Browsing Category
ଓଡିଶା
ଆଦିବାସୀଙ୍କ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ଶିବିର ଶୁଭାରମ୍ଭ ଓ ଜଙ୍ଗଲ ଜମିପଟ୍ଟା ବଣ୍ଟନ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ପ୍ରଥମ ଥର ପାଇଁ ଆଦିବାସୀ ଓ ଅନୁସୂଚୀତ ଜନ ଜାତି କମ୍ୟୁନିଟିଙ୍କ ସମସ୍ୟା ସମାଧାନ ପାଇଁ ଏକ ଅଭିଯୋଗ ଶୁଣାଣି ଶିବିରର ଶୁଭାରମ୍ଭ!-->…
Read More...
Read More...
ଜିଲ୍ଲା ଠିକାଦାର ସଂଘର ଜରୁରୀ ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସ୍ଥାନୀୟ ପିଡବ୍ଲୁଡି ଡାକବଙ୍ଗଳା ଠାରେ ଜିଲ୍ଲା ଠିକାଦାର ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ଠିକାଦାର ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାର ସମସ୍ତ ବିଭାଗର ନିର୍ମାଣ କାମରେ ଅନ୍ୟୁନ୍ୟ ୧ କୋଟି!-->…
Read More...
Read More...
ମିଡ ଟାଉନ ମଦ ଦୋକାନ ସିଲ କଲା କଂଟାବାଂଜି ପୋଲିସ ଓ ଅବକାରୀ ବିଭାଗ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ରହିଛି ମିଡ ଟାଉନ ମଦ ଦୋକାନ । ଗତ ଦୁଇବର୍ଷରୁ ଅଧିକ ସମୟ ହେଲା କୋର୍ଟରେ ମିଡ ଟାଉନ ନାମରେ ମାମଲା ବିଚାରାଧୀନ ରହିଛି । ଏହି ମଦ ଦୋକାନର ଲାଇସେନ୍ସ ରିନୁଆଲ ହୋଇନଥିବାରୁ ଦୋକାନରେ ଥିବା ମଦ ଜବତ କରିଛି ଅବକାରୀ!-->…
Read More...
Read More...
୩୭ତମ ସବ ଜୁନିଅର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ
ବାଳିକା ସିଙ୍ଗଲ ୧୫ଓ ୧୭ ବର୍ଷରୁ କମ ଉଭୟ ବର୍ଗର ଫାଇନାଲରେ ଓଡ଼ିଆ ଖେଳାଳୀ ତନଭି ପତ୍ରିବାଳିକା ଫାଇନାଲରେ ସ୍ଵାତି-ନିମିଶା ଯୋଡିବାଳକ ୧୫ ବର୍ଷରୁ କମ ଫାଇନାଲରେ ପୁଷ୍କର ସାଇ ଓ ହର୍ଷିତ ଖତ୍ରୀ ମଧ୍ୟରେ ମୁକାବିଲା୧୭ ବର୍ଷରୁ କମ ବାଳକ ଫାଇନାଲରେ ଜଗସେର ସିଂ ଓ ବିରାଜ ଶର୍ମା
ଭୁବନେଶ୍ୱର,!-->!-->!-->…
Read More...
Read More...
ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଜଲିଗଲା ଲକ୍ଷାଧିକ ଟଙ୍କାରର ସାମଗ୍ରୀ
କେସିଙ୍ଗା, (ପ୍ରୀତେଶ ପଟେଲ) : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାରର ସାମଗ୍ରୀ । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ କନ୍ତେସିର ଗ୍ରାମ ପଞ୍ଚାୟତର ତହଁଶିର ଗାଁରେ ଥିବା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ!-->…
Read More...
Read More...
ହଳଦୀ ଗ୍ରାମରେ ମହାଲକ୍ଷ୍ମୀ ପୂଜା ଆରମ୍ଭ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ସଦରମହକୁମାଠାରେ ଗୁରୁବାର ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି । ଆୟୋଜିତ ଉତ୍ସବରେ ଯୋଗଦାନ କରିଥିଲେ ମୁଖ୍ୟଅତିଥି ଭାବରେ ହଂସରାଜ ଜୈନ ପୂର୍ବତନ ବ୍ଲକ ଅଧ୍ୟକ୍ଷ,!-->…
Read More...
Read More...
ଟାଟା ଷ୍ଟିଲ ସ୍ପେସିଆଲ ଇକୋନୋମିକ ଜୋନ୍ ପକ୍ଷରୁ ଅର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଟାଟା ଷ୍ଟିଲ ସ୍ପେସିଆଲ ଇକୋନୋମିକ ଜୋନ୍ ପକ୍ଷରୁ ଗୋପାଳପୁର ସ୍ଥିତ ଜେ.ଏନ୍. ଟାଟା ବୈଷୟିକ ଶିକ୍ଷା କେନ୍ଦ୍ରଠାରେ ଅର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏଥିରେ କମ୍ପାନୀ ଆଖପାଖ ଗ୍ରାମ ଗୁଡ଼ିକରୁ ୪୨ଜଣ ଭିନ୍ନକ୍ଷମ, ସେମାନଙ୍କ!-->…
Read More...
Read More...
ଅଙ୍ଗନବାଡ଼ି କେନ୍ଦ୍ର ପିଲାମାନଙ୍କୁ ଆଦାନୀ ଫାଉଣ୍ଡେସନ ପକ୍ଷରୁ ସ୍କୁଲ ବ୍ୟାଗ ବଣ୍ଟନ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆର୍ଯ୍ୟପଲ୍ଲୀ ଓ କଣମଣା ପଞ୍ଚାୟତ ଅଧୀନରେ ଥିବା ୨୦ରୁ ଅଧିକ ଅଙ୍ଗନବାଡି କେନ୍ଦ୍ରର ଶିଶୁମାନଙ୍କୁ ୫୦୦ରୁ ଅଧିକ ସ୍କୁଲ ବ୍ୟାଗ, ପାଣିବୋତଲ ଓ ଡ୍ରଇଂ କିଟ୍ ସହିତ ଅନ୍ୟାନ୍ୟ ଆବଶ୍ୟକ ଶିକ୍ଷା ସାମଗ୍ରୀ ଯଥା- ପେନସିଲ୍,!-->…
Read More...
Read More...
ଗୁଡଭେଲା ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ
ଗୁଡଭେଲା/ତୁଷୁରା, (କେପିଏନ୍ଏସ୍) : ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ଗୁଡଭେଲା ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ତେନ୍ତୁଳିଖୁଣ୍ଟି ଗ୍ରାମ ପଞ୍ଚାୟତ ହାଇସ୍କୁଲ, ଡାହିମାଲ ଠାରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଗ୍ନି କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ!-->…
Read More...
Read More...
କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ ଘଟଣା : ମହମ୍ମଦ ଇମ୍ରାନକୁ କରାଗଲା କୋର୍ଟ ଚାଲାଣ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ବୁଧବାର ବିଳମ୍ବିତ ରାତିରେ ବେଆଇନ ଦାଦନ ଚାଲାଣ ହେଉଥିବା ଘଟଣାରେ ସ୍ଥାନୀୟ ବିଜେପି ବିଧାୟକଲକ୍ଷ୍ମଣ ବାଗ ଓ ବିଜେଡି କାଉନସିଲର ମୁହାଁମୁହିଁ ହେଇଥିବା ଦେଖିବାକୁ ମିଳିଥିଲା । ଘଟଣାକୁ ନେଇ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ!-->…
Read More...
Read More...