Browsing Category
ଓଡିଶା
ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ସାଂସଦ କ୍ରୀଡା ମହୋତ୍ସବ ଉଦଘାଟିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ସାଂସଦ କ୍ରୀଡା ମହୋତ୍ସବ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଅନସ୍ଲୋ ମିନି-ଷ୍ଟାଡିୟମରେ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ଏହି ଖେଳ ମହୋତ୍ସବ ଯୁବଶକ୍ତିର ଉତ୍ସାହ, ସଙ୍କଳ୍ପ ଓ ସ୍ୱପ୍ନକୁ ନୂଆ ଗତି!-->…
Read More...
Read More...
ଶୂନ୍ୟ ସଡକ ଦୁର୍ଘଟଣା ମୃତାହତ ସପ୍ତାହ ପାଳିତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ କନ୍ଧମାଳ ଜିଲ୍ଲା ପରିବହନ ପ୍ରାଧିକରଣ ଆନୁକୂଲ୍ୟରେ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଶୂନ୍ୟ ସଡକ ଦୁର୍ଘଟଣା ମୃତାହତ ସପ୍ତାହ ପାଳିତ ହୋଇଯାଇଛି । ପରିବହନ!-->…
Read More...
Read More...
ବିନିକା ବ୍ଲକ ସ୍ତରୀୟ ଜୁନିଅର୍ ରେଡକ୍ରସ କାଉନ୍ସେଲର୍ ପ୍ରଶିକ୍ଷଣ ଶିବିର ଆୟୋଜିତ
ବିନିକା, (କେପିଏନ୍ଏସ୍) : ବିନିକା ବ୍ଲକର ବ୍ରଜ ବିହାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ଶଙ୍କରାରେ ଆଜି ବ୍ଲକ ସ୍ତରୀୟ ଜୁନିଅର୍ ରେଡକ୍ରସ କାଉନ୍ସେଲର୍ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଜିଲ୍ଲା ଜୁନିୟର ରେଡକ୍ରସ୍ ଅଫିସର ରବିଚନ୍ଦ୍ର ପଶାୟତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ!-->…
Read More...
Read More...
ବଲାଙ୍ଗିର ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା
"୨୭୨ଟି ପ୍ରକଳ୍ପ ପ୍ରଦର୍ଶିତ"
ବଲାଙ୍ଗିର, (କେପିଏନ୍ଏସ୍) : ଆର. ଆର କଲୋନୀ ହାଇସ୍କୁଲରେ ବଲାଙ୍ଗିର ବ୍ଲକ ଓ ପୌରାଞ୍ଚଳ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଦର୍ଶନୀ ମେଳାକୁ!-->!-->!-->…
Read More...
Read More...
କନ୍ଧମାଳ ସାଂସଦଙ୍କ ଦ୍ଵାରା ବହୁ ପ୍ରତିକ୍ଷିତ ଇଣ୍ଡୋର ଷ୍ଟାଡିୟମ ପୁନଃ ଉଦଘାଟିତ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର କ୍ରୀଡ଼ାବିତଙ୍କ ବହୁ ଦିନର ସ୍ୱପ୍ନ ଆଜି ସାର୍ଥକ ହୋଇଛି । କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦ୍ଵାରା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଯଥା ରୀତିନୀତି ଅନୁସାରେ ମଙ୍ଗଳବାର ଉଦଘାଟିତ!-->…
Read More...
Read More...
ବଲାଙ୍ଗିରରେ ବଡ଼ ଦୁର୍ଘଟଣା
ବଲାଙ୍ଗିର, (କେପିଏନ୍ଏସ୍) : ବର୍ତ୍ତମାନ ବଲାଙ୍ଗିରର ବଡ଼ ଖବର । ବଲାଙ୍ଗିରରେ ବଡ଼ ଦୁର୍ଘଟଣା । ଦୁର୍ଘଟଣାରେ ୩ ଆହତ । ଆହତ ମାନଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ଓ ହସପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ବଲାଙ୍ଗିର ସମ୍ବଲପୁର ରାସ୍ତା ଗାନ୍ଧୀନଗର ପଡ଼ା!-->…
Read More...
Read More...
ପ୍ରଧାନପାଲିରେ ପଞ୍ଚକୁଣ୍ଡ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ
ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ବିଶ୍ୱ ଗାୟତ୍ରୀ ପରିବାର (ସମସ୍ତ ବିଶ୍ୱ ଗାୟତ୍ରୀ ପରିବାର) ସେକ୍ଟର ୨ ସ୍ଥିତ ଗାୟତ୍ରୀ ଶକ୍ତିପୀଠର ତତ୍ତ୍ୱାବଧାନରେ ରାଉରକେଲା ବିମାନ ବନ୍ଦର ପଛପଟେ ପ୍ରଧାନପାଲିରେ ଏକ ପଞ୍ଚକୁଣ୍ଡ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ଶାନ୍ତି ପାଇଁ!-->…
Read More...
Read More...
ଜୟପାଟଣା ସହରର ଶତାୟୁ ପୁରୁଷ ଭଗବାନ ପଣ୍ଡାଙ୍କ ପରଲୋକ
ଜୟପାଟଣା, (ଶେଷଦେବ ବେହେରା) : ସ୍ୱାଧୀନତାର ପଚିଶ ବର୍ଷ ପୂର୍ବରୁ ଜନ୍ମ ନେଇଥିବା ଧର୍ମପରାୟଣ ଶତାୟୁ ପୁରୁଷ ଭଗବାନ ପଣ୍ଡାଙ୍କ ପରଲୋକ ହୋଇଯାଇଛି । ବିଭିନ୍ନ ସମୟରେ ଜନସାଧାରଣଙ୍କ ମଧ୍ୟରେ ପ୍ରାକ୍ ସ୍ଵାଧୀନତାର କଥା ଓ ଗାଥା ବାଣ୍ଟି ଆସୁଥିବା ସ୍ୱର୍ଗତ ପଣ୍ଡାଙ୍କ ବାନେର ପଞ୍ଚାୟତ ଅନ୍ତର୍ଗତ!-->…
Read More...
Read More...
ଆଶୁକବି ଡ. ହେମନ୍ତ କୁମାର ଦାଶଙ୍କ କୋଶଳି କବିତା ସଙ୍କଳନ “ଫୁଲ ଗଜରା” କାବ୍ୟ ଉନ୍ମୋଚିତ
ତୁଷୁରା, (କେପିଏନ୍ଏସ୍) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତୁଷୁରା ଠାରେ ଆଶୁକବି ଡ. ହେମନ୍ତ କୁମାର ଦାଶଙ୍କ କୋଶଳି କବିତା ସଙ୍କଳନ "ଫୁଲ୍ ଗଜରା" କାବ୍ୟ ନିଷାନ ସାହିତ୍ୟ କଳା ଓ ସଂସ୍କୃତି ଏକାଡେମୀ ତୁଷୁରାର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଉନ୍ମୋଚିତ!-->…
Read More...
Read More...
ତୁରେକେଲା ବ୍ଲକରେ ହାତୀ ଉପଦ୍ରବ : ଚାରପାଣି ଗାଁରେ ଚାଷୀଙ୍କ ଧାନ ନଷ୍ଟ
ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଚାରପାଣି ଗାଁରେ ହାତୀପଲଙ୍କ ଉପଦ୍ରବରେ ଗ୍ରାମବାସୀ ଆତଙ୍କିତ । ଗତରାତିରେ ଆସିଥିବା ହାତୀପଲ ଅନେକ ଚାଷୀଙ୍କ ଧାନକ୍ଷେତକୁ ପଶି ଦଳି ମାଡ଼ ନଷ୍ଟ କରି ଦେଇଥିବା ଜଣାପଡ଼ିଛି । ଚାଷୀ ରମାଞ୍ଚ ସାଗ୍ରିଆ, ଦେବାର୍ଚ୍ଚନ ସଗ୍ରିଆ, ପରମାନନ୍ଦ ଭୋଇ,!-->…
Read More...
Read More...