Browsing Category
ଓଡିଶା
ଲୋଇସିଂହାରେ ଧାନକ୍ରୟ ଶୁଭାରମ୍ଭ କଲେ ଜିଲ୍ଲାପାଳ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାରେ ଚଳିତ ଖରିଫ ଋତୁ ପାଇଁ ଆଜିଠାରୁ ଧାନକ୍ରୟ ଆରମ୍ଭ ହୋଇଛି । ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲୱାର ଲୋଇସିଂହା ପେକ୍ସରେ ଧାନମଣ୍ଡି ଶୁଭାରମ୍ଭ କରିବା ସହିତ ଜିଲ୍ଲାର ୯୭ ହଜାର ୫୬୬ ଜଣ ଚାଷୀଙ୍କ ଠାରୁ ୧୫୮ଟି ପେକ୍ସ ଓ ୧୪ଟି ସ୍ଵୟଂ ସହାୟିକା!-->…
Read More...
Read More...
ବଲାଙ୍ଗିର ରେଳ ଜଙ୍ଗସନରେ ଏଡିଆର୍ଏମ୍ ଅଫିସ ଖୋଲାଯାଉ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ ସାମାଜିକ ଅନୁଷ୍ଠାନ ଅଭିଭାବକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏହି ମାଟିର ବିଶିଷ୍ଟ ସଂଗୀତ ସାଧକ ହ୍ୟୁମାନ ସାଗରଙ୍କ ଅକାଳ!-->…
Read More...
Read More...
ବ୍ରାହ୍ମଣ ସମାଜ ବଲାଙ୍ଗିର ଜିଲ୍ଲା ପକ୍ଷରୁ ଗୀତା ଜୟନ୍ତୀ ପାଳିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଶ୍ରୀ ନୃସିଂହ ମନ୍ଦିର ପରିସରରେ ଅଖିଳ ଓଡିଶା ସହ ଅନୁବନ୍ଧିତ, ଜିଲ୍ଲା ବ୍ରାହ୍ମଣ ମହାସଭା ପକ୍ଷରୁ ଶ୍ରୀମଦ୍ ଭାଗବତ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଘୃତଯଜ୍ଞ, ଜ୍ଞାନଯଜ୍ଞ, ଅନ୍ନଯଜ୍ଞ ଆୟୋଜିତ ହୋଇଥିଲା । ମନ୍ଦିରର ଯଜ୍ଞ!-->…
Read More...
Read More...
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଥାନା ସର୍ଗିଗୁଡା ପଞ୍ଚାୟତ ପ୍ରଜାନାଗଫେଣି ଗ୍ରାମ ନିକଟ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ପାର୍ଶ୍ଵରେ ଏକ ଆମ୍ବଗଛ ଡ଼ାଳରୁ ଏକ ସ୍ଥାନୀୟ ଯୁବକ ରାଜୁ କଣ୍ଟାର ଝୁଲନ୍ତା ଶବ ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି । ଖବରରୁ ପ୍ରକାଶ ଯେ, ଚଞ୍ଚରାପଡ଼ା!-->…
Read More...
Read More...
ତ୍ରେତୟା ଯୁଗର ଆରାଧ୍ୟ ଦେବୀ ମା’ ଦୁର୍ଗେଇ ଦେବୀଙ୍କ ବାର୍ଷିକ ପୂଜାନୋତ୍ସବ ସମ୍ପନ୍ନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା'ଙ୍କ ପୀଠସ୍ଥଳୀ ତ୍ରେତୟା ନୃସିଂହନାଥ ପର୍ବତମାଳା ଶିଖରରେ ଅବସ୍ଥିତ ମା' ଦୁର୍ଗେଇଦେବୀ (ବୁଢ଼ୀ)ଙ୍କ ବାର୍ଷିକ ପୂଜାନୋତ୍ସବ ସମ୍ପନ୍ନ ହୋଇଯାଇଛି । ୪ ତାରିଖରୁ!-->…
Read More...
Read More...
୨ ଶିଶୁ ସମେତ ୧୫ ଜଣ ଶ୍ରମିକ ଉଦ୍ଧାର : ବିଜୟୱାଡାକୁ ପରିବହନ ଉଦ୍ୟମ ପଣ୍ଡ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଅବୈଧ ଶ୍ରମିକ ଚାଲାଣ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ପୋଲିସ ବୁଧବାର ତୁରେକେଲା ଅଞ୍ଚଳରୁ ୨ ଶିଶୁ ସମେତ ୧୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ବ୍ୟକ୍ତିମାନେ ବଲାଙ୍ଗିର ଜିଲ୍ଲା ଲାଠୋର, ଟିଟିଲାଗଡ଼ ଏବଂ ପାଟଣାଗଡ଼!-->…
Read More...
Read More...
ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ନବୀକରଣ
ଓଡ଼ିଶାର ସଂସ୍କୃତିକୁ ପ୍ରତିଫଳିତ କରୁଥିବା ଏବଂ ସ୍ଥାନୀୟ ବିକାଶକୁ ପ୍ରୋତ୍ସାହିତ କରୁଥିବା ଏକ ଆଧୁନିକ ପ୍ରବେଶ ଦ୍ୱାର
ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ପଦକ୍ଷେପ ମଧ୍ୟରୁ ଗୋଟିଏ, ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନରେ ଏକ ବହୁତ!-->!-->!-->…
Read More...
Read More...
ମରଣଯନ୍ତା ପାଲଟିଛି ଛତ୍ରପୁର ବାଇପାସ ରାସ୍ତା
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମରଣଯନ୍ତା ପାଲଟିଛି ଛତ୍ରପୁର ବାଇପାସ ରାସ୍ତା । ଗତ ଦୁଇଦିନ ତଳେ ଛତ୍ରପୁର ବାଇପାସ୍ ଥିବା ଜାତୀୟ ରାଜପଥ କଲେଜ୍ ଛକ ନିକଟରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିଲେ । ସେହିପରି ଗଞ୍ଜାମ ଜିଲ୍ଲା ଜାତୀୟ ରାଜପଥ!-->…
Read More...
Read More...
ରାଉରକେଲା କଲେଜର ୩୯ତମ କ୍ରୀଡା ମହୋତ୍ସବ ଉଦଯାପିତ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱି-ଦିବସୀୟ ୩୯ତମ ବାର୍ଷିକ କ୍ରୀଡା ଓ ଦୌଡ଼-କୁଦ ପ୍ରତିଯୋଗିତା ଉତ୍ସାହପୂର୍ଣ୍ଣ ପରିବେଶରେ ଉଦଯାପିତ ହୋଇଯାଇଛି । ପ୍ରଥମ ଦିବସରେ ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ କରକମଳରେ ଉଦଘାଟିତ!-->…
Read More...
Read More...
ଦନ୍ଦ୍ରା ଆଜାଦ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ରାଷ୍ଟୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବିଜ୍ଞାନ କୁଇଜ ପ୍ରତିଯୋଗିତା ଆଜାଦ ଉଚ୍ଚବିଦ୍ୟାଳୟ, ଦନ୍ଦ୍ରାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରରେ ଚୟନ!-->…
Read More...
Read More...