Browsing Category
ଓଡିଶା
ବିନୋବା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡାର ଉଦ୍ଯାପନି ଦିବସ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିନୋବା ଉଚ୍ଚ ବିଦ୍ୟାଳୟ ଛତାମଖନା ଠାରେ ବାର୍ଷିକ କ୍ରୀଡା ସମାରୋହ ଦୁଇଦିନ ବ୍ୟାପି ଅନୁଷ୍ଠିତ ହୋଇଥିଲା । ଏହି କ୍ରୀଡା ମହୋତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଉଦ୍ଯାପନି ସଭାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପୂର୍ବତନ!-->…
Read More...
Read More...
କଂଗ୍ରେସ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ : ବଗାଡ଼ ବିଜୟୀ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କୁରସୁଡ଼ ଗାଁରେ କଂଗ୍ରେସ ପାର୍ଟି ପକ୍ଷରୁ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ତୃତୀୟ ଦିବସରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଥର ପାଇଁ କୁରସୁଡ଼ ମାଟିରେ କଂଗ୍ରେସ ପାର୍ଟି ଦ୍ଵାରା ଆୟୋଜିତ ଫୁଟବଲ!-->…
Read More...
Read More...
ଦେଓଗାଁରେ ଲୋକଙ୍କ ସମସ୍ୟା ଶୁଣିଲେ ନରସିଂହ
ବ୍ଲକ ଦୁର୍ନିତୀକୁ ନେଇ ଲୋକେ କଲେ ଅଭିଯୋଗ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକକୁ ଯାଇ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଲୋକଙ୍କ ଠାରୁ ସେମାନଙ୍କ ଅଭାବ ଅସୁବିଧା ତଥା ସ୍ଥାନୀୟ ସମସ୍ୟା ଉପରେ ଅଭିଯୋଗ ଶୁଣିଥିଲେ । ବିଶେଷ କରି ଗତ ଦୁଇ ବର୍ଷ ହେଲା ବ୍ଲକ ପରିଚାଳନାରେ!-->!-->!-->…
Read More...
Read More...
ଏନ୍.ଏସ୍.ଏସ୍’ର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାଟଣାଗଡ଼ : ଗତ ଶନିବାର ଦିନ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁସା ବଲାଙ୍ଗିରର ସେବା ଯୋଜନା ବିଭାଗ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସେବା ଯୋଜନା ବିଭାଗର ଅଧିକାରୀ ସନ୍ତୋଷ କୁମାର ରାଉତ ଙ୍କକାର୍ଯ୍ୟକ୍ରମ ତତ୍ୱାବଧାନରେ ତଥା ଗୃପ ଲିଡର!-->…
Read More...
Read More...
ଜୟପାଟଣା ବ୍ଲକ ସ୍ତରୀୟ ୱାଟର ସେଡ ମହୋତ୍ସବ ପାଳିତ
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ସ୍ତରୀୟ ୱାଟର ସେଡ୍ ମହୋତ୍ସବ ୨୦୨୫-୨୬ ମହା ସମାରୋହକ୍ଷର ପାଳିତ ହୋଇଯାଇଛି । ଜୟପାଟଣା ବ୍ଲକ ଅନ୍ତର୍ଗତ ପ୍ରତାପପୁର ଖେଳ ପଡିଆ ଠାରେ ଆୟୋଜିତ ଏହି ଉତ୍ସବରେ ସାତଟି ପଞ୍ଚାୟତର କାର୍ଯ୍ୟରତ କର୍ମୀ, ସ୍ଵୟଂ ସହାୟିକା ଗୋଷ୍ଠୀ, ଉପଭୋକ୍ତାମାନେ!-->…
Read More...
Read More...
କ୍ରିକେଟ ପ୍ରଶିକ୍ଷଣ / ଚୟନ ଶିବିର
(୧୬ ଓ ୧୯ ବର୍ଷରୁ କମ୍ ଓ ସିନିୟର ବର୍ଗ )
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏତଦ୍ୱାରା ୧୬ ଓ ୧୯ ବର୍ଷରୁ କମ୍ ଓ ସିନିୟର ବିଭାଗ କ୍ରିକେଟରେ ଯେଉଁ ଖେଳାଳିମାନେ ଗତ ଭିଜନ ୨୪-୨୫ କ୍ରିକେଟ ପ୍ରତିଯୋଗିତାରେ କୌଣସି କାରଣ ବଶତଃ ଯୋଗ ଦେଇ ପାରି ନ ଥିଲେ ସେମାନେ ଆସନ୍ତା ତା.୧୬.୦୧.୨୬!-->!-->!-->…
Read More...
Read More...
ଧର୍ମପରାୟଣ ବ୍ୟକ୍ତି ସ୍ୱର୍ଗତ ଗଣପତି ସାହୁଙ୍କ ଦ୍ୱାଦଶାହ କାର୍ଯ୍ୟସମ୍ପନ୍ନ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ରଘୁନାଥପୁର ଗ୍ରାମର ବିଶିଷ୍ଟ ସମାଜସେବୀ, ଧର୍ମପରାୟଣ ବ୍ୟକ୍ତି ସନାତନଧର୍ମର ପୂଜାରୀ ଗଣପତି ସାହୁଙ୍କର ଇତିମଧ୍ୟରେ ପରଲୋକ ହୋଇଯାଇଥିବା ବେଳେ ରବିବାର ତାହାଙ୍କ ଦ୍ୱାଦଶାହ କାର୍ଯ୍ୟ!-->…
Read More...
Read More...
ରେଳବାଇ ପୋଲିସର ବଡ଼ ସଫଳତା : ବର୍ଷକରେ ୩୩ କ୍ୱିଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ, ୨୯୯ ଜଣ ଗିରଫ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ନିଶା କାରବାର ବିରୋଧରେ ରେଳବାଇ ପୋଲିସକୁ ମିଳିଛି ବଡ଼ ସଫଳତା । ଟ୍ରେନ୍ ଜରିଆରେ ଚାଲିଥିବା ବେଆଇନ ମାଦକ ଦ୍ରବ୍ୟ ଚୋରା ଚାଲାଣ ରୋକିବା ପାଇଁ ପୋଲିସ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ଚଳିତ ବର୍ଷ ରେଳବାଇ ପୋଲିସ ପକ୍ଷରୁ ମୋଟ!-->…
Read More...
Read More...
ଫେବୃୟାରୀ ୨୨ ତାରିଖରେ ବଲାଙ୍ଗିର ନାଗରିକ କମିଟିର ନିର୍ବାଚନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ବସିଥିବା କାର୍ଯ୍ୟକାରୀ କମିଟିରେ ନିଆଯାଇଥିବା ନିଷ୍ପତ୍ତି ଏଠାରେ ଅନୁମୋଦିତ ହୋଇଥିଲା । ପ୍ରକାଶ ଥାଉ କି ଏ ବର୍ଷ ୫୪ଜଣ ନୂତନ ସଦସ୍ୟତା!-->…
Read More...
Read More...
ଅଙ୍ଗରଗାଁରେ ସ୍ୱର୍ଗତ ନାରାୟଣ ସାହୁଙ୍କ ସ୍ମୃତି ସମାରୋହ ଅନୁଷ୍ଠିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ଦଣ୍ଡପାଣି ସାମନ୍ତରାୟ ଉଚ୍ଚ ବିଦ୍ୟାଳୟରେ ସମାଜବାଦୀ ନେତା ସ୍ୱର୍ଗତ ନାରାୟଣ ସାହୁଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି । ଗୋଆ ମୁକ୍ତି ଆନ୍ଦୋଳନର ସ୍ୱାଧୀନତା!-->…
Read More...
Read More...