Browsing Category

ଦେଶ ବିଦେଶ

ବଡ଼ ଧରଣର ସାଇବର୍‌ ଆକ୍ରମଣର ଚେତାବନୀ ଦେଇଛି ଆମେରିକା

ୱାଶିଂଟନ୍‌ : ଆମେରିକାର ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ, ଏହି ସପ୍ତାହରେ ଏକ ବଡ଼ ହ୍ୟାକିଂ ଅପରେସନ୍ର ପର୍ଦ୍ଦାଫାସ ହେବାକୁଥିବାରୁ ସରକାର, ସମ୍ବେଦନଶୀଳ ଭିତ୍ତିଭୂମି ଏବଂ ବେସରକାରୀ ସଂସ୍ଥା ଭୟଙ୍କର ବିପଦରେ ପଡ଼ିବାର ସ‌ମ୍ଭାବନା ରହିଛି । ସୂଚନାଯୋଗ୍ୟ ଯେ, ଆମେରିକାର ଅର୍ଥ ଏବଂ
Read More...

ବିଧାନସଭାରେ ୩ଟି କୃଷି ଆଇନକୁ ଚିରୁଛି ଏବଂ ବିଟ୍ରିଶ ମାନଙ୍କଠୁ ଖରାପ ନହେବାକୁ କେନ୍ଦ୍ର ସରକାରଙ୍କୁ ଆବେଦନ କରୁଛି :…

ନୂଆଦିଲ୍ଲୀ : ଦେଶବ୍ୟୀପୀ କୃଷି ଆଇନକ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୨୨ ଦିନ ହେଲା ଜାରି ରହିଛି, ପଛ ଘୁଂଚା ଦେଉ ନାହାଁନ୍ତି କୃଷକ । ସରକାର ମଧ୍ୟ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଚାହୁଁ ନାହାଁନ୍ତି । ତେବେ ଏହାକୁ ନେଇ ସାରା ଦେଶର ରାଜନୀତି ଜଗତରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏହି
Read More...

ବାଂଲାଦେଶରେ ସମସ୍ତ ଧର୍ମର ଲୋକ ସମାନ : ଶେଖ୍‌ ହସିନା

ଢ଼ାକା : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ବୁଧବାର କହିଛନ୍ତି ଯେ, ମୁକ୍ତି ଯୁଦ୍ଧରେ ସମସ୍ତ ଧର୍ମର ଲୋକଙ୍କର ବଳିଦାନର ଇତିହାସ ରହିଛି । ହସିନା ପୁଣି ଥରେ ଆଶ୍ୱାସନା ଦେଇଛନ୍ତି ଯେ, ବାଂଲାଦେଶରେ ଧର୍ମ ନାମରେ କାହାକୁ ଭେଦଭାବ କରାଯିବ ନାହିଁ । ବାଂଲାଦେଶ ହେବାରେ ସମସ୍ତ ଧର୍ମର
Read More...

କୃଷି ଆଇନକୁ ବିରୋଧ କରିବା ହେଉଛି କୃଷକଙ୍କ ମୌଳିକ ଅଧିକାର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରି ପ୍ରଧାନ ବିଚାରପତି ଶରଦ ଏ. ବୋବଡେଙ୍କ ନେତୃତ୍ୱରେ ଗଠିତ ବେଞ୍ଚ କହିଛନ୍ତି ଯେ, ବିରୋଧ କରିବା ହେଉଛି ଚାଷୀଙ୍କ ମୌଳିକ ଅଧିକାର । ଏଥିରେ କୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି
Read More...

ଆମେରିକାରେ କରୋନାର ଭୟ‌ଙ୍କର ରୂପ : ୨୪ ଘଣ୍ଟା ମଧ୍ୟରେ ୩,୭୦୦ ଜୀବନ ଚାଲିଗଲା

ୱାଶିଂଟନ୍ : ଆମେରିକାରେ କରୋନା ସଂକ୍ରମଣରେ ବିସ୍ଫୋରଣ ଦେଖାଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ୍ କାରଣରୁ ୩,୭୦୦ ମୃତ୍ୟୁ ଘଟିଛି ଏବଂ ୨,୫୦,୦୦୦ ରୁ ଅଧିକ ନୂତନ ମାମଲା ରିପୋର୍ଟ ହୋଇଛି । ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ସିଷ୍ଟମ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏହି ସୂଚନା ଦେଇଛି
Read More...

୩୦ଟି କୃଷକ ସଂଗଠନ ବୈଠକ : ସୁପ୍ରିମ କୋର୍ଟରେ ଦ୍ୱିତୀୟ ଦିନର ଶୁଣାଣିକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ ଚାଲିଛି

ନୂଆଦିଲ୍ଲୀ : ତିନିଟି ନୂତନ କୃଷି ଆଇନ ପ୍ରତ୍ୟାହାର ଦାବୀ କରୁଥିବା କୃଷକଙ୍କ ୩୦ଟି ସଂଗଠନ ଆଜି ବୈଠକ କରିବାକୁ ଯାଉଛନ୍ତି । ଏହି ବୈଠକରେ କୃଷକମାନେ ସନ୍ଥ ରାମ ସିଂଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଆଲୋଚନା କରିବେ । ଏହା ବ୍ୟତୀତ ସୁପ୍ରିମ କୋର୍ଟରେ ଚାଲିଥିବା ମାମଲା ପାଇଁ ରଣନୀତି ପ୍ରସ୍ତୁତ
Read More...

ଗିରଫ୍‌ ହେଲେ ଅଭିନେତା ସଲମାନ୍‌ ଅନସାରୀ

ମୁମ୍ବାଇ : ଟିଭି ସିରିଏଲରେ କାମ କରି ସାରିଥିବା ୪୦ ବର୍ଷୀୟ ଅଭିନେତା ସଲମାନ ଅନସାରୀଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସର ଗିରଫ କରିଛି । ନକଲି ପୋଲିସ ସାଜି ସେ ଲୋକଙ୍କୁ ଠକୁଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଜଣାପଡ଼ିଛି । ସଲମାନ 'ଛତ୍ରପତି ରାଜା ଶିବାଜୀ', 'ସାବଧାନ
Read More...

ଷ୍ଟାର୍ ସିଙ୍ଗରଙ୍କ ଗୀତ ଗାଇ ଇଣ୍ଟରନେଟ୍‌ରେ ବୋବାଲ୍‌ ମଚେଇଲା ଶୁଆ

ନୂଆଦିଲ୍ଲୀ : ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରାଣୀ ଏବଂ ପକ୍ଷୀମାନଙ୍କର ଭିଡିଓ ପସ‌ନ୍ଦ କରୁଥିବା ବେଳେ ଶୁଆ ଟିଏ ଗୀତ ଗାଇ ବୋବାଲ୍‌ କରିଛି ସୋସିଆଲ ମିଡିଆରେ । ଏଭଳି ଏକ ଭିଡ଼ିଓ ଭାଇରାଲ୍‌ ହେବାରେ ଲାଗିଛି । ଲୋକମାନେ କେବଳ ଏହି ଭିଡିଓକୁ ପସନ୍ଦ କରିନାହାନ୍ତି, ବରଂ ଏହି ଶୁଆର ସ୍ୱର
Read More...

ଦିଲ୍ଲୀ-ନୋଏଡା ଯାତ୍ରୀମାନଙ୍କ ପାଇଁ ସମସ୍ୟା ବଢ଼ିଲା : କୃଷକମାନେ ଚ‌ିଲ୍ଲା ବୋଡ଼ର୍‌ ବନ୍ଦ କରିଦେଲେ

ନୂଆଦିଲ୍ଲୀ : ଦିଲ୍ଲୀରୁ ନୋଏଡା ଏବଂ ନୋଏଡାରୁ ଦିଲ୍ଲୀ ଯାତ୍ରୀମାନଙ୍କ ପାଇଁ ସମସ୍ୟା ବୃଦ୍ଧି ପାଇଛି । ଆନ୍ଦୋଳନକାରୀ କୃଷକମାନେ ପୁଣି ଥରେ ଆନେ୍‌ନ୍ଦାଳନକୁ ତେଜିଆନ୍‌ କରିଛନ୍ତି । ଦିଲ୍ଲୀରୁ ନୋଏଡାକୁ ଆସିବାର ମୁଖ୍ୟ ବାଟ ହେଉଛି ଚିଲା ସୀମା । ଏହାପୂର୍ବରୁ କୃଷକମାନେ ଏହାକୁ ବନ୍ଦ କରି
Read More...

ଏହା କେଉଁ ପ୍ରକାରର ମଦ ନିଷେଧ : ବିହାରର ପୁରୁଷମାନେ ମହାରାଷ୍ଟ୍ର ଏବଂ ଗୋଆ ଅପେକ୍ଷା ଅଧିକ ମଦ୍ୟପାନ କରନ୍ତି –…

ନୂଆଦିଲ୍ଲୀ : ବିହାରର ଲୋକମାନେ ଅଧିକ ମଦ୍ୟପାନ କରୁଥିବା କଥା ଶୁଣିଲେ ଚକିତ ହେବାକୁ ପଡେ଼ । ବିହାରରେ ଯଦିଓ ମଦ ଉପରେ ନିଷେଧାଦେଶ ରହିଛି, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୧୯-୨୦ର ଆକଳନରେ ଚକିତ କରିବା ଭଳି ରିପୋର୍ଟ ଆସିଛି । ମଦ୍ୟପାନ ଦୃଷ୍ଟିରୁ ତେଲେଙ୍ଗାନା ଗୋଆଠାରୁ ଆଗରେ
Read More...