Browsing Category
ଓଡିଶା
ଝାରବନ୍ଧରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଏକ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରର ଅଧ୍ୟକ୍ଷତା ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ!-->…
Read More...
Read More...
ବିଶ୍ରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ରା ବ୍ଲକ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନୀ ଯୋଗ ଦେଇ ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ!-->…
Read More...
Read More...
ସୁନ୍ଦରଗଡ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚର ଜିଲ୍ଲା ସମ୍ମିଳନୀ
ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ନୀଳମାଧବ ବିଦ୍ୟାମନ୍ଦିର ପରିସରରେ ସୁନ୍ଦରଗଡ ଜିଲ୍ଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଓଷ୍ଟାର ଜିଲ୍ଲା ଉପସଭାପତି ମୀନକେତନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ କାର୍ଯ୍ୟକାରିଣୀ!-->…
Read More...
Read More...
ଅରଜିନାଲ ପାୱାର କ୍ଲବର ଡେଡ୍ଲୁଫ୍ ଚମ୍ପିୟାନସିପ
ରାଉରକେଲା, (ସସ୍ମିତା ପ୍ରଧାନ) : ଅରିଜିନାଲ୍ ପାୱାର କ୍ଲବ୍ ସେକ୍ଟର ୭ ସ୍ଥିତ ରାଇମା କ୍ଲବ୍ରେ ଏକ ଡେଡ଼୍ଲୁଫ୍ ଚମ୍ପିୟାନସିପ ଆୟୋଜିତ ହୋଇଯାଇଛି । ସମାଜସେବୀ ଡି. ଆର. ପଟ୍ଟନାୟକଙ୍କ ଜନ୍ମଦିବସ ପାଳନ ଓ ତାଙ୍କୁ ସମର୍ପିତ ଏହି କାର୍ଯ୍ୟକ୍ରମରେ ୧୬୯ ଜଣ ପିଲା ଏଥିରେ ଅଂଶଗ୍ରହଣ କରିଥିଲେ!-->…
Read More...
Read More...
୩୧ ତମ ସର୍ବଭାରତୀୟ ଟି- ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ
ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ କନଭେଣ୍ଟ ସ୍କୁଲ ଛକ ନିକଟସ୍ଥ ଲେଟକଟ କ୍ଲବ ଆନୁକୂଲ୍ୟରେ ୩୧ ତମ ସର୍ବଭାରତୀୟ ଟି- ଟ୍ୱେଣ୍ଟି ଡ଼ିଉଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଅଛି । ଏହି ଅବସରରେ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଆୟୋଜିତ!-->…
Read More...
Read More...
ରାଜ କମଲ ହେପି କିଡ଼ସ ସେଣ୍ଟରର ବାର୍ଷିକ ଉତ୍ସବ ପାଳିତ
ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଭଂଜପୁର ସ୍ଥିତ ରାଜ କମଲ ହେପି କିଡ଼ସ ସେଣ୍ଟରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସତ୍ୟଜିତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନଗରପାଳ କୃଷ୍ଣଓନନ୍ଦ!-->…
Read More...
Read More...
ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ
ଜିଲ୍ଲାସ୍ତରୀୟ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀ : ୨୦୨୫ ପାଳନ ଉପଲକ୍ଷେମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ
ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବାରିପଦାସ୍ଥିତ ଲେଡି ହେମିଲଟନ ସରକାରୀ ଉଚ୍ଚ ବିଦ୍ୟାଳୟ!-->!-->!-->…
Read More...
Read More...
ଡିସେମ୍ବର ୮ ବୋଧି ଦିବସ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : "ବୋଧି ଦିବସ" ହେଉଛି ବୌଦ୍ଧ ଦିବସ ଯାହା ଗୌତମ ବୁଦ୍ଧ (ଶାକ୍ୟମୁନି) ଙ୍କ ଜ୍ଞାନ ପ୍ରାପ୍ତି ହେବାର ଦିନକୁ ମନେ ପକାଇଥାଏ । ପରମ୍ପରା ଅନୁଯାୟୀ, ସିଦ୍ଧାର୍ଥ ସମ୍ପ୍ରତି ବର୍ଷ ବର୍ଷର ଚରମ ତପସ୍ୱୀ ଅଭ୍ୟାସ ପରିତ୍ୟାଗ କରି ଏକ ଅଶ୍ୱତ୍ଥ ଗଛତଳେ ବସି!-->…
Read More...
Read More...
ମହମ୍ମଦ ଅସଲମ ଥିଲେ ଜଣେ ନିର୍ଭିକ ଓ ପରୋପକାରୀ ସାମ୍ବାଦିକ
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଯୁବ ସାମ୍ବାଦିକ ମହମ୍ମଦ ଅସଲମଙ୍କ ଚତୁର୍ଥ ସ୍ମୃତି ସମାରୋହ ସ୍ଥାନୀୟ ଅମଲା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଯୁବ ସାମ୍ବାଦିକ ମହମ୍ମଦ ଅସଲମଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଏବଂ ଦୀପ ଜାଳିବା ପରେ ମୌଲାନା ଇର୍ଫାନ୍ ଶାନ୍ତି ପ୍ରାର୍ଥନା!-->…
Read More...
Read More...
ଗାୟତ୍ରୀ ପୀଠ ଠାରେ ତ୍ରିବେଣୀ ଜନ୍ମ ଶତାବ୍ଦୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ବଲାଙ୍ଗିର ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ଗୁପ୍ତାଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଆସଙ୍ଗପି ବିଚିତ୍ର କୁମାର ସାହୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ତ୍ରିବେଣୀ ଜନ୍ମ ଶତାବ୍ଦୀ ଅଖଣ୍ଡ ଦ୍ୱୀପ ଶତାବ୍ଦୀ!-->…
Read More...
Read More...