦେ'ମୁଇଁ ସଁଅପି ଦେଲି ମୋର୍ ପାଦର୍ ମାଏଟ୍,ମୁଡର୍ ଆକାଶ୍,ଦିହିର୍ ରକତ୍,ଆର୍ ରକତ୍ ଭିତରର୍ ଚହଲୁଥିଲା ଜୁଏ ।
ତୁମେ କହେଲ- ନେ'ଆର୍ ମୋର୍ କାନିପନତେ୍ ଜୁଗରେଇ ବସଲଦିହିର୍ ମଏଲା, ମନର୍ କୁଇଲା….ପନତ୍ ଭିତରୁ ଉଛଲି ପଡୁଥେତମାମ୍ ଅବଗୁନ୍, ଅଚଲନ୍ସଖାଲ୍ ପାଏଲା!-->!-->!-->!-->!-->…
Read More...
Read More...
କବିତା : ଯୁଦ୍ଧସ୍ରାବା
ଏଲି ମହାନ୍ତି
ଯେତେବେଳେ ଏକୁଟିଆ ସ୍ତ୍ରୀ ଲୋକକୈାଣସି ଉଚ୍ଚ ପର୍ବତର ପାଦଦେଶରେ ଛିଡାହୁଏଲୋକେ ତାକୁ ଅନ୍ୟ ଅନେକ ପାହାଡର କାହାଣୀ ଶୁଣାନ୍ତି
ଏକୁଟିଆ ସ୍ତ୍ରୀ ଲୋକପର୍ବତ ଚଢିବାକୁ ଆରମ୍ଭ କରେଲୋକେ ତାକୁ କହନ୍ତି ପାହାଡିଆ ରାସ୍ତାକଥାଜ୍ୟୋତ୍ସ୍ନା ସରୋବର ଓ ପଦ୍ମଫୁଲର ରାତି କଥା
!-->!-->!-->!-->!-->!-->!-->…
Read More...
Read More...
କବିତା : ପ୍ରେମ ଗୀତ
ଜ୍ୟୋସ୍ନା ରାଣୀ ଭୋଇ (କିଟି)
ଲେଖିବି ବୋଲି ମୁଁ ପ୍ରେମର ଗୀତ ଟେଲେଖି ପାରିଲିନି କେବେନାଲି ରଙ୍ଗ ଯେତେ ମାଖେ କୃଷ୍ଣଚୂଡାଋତୁ ଚକ୍ର ଭାବ ଗର୍ଭେ ।
ପଳାଶ ଶିମୁଳି ରଙ୍ଗ ନକହିଲେରଙ୍ଗ ହୀନ ହେବି ସତେନାଲି ରଙ୍ଗ ତା'ର ନୀଳ ବଉଦରେମନ ଲାଖି ଯାଏ ଯେତେ ।
ଥିରି ଥିରି ବାଆ ବଉଳ ପବନଆମ!-->!-->!-->!-->!-->!-->!-->…
Read More...
Read More...
କବିତା : ସହିବା ଲୋକ ହିଁ ଜାଣେ
ସବିତା ଭୋଇ
ଆପଣା ଲୋକକୁ ହରାଇବା ଦୁଃଖଅନୁଭବି ସିନା ବୁଝେହୃଦୟ ଦରଦ ଦହି ଚାଲିଥାଏଅବୁଝା ଲୁହରେ ଭିଜେ ,ସମୟ ଚକରେ ଯୁଝେ ।
ଯହିଁ ଆଖି ପଡେ ଅଭୁଲା ଚେହେରାନାଚି ଯାଏ ଆଖି କୋଣେଆଖେପାଖେ ସର୍ବେ ତଥାପି ଖୋଜଇଝଲସେ ସ୍ମୃତିରେ ଜଣେ,ଗୁଣିହୁଏ ତା'ର ଗୁଣେ ।
ଅଫେରା ରାଇଜେ ପାଦ ଯା'ର!-->!-->!-->!-->!-->!-->!-->…
Read More...
Read More...
ସାଆନ୍ତ
ଗଜାନନ ମିଶ୍ର
-୧-କାଟିଦେଲୁ କାଏଁଯେକଲାଖଡିର ଗାର୍ !ବିନ୍ ମୁହେଁ ଠାଡ୍ ହେଲୁଟୁଡେଁ ଟୁଡେଁ କହେବାର୍ଟାପାସରିଦେଲୁ ଦୁଇଦୁନେ ଚାଏର୍।
ମେଟେଇ ଦେଇକରି ଭିତରର୍ରଗ୍ ରଗ୍ ଜୁଏ ରହିଗଲୁ ଲୁକନିଆଁ ।ଇ ଫାଲ୍ ସେଫାଲ୍ କରିଦେଲୁଇଥିତାହିଁଁ ଗୁଟା ସମିଆଁକିଁଂଦ୍ରେଇ କିଁଂଦ୍ରେଇ ଆରୁଡେଗିଗଲୁ!-->!-->!-->!-->!-->…
Read More...
Read More...
କବିତା : ଅପରାହ୍ନ
ରାମକୃଷ୍ଣ
ବର୍ଷା, ଶୀତ, ବସନ୍ତଆତିଥ୍ୟର ଉଲ୍ଲାସ ଦେଇ ଫେରିଗଲେଜଣକ ପରେ ଜଣେଜନ୍ମ ବ୍ରତ ବିବାହର ମହୋତ୍ସବରେଉଠିଲା ପଡିଲା ଘରସବାଶେଷରେ ଆସିଛି ଗ୍ରୀଷ୍ମଅପରାହ୍ନରେ ଛିଡା ହୋଇଛି ବୟସ
ପବନ ଉଡାଇନେଲାଦାଣ୍ଡ ଦୁଆରେ ପଡିଥିବା ଝୋଟିର ମୁରୁଜପକ୍ଷୀଂକ ସଂଗୀତ ଆସରରେ ନାହିଁସକାଳର!-->!-->!-->!-->!-->…
Read More...
Read More...
କବିତା : ପାପଜ
ପିନାକୀ ମିଶ୍ର
କୋଉଠି କେମିତି ଅଛୁମୋ ରକ୍ତାଂଶୀ ଧନରେ !
ଶ୍ରଦ୍ଧାର କୋଳରେନା' ଅବାଞ୍ଛିତ ଅବର୍ଣ୍ଣରୂପରେ
ଦୟାଯୁକ୍ତ ଯତନରେନା' ଘୃଣିତ ଚକ୍ଷୁର ଅସନାରେ !!
ଟିକେ ତ ହେଲେ ଦିଶୁଥିବୁ ମୋ ପରିନତୁବା ନାକ ଓଠ ଆଖି ତୋ ମାଆ ପରି
ତୋତେ ଆଣିଲିମୋ ଅବାଧ୍ୟ ଉନ୍ମାଦ ରତିଭୋଗରୁ ,ତୁ!-->!-->!-->!-->!-->!-->!-->!-->!-->!-->!-->…
Read More...
Read More...
ପ୍ରେମ
ବବିତା ମହାପାତ୍ର
ଗୁଡ଼ାଏ ଦିନ ପରେ ପୁଅକୁ ଚୁପ ଥିବାର ଦେଖି ମିନର୍ଭା କିଛି ଅନୁମାନ କଲେ । କାରଣ ଜାଣିବାକୁ ଚାହିଁବାରେ ପୁଅର ଭାବି ପତ୍ନୀ ବାହାଘରକୁ ନା' କହିଥିବା ଶୁଣି ଆଶ୍ଚର୍ଯ୍ୟ ହେଲେ । ଦିନ କେଇଟାରେ ତ' ନିର୍ବନ୍ଧ ହେବାର ଥିଲା । କଣ ଏମିତି ହେଲା !!
ଅୟସୀ, ପୁଅର!-->!-->!-->!-->!-->…
Read More...
Read More...
କବିତା : ଦୁସ୍ରା କେନ୍ ନରକ୍
ସାବିତ୍ରୀ ପୁରୋହିତ
ଦୁସ୍ରା କେନ୍ ନରକ୍ମରନ୍ ଉତ୍ରୁଦୁସ୍ରା କେନ୍ ନରକ୍ ଅଏତ୍କାକଲା କରମର୍ ଫଲ୍ ଭୁଗ୍ତିର୍ ଲାଗି ।
ଇନେ ତ କଲ୍ ବଲ୍ଡହକ୍ ବିକଲ୍…ଅଠିପହର୍ତତଲା ଲୁହାର୍ ଚେଁକାନ୍ଦିହିଁ ନୁଁ ମନ୍ ତକ୍…ମନ୍ ନୁଁ ଆତ୍ମା ତକ୍ ।
ସମିଆଁର୍ କର୍ହେଇ ଥିତେଲ୍ ଫୁଟୁଛେ ଟକୋମକୋଭାଜି!-->!-->!-->!-->!-->!-->!-->…
Read More...
Read More...
ଅସ୍ୱସ୍ତି
ବବିତା ମହାପାତ୍ର
କୋଉଠୁ ମିଳିବ ସେ ଆକାଶ ଭଳିସାଦା କାଗଜଯାହା ପିଠିରେ ଲେଖାଥିବବାସ ସ୍ଥାନର ଠିକଣା ?କେଉଁଠୁ ଅବା ଯୋଗାଡିହେବଅମଣିଷଙ୍କ ଭିଡ଼ ଭିତରୁସେ ମଣିଷମାନଙ୍କୁ ଯେଉଁମାନେଚିହ୍ନନ୍ତି ବୋଲି ସ୍ୱୀକୃତି ଦେବେ ?
ଛାତି ଭିତରୁ ନାକପୁଡା ଦେଇବାହାରି ପଡୁଥିବା ସଜଳ ଆତ୍ମୀୟତାହୁଏତ!-->!-->!-->!-->!-->…
Read More...
Read More...