Browsing Category
ଓଡିଶା
ବିପଦ ସାଜିବାରେ ଲାଗିଛି ବ୍ଲୁ ଟୁଥ ଓ ଇୟର ଫୋନ : ଯୁବପିଢିଙ୍କ କ୍ଷେତ୍ରରେ ବଢୁଛି କାନଜନିତ ସମସ୍ୟା
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଅଧିକାଂଶ ଯୁବପିଢିଙ୍କ କ୍ଷେତ୍ରରେ ବିଗତ କିଛି ମାସ ହେଲା ଦେଖିବାକୁ ମିଳୁଛି କାନଜନିତ ସମସ୍ୟା । ସହରର କେତେକ ଔଷଧ ଦୋକାନୀଙ୍କ ଠାରୁ ଆରମ୍ଭ କରି ଡାକ୍ତରଖାନା ଓ ସ୍ୱାସ୍ଥ୍ୟକେନ୍ଦ୍ର!-->…
Read More...
Read More...
ବିଳମ୍ୱ ହେଉଛି ମଣ୍ଡି ପ୍ରକ୍ରିୟା : ସ୍ଵଳ୍ପ ମିଆଦି ଧାନ ଯାଉଛି କୁଆଡେ
ଜୟପାଟଣା, (ଶେଷଦେବ ବେହେରା) : ନଭେମ୍ବର ପ୍ରଥମ ସପ୍ତାହରୁ ସ୍ଵଳ୍ପ ମିଆଦି ଧାନ ସାଙ୍ଗକୁ ଉଚ୍ଚ ମାଳ ଅଞ୍ଚଳ ମାନଙ୍କର ଧାନ ଅମଳ ପ୍ରକ୍ରିୟାର ଆରମ୍ଭ ହୋଇ ଦ୍ଵିତୀୟ ପର୍ଯ୍ୟାୟର ମଧ୍ୟମ ଓ ବଡ଼ ଧାନ ମାନଙ୍କର ଅମଳ ଜୋରସୋରରେ ଆରମ୍ଭ ହୋଇଯାଇଛି । କେବଳ କୃଷି ଉପରେ ନିର୍ଭର କରି ଜୀବନ ଧାରଣ କରି!-->…
Read More...
Read More...
ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଳୀରେ ନରସିଂହ
ଡାକ୍ତରଙ୍କ ଦାବି ଯୁକ୍ତିଯୁକ୍ତ, ସରକାର କରନ୍ତୁ ପୂରଣ - ନରସିଂହଆୟୁର୍ବେଦ ବିଶ୍ୱ ବିଦ୍ୟାଳୟ ଦାବି କଲେ ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟର ଆୟୁଷ ଡାକ୍ତର ଦୀର୍ଘ ବର୍ଷ ହେଲା ଆନ୍ଦୋଳନ କରୁଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତାଙ୍କର ସେବା ଓ ସେଥି ପାଇଁ!-->!-->!-->…
Read More...
Read More...
ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଏକତା ପଦଯାତ୍ରା ଅନୁଷ୍ଠିତ
ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ସମଗ୍ର ରାଜ୍ୟରେ ଅକ୍ଟୋବର ୩୧ ତାରିଖ ଠାରୁ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ଆୟୋଜିତ ହେବା ସଙ୍ଗେ ସଙ୍ଗେ "ଏକତା ପଦଯାତ୍ରା" ଆୟୋଜିତ ହେଉଛି!-->…
Read More...
Read More...
ତୃତୀୟ ଇସ୍ପାତ ନାଟ୍ୟମହୋତ୍ସବ ୨୦୨୫ ଡିସେମ୍ବର ୨ରୁ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ୨୭ଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ "ଏକତ୍ର" ଆୟୋଜନ କରିବାକୁ ଯାଉଛି ବିଶାଳ ନାଟ୍ୟ ମେଳା । ଆସନ୍ତା ଡିସେମ୍ବର ମାସ ୨ରୁ ୧୨ ପର୍ଯ୍ୟନ୍ତ ରାଉରକେଲାର ପ୍ରତିଷ୍ଠିତ ନାଟ୍ୟନୁଷ୍ଠାନ ମାନଙ୍କ ଦ୍ୱାରା ସୁନ୍ଦର ସୁନ୍ଦର!-->…
Read More...
Read More...
ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ଦିନ ଗୋଟାଏ ବେଳେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଭାଗୃହଠାରେ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଚଳିତ ବର୍ଷ ଖରିଫ୍ ଧାନ ସଂଗ୍ରହ ପାଇଁ ଡିସେମ୍ବର ମାସ ୯ ତାରିଖରୁ ମଣ୍ଡି ଖୋଲିବା ସହ ଧାନକିଣା!-->…
Read More...
Read More...
ନଭେମ୍ବର ୨୪, ୨୦୨୫ ନିଜର ଅନନ୍ୟ ପ୍ରତିଭା ପାଳନ ଦିବସ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନଭେମ୍ବର ୨୪ ରେ ସାରା ଦେଶରେ "ନିଜର ଅନନ୍ୟ ପ୍ରତିଭା ପାଳନ ଦିବସ" ଅନୁଷ୍ଠିତ ହୋଇଥାଏ । ବ୍ୟକ୍ତିଗତ ପ୍ରତିଭା ପ୍ରଦର୍ଶନ ପାଇଁ ଏହି ଦିବସ ପାଳନ ଏକ ସୁନ୍ଦର ସୁଯୋଗ । ବିବିଧତା ଭିତରେ ସୌନ୍ଦର୍ଯ୍ୟ ରହିଛି । ଆମେ ସମସ୍ତେ ଗୋଟିଏ ବାକ୍ସରେ କଦାଚିତ!-->…
Read More...
Read More...
ଟାଙ୍ଗଣାପଲ୍ଲୀ ହାଇସ୍କୁଲରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ
ବ୍ରହ୍ମପୁର, (କେସତ୍ୟନାରାୟଣ ରେଡ୍ଡୀ) : ଅତ୍ୟାବଶ୍ୟକ ସମୟରେ ଓ ଜାତୀୟ ବିପର୍ଯ୍ୟୟ ସମୟରେ ସୈନ୍ୟ ବାହିନୀକୁ ସହଯୋଗ କରିବା ପାଇଁ ୧୯୪୮ ମସିହାରେ ପ୍ରଚଳିତ ହୋଇ ଆସୁଥିବା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ସମସ୍ତ ସ୍କୁଲ କଲେଜରେ ଥିବା ଏନ.ସି.ସି ଶାଖା ଦ୍ୱାରା ନଭେମ୍ବର ମାସର ଚତୁର୍ଥ!-->…
Read More...
Read More...
ଦାବି ପୂରଣ ହେଲାନି, ସରକାରୀ ଆୟୁଷ କଲେଜରେ ତାଲା ବନ୍ଦ କଲେ ଆୟୁଷ ଛାତ୍ରଛାତ୍ରୀ
ବଲାଙ୍ଗିର, (କେପିଏନ୍ଏସ୍) : ଦୀର୍ଘ ଦୁଇ ଦଶନ୍ଧି ଧରି ଆୟୁଷ କ୍ଷେତ୍ରକୁ ସରକାରଙ୍କ ଦ୍ୱାରା ଉପେକ୍ଷା କରାଯାଉଥିବା ଅଭିଯୋଗରେ ବିଗତ ଦିନରେ ଶତାଧିକ ଥର ସରକାରଙ୍କ ନିକଟରେ ଦାବି ଜଣାଇବା ପରେ ଗତ ୬ ନଭେମ୍ବରରୁ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରି ଆସୁଥିଲା ନିଖିଳ ଓଡ଼ିଶା ଆୟୁଷ!-->…
Read More...
Read More...
ରିବା ଅଧିବେଶନ ଓ ପୁସ୍ତକ ଉନ୍ମୋଚନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଓ ଅଖଣ୍ଡ ଭାଗବତ ଜ୍ଞାନ କମିଟି ରାଧାକୃଷ୍ଣ ମନ୍ଦିର ବ୍ରାହ୍ମଣପଡାଙ୍କର ମିଳିତ ସହଯୋଗ କ୍ରମେ ଅପରାହ୍ନ ଘ.୪ ସମୟରେ ଡ. ଭବାନୀ ଶଙ୍କର ପଟେଲଙ୍କ ଅଧ୍ୟକ୍ଷତାରେ ସଚିବ ରାମଚନ୍ଦ୍ର ପଟେଲ ତଥା ଅଖିଳ ଭାରତୀୟ!-->…
Read More...
Read More...