Browsing Category
ଓଡିଶା
ଲମ୍ବା ଦୂରଗାମୀ ଗାଇଡେଡ୍ ରକେଟ ପିନାକର ପ୍ରଥମ ଫ୍ଲାଇଟ୍ ଟେଷ୍ଟ ସଫଳତାପୂର୍ବକ ସମ୍ପନ୍ନ କଲା ଡିଆରଡିଓ
ନୂଆଦିଲ୍ଲୀ, (ପିଆଇବି) : ଲମ୍ବା ଦୂରଗାମୀ ଗାଇଡେଡ୍ ରକେଟ (ଏଲଆରଜିଆର 120) ପିନାକର ପ୍ରଥମ ଫ୍ଲାଇଟ୍ ଟେଷ୍ଟ 29, ଡିସେମ୍ବର 2025ରେ ଓଡ଼ିଶା ଉପକୂଳ ଚାନ୍ଦିପୁରର ସମନ୍ୱିତ ପରୀକ୍ଷଣ ଘାଟୀରେ ସଫଳତାର ସହ ସମ୍ପାଦନ କରାଯାଇଛି । ରକେଟ୍କୁ ସର୍ବାଧିକ 120 କିଲୋମିଟର ପର୍ଯ୍ୟନ୍ତ ପରୀକ୍ଷଣ!-->…
Read More...
Read More...
ବର୍ଷାନ୍ତ ସମୀକ୍ଷା 2025 : ପଞ୍ଚାୟତିରାଜ ମନ୍ତ୍ରଣାଳୟ
● 2.75 କୋଟିରୁ ଅଧିକ ଗ୍ରାମୀଣ ସମ୍ପତ୍ତି କାର୍ଡ ସୃଷ୍ଟି କରି ସ୍ୱାମୀତ୍ୱ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି● ମେରୀ ପଞ୍ଚାୟତ ଏମଗଭର୍ଣ୍ଣାନ୍ସ ପ୍ଲାଟଫର୍ମକୁ ଡବ୍ଲୁଏସଆଇଏସ ଚାମ୍ପିଅନ୍ ପୁରସ୍କାର● ପଞ୍ଚାୟତର କ୍ଷମତାବୃଦ୍ଧି, ମହିଳା ଅନୁକୂଳ ପ୍ରଶାସନ, ଆର୍ଥିକ ଆତ୍ମନିର୍ଭରଶୀଳତା ହାସଲ!-->…
Read More...
Read More...
ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି
ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରେଳବାଇ ନିମ୍ନଲିଖିତ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟ, ରହଣି ଏବଂ ସଂରଚନାକୁ ବଜାୟ ରଖିବା ସହ ପରିଚାଳନା ଅବଧି ବୃଦ୍ଧି କରିଛି ଏହା ଦ୍ଵାରା ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ପୂରଣ ହେବା ସହ ନିରନ୍ତର ଯାତ୍ରା ସୁବିଧା ଯୋଗାଇବରେ ବିଶେଷ ସହାୟକ ହେବ :
୧.!-->!-->!-->…
Read More...
Read More...
ଦ୍ୱିତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖୁଜେନପାଲି
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖୁଜେନପାଲିରେ ଦ୍ୱିତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏହି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ୨୭ ତାରିଖ ଉଦ୍ଘାଟନ ହୋଇଥିଲା ଓ ୨୮ ତାରିଖ ରବିବାର ଦିନ ଉଦ୍ଯାପିତ ହୋଇଥିଲା । ଏହି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗିର ଜିଲ୍ଲାର!-->…
Read More...
Read More...
ମହିଳାଙ୍କ ବେକରୁ ସୁନା ଚେନ୍ ଝାଂପି ନେଇଥିବା ୨ ଲୁଟେରାଙ୍କୁ ବାନ୍ଧିଲା ବଲାଙ୍ଗିର ପୋଲିସ୍
ବଲାଙ୍ଗିର, (କେପିଏନ୍ଏସ୍) : ତମ୍ବା ପିତ୍ତଳ ସାମଗ୍ରୀ ତଥା ସୁନା ରୂପା ଗହଣା ସଫା କରିବା ବାହାନାରେ ସହରରେ ଲୋକଙ୍କୁ ଲୁଟୁଛନ୍ତି ଲୁଟେରାମାନେ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସହର ତେଲିଗୋଠପଡାରେ । ଭୂମିସୂତା ହୋତାଙ୍କ ଘରେ ଦୁଇ ଜଣ ବିହାରୀ ଯୁବକ ପହଂଚି ଏଭଳି କାଣ୍ଡ କରିଥିବା!-->…
Read More...
Read More...
୩୦ତମ ବୁଢ଼ାଡଙ୍ଗର ଲୋକ ମହୋତ୍ସବର ଉଦଯାପନୀ
ଓଲିଉଡ ଓ ବଲିଉଡ କଳାକାରଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ
କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ୩୦ତମ ବୁଢ଼ାଡଙ୍ଗର ଲୋକ ମହୋତ୍ସବ ଢ଼ୋଲ, ନିଶାନ୍ ଓ ଆାଦିବାସୀଙ୍କ ନୃତ୍ୟର ତାଳେ ତାଳେ ଉଦଯାପିତ ହୋଇଯାଇଛି । ଦୁଇଦିନ ଧରି ଏହି!-->!-->!-->…
Read More...
Read More...
ସାମ୍ବାଦିକ ପୱନ ଅଗ୍ରୱାଲ କୋଟା ଠାରେ ସମ୍ମାନିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ଅଗ୍ରୱାଲ ମହାସଭାର ପ୍ରାନ୍ତୀୟ ମିଡିଆ ପ୍ରଭାରୀ ତଥା ବଲାଙ୍ଗିରର ସାମ୍ବାଦିକ ପୱନ ଅଗ୍ରୱାଲଙ୍କୁ ରାଜସ୍ଥାନର ଶିକ୍ଷା ସହର କୋଟାର ଏୟାରଡ୍ରମ୍ ନିକଟସ୍ଥ ଅଗ୍ରୱାଲ ସେବା ସଂସ୍ଥା ଠାରେ ସମ୍ମାନିତ କରାଯାଇଛି । ଅଖିଳ ଭାରତୀୟ ଅଗ୍ରୱାଲ ମହାସଭାର!-->…
Read More...
Read More...
କବି ସୁଲେଖକ ରାଜକିଶୋର ପଣ୍ଡା ରାଜ୍ୟ ସ୍ତରୀୟ “ଶବ୍ଦ କୁବେର” ସମ୍ମାନରେ ସମ୍ମାନିତ
ବଲାଙ୍ଗିର, (କେପିଏନ୍ଏସ୍) : ଭୁବନେଶ୍ୱର ସ୍ଥିତ କିଭା ହୋଟେଲ ପରିସରରେ ରାଜ୍ୟ ସ୍ତରୀୟ ଆମ ଅଗଣାର ସଜଫୁଲ ପରିବାର ସାହିତ୍ୟ ଅନୁଷ୍ଠାନ ତରଫରୁ ତାର ପଞ୍ଚମ ବାର୍ଷିକ ଉତ୍ସବ ପାଳନ ଅବସରରେ କବି ଲେଖକ ରାଜକିଶୋର ପଣ୍ଡା ସମ୍ବର୍ଦ୍ଧିତ ହୋଇଛନ୍ତି । ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ!-->…
Read More...
Read More...
ପଞ୍ଚାୟତ ସମିତି ମହା ବିଦ୍ୟାଳୟର ୪୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ପଞ୍ଚାୟତ ସମିତି ମହା ବିଦ୍ୟାଳୟ ଠାରେ ଆଜି ୪୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛିଫ ମହା ବିଦ୍ୟାଳୟର ଅଧକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ!-->…
Read More...
Read More...
କବି ମଦନ ମୋହନ ରଥ ରାଜ୍ୟସ୍ତରୀୟ ସାରସ୍ୱତ ସମ୍ମାନରେ ସମ୍ବର୍ଦ୍ଧିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଉରକେଲାର ରିମ୍ସ କଲେଜର ସଭା କକ୍ଷରେ ଓଡିଶା ସାହିତ୍ୟ ଏକାଡେମୀ ଓ ସଂସ୍କୃତି ବିଭାଗ ଓଡିଶା ସରକାର ଏବଂ ସୁନାଫୁଲ ସାହିତ୍ୟ ସଂସଦର ମିଳିତ ଉଦ୍ୟମରେ ଏକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାରୋହରେ!-->…
Read More...
Read More...