Browsing Category

ଓଡିଶା

ଶ୍ରୀ ସତ୍ୟ ସାଇ ରନ୍ ଆଣ୍ଡ ରାଇଡ୍ କାର୍ଯ୍ୟକ୍ରମ ଆସନ୍ତା ୨୧ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀ ସତ୍ୟ ସାଇ ସେବା ସଂଗଠନ, ରାଉରକେଲା ସମିତି ଆନୁକୂଲ୍ୟରେ ଆସନ୍ତା ଡିସେମ୍ବର ମାସ ୨୧ ତାରିଖ, ରବିବାର ଦିନ, ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ୍, ବିଶ୍ରା ଛକ ଠାରେ ଶ୍ରୀ ସତ୍ୟ ସାଇ ରନ୍ ଆଣ୍ଡ ରାଇଡ୍ ନାମକ ମାରାଥନ ଏବଂ ସାଇକେଲ ଚାଳନା
Read More...

ବଲାଙ୍ଗିରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନାରେ ଯୁବକଙ୍କ ବଡ଼ ଅଭିଯୋଗ । ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ସୁରେଶ ବଡକା ନାମକ ଜଣେ ଯୁବକ ଅଭିଯୋଗ କରିଛନ୍ତି । ଯୁବକଙ୍କ ଅଭିଯୋଗ ମୁତାବକ, ବଲାଙ୍ଗିର ଲୋୟର ସୁକତେଲ ବିସ୍ଥାପିତ ହୋଇ କୁଶମେଲରେ ରହୁଥିବା ବେଳେ ଗତ ବିଳମ୍ବିତ ରାତିରେ
Read More...

କୁଲିଆରୀ ଠାରେ ନୂତନ ପଞ୍ଚାୟତ ଗଠନ ପାଇଁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତର କୁଲିଆରୀ, କେନ୍ଦୁମାଲ, ଡଙ୍ଗରମୁଣ୍ଡା, ପରମାନନ୍ଦପୁର ଓ ଜୁବାଖୋଲ ଆଦି ପାଞ୍ଚ ଗୋଟି ଗ୍ରାମକୁ ନେଇ କୁଲିଆରୀ ଗ୍ରାମଠାରେ ଏକ ନୂତନ ପଞ୍ଚାୟତ ଗଠନ କରିବା ପାଇଁ ଆଜି ସମାଜସେବୀ ସୁଶାନ୍ତ
Read More...

ସଟର ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାରୁପା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ସ୍ଥିତ ଜାତୀୟ ରାଜପଥ ୨୬ କଡରେ ଥିବା ଜସ୍ମିନ ଜୁଏଲର୍ସରୁ ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନାରୁପା ଚୋରି ହୋଇଛି । ଚୋରି ହୋଇଥିବା ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସୂଚନା ଅନୁଯାୟୀ ଗତକାଲି ରାତିରେ
Read More...

ନିର୍ମାଣ ଶ୍ରମିକ ମହାସଂଘର ବିକ୍ଷୋଭ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ବିକ୍ଷୋଭ । ସୂଚନାରୁ ପ୍ରକାଶ ଯେ, ରାୟଗଡ଼ା ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶ୍ରମିକମାନଙ୍କ ପ୍ରତି ଅଣଦେଖା ଓ ଅବହେଳା ଦିନକୁ ଦିନ ବଢିବାରେ ଲାଗିଛି । ଏହାର ସୁସମାଧାନ ପାଇଁ ଜିଲ୍ଲା ନିର୍ମାଣ
Read More...

ସରକାରୀ ଉଚ୍ଚ ବିଦ୍ୟାଳୟ ସିକରପାଇ ଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

ରାୟଗଡା , (ଅକ୍ଷୟ କୁମାର ପିଡିସିକା) : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ଗିରି ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ କ୍ରମେ ତିନିଦିନ ଧରି ମହା ଆଡ଼ମ୍ବର ସହକାରେ ବାର୍ଷିକ କ୍ରୀଡ଼ା
Read More...

ଦେଶର ଅଜୟ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ରାଷ୍ଟ୍ରପତି ଭବନରେ ପରମବୀର ଗ୍ୟାଲେରୀକୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ

ପରମବୀର ଗ୍ୟାଲେରୀ ଭାରତର ଦାସତ୍ୱର ମାନସିକତାରୁ ବାହାରି ନବୀନ ଜାତୀୟ ଚେତନା ପର୍ଯ୍ୟନ୍ତ ଯାତ୍ରାକୁ ପ୍ରତିଫଳିତ କରେ : ପ୍ରଧାନମନ୍ତ୍ରୀପରମବୀର ଗ୍ୟାଲେରୀ ଯୁବପିଢ଼ିଙ୍କୁ ଭାରତର ବୀରତ୍ବ ଏବଂ ଜାତୀୟ ସଂକଳ୍ପର ପରମ୍ପରା ସହିତ ଯୋଡ଼ିହେବାକୁ ପ୍ରେରଣା ଦେବ : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ,
Read More...

କ୍ଷେତ୍ର ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉନ୍ନୟନ କମିଶନର

ରାଉରକେଲା, (ସସ୍ମିତା ପ୍ରଧାନ) : ୧୭ ଡିସେମ୍ବର ୨୦୨୫ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ ଦୁଇଦିନିଆ ରାଉରକେଲା ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହ ସେଗୁଡିକର ସମୀକ୍ଷା କରିଛନ୍ତି । ପରିଦର୍ଶନ ସମୟରେ ଗୃହ
Read More...

କେନ୍ଦ୍ରାପଡ଼ାର ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱର ପକ୍ଷରୁ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକଠାରେ ‘ବିକଶିତ ଭାରତ @୨୦୪୭’ ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ୨୦୪୭
Read More...

ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ସେ ପ୍ରଥମ ଦ୍ୱିପାକ୍ଷିକ ଇଥିଓପିଆ ଗସ୍ତରେ ଥିବାରୁ, ଏହା ତାଙ୍କ ପାଇଁ ଏକ ବିଶେଷ ସମ୍ମାନ । ପ୍ରଧାନମନ୍ତ୍ରୀ ଭାରତୀୟମାନଙ୍କ ପକ୍ଷରୁ ଇଥିଓପିଆ ସାଂସଦମାନଙ୍କୁ ବନ୍ଧୁତା
Read More...