Browsing Category
ଦେଶ ବିଦେଶ
ପ୍ରଧାନମନ୍ତ୍ରୀ ୧୯୭୧ ଯୁଦ୍ଧର ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ
ନୂଆଦିଲ୍ଲୀ: ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧର ୫୦ ବର୍ଷ ପୂରଣ ହୋଇଛି । ଏହି ଯୁଦ୍ଧ ହିଁ ବିଶ୍ୱ ମାନଚିତ୍ରରେ ବାଂଲାଦେଶ ନାମକ ଏକ ନୂତନ ରାଷ୍ଟ୍ରର ଉତ୍ପତ୍ତି ଘଟାଇଲା । ଏହି ଯୁଦ୍ଧରେ ଭାରତ ପାକିସ୍ତାନକୁ ଷଠି କ୍ଷୀର ମନେ ପକାଇ ଦେଇଥିଲା ।
ଏହି ବିବାଦରେ ପରାଜୟର ଶିକାର ହେବା!-->!-->!-->…
Read More...
Read More...
ଏ ସରକାର ଆମ କଥା ଶୁଣୁନାହାନ୍ତି, କେବଳ ଘୂରଉଛନ୍ତି : କହିଛନ୍ତି ବିରୋଧୀ କୃଷକମାନେ
ନୂଆଦିଲ୍ଲୀ : କୃଷକ ସଂଗଠନଗୁଡ଼ିକ ସେମାନଙ୍କ ଦାବୀ ଉପରେ ଜିଦ୍ ଧରିଛନ୍ତି । ସିନ୍ଧୁ ସୀମାରେ ଏକ ସାମ୍ବାଦିକ ସମ୍ମିଳନୀରେ କୃଷକମାନେ କହିଛନ୍ତି ଯେ, ଆମେ ଗଣମାଧ୍ୟମରୁ ଜାଣିଛୁ ଯେ ସରକାର ଆମ ପକ୍ଷରୁ ଲିଖିତ ଉତ୍ତର ଅପେକ୍ଷା କରିଛନ୍ତି । ସରକାର ବାହାରୁ ଆସୁଥିବା ଲୋକଙ୍କୁ ଅନୁମତି ଦେଉ!-->…
Read More...
Read More...
ଗଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ
ନୂଆଦିଲ୍ଲୀ : ଆସନ୍ତା ଜାନୁଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ଗଣତନ୍ତ୍ର ଦିବସ ପରେଡରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିବେ । ବ୍ରିଟେନର ବୈଦେଶିକ ସଚିବ ଡୋମିନିକ୍ ରାବ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ସହ ଆଲୋଚନା!-->…
Read More...
Read More...
ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଶ୍ରାଦ୍ଧ ବାର୍ଷିକୀ ଆଜି : ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ
ନୂଆଦିଲ୍ଲୀ : ଭାରତର ପ୍ରଥମ ଉପ ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ତଥା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୭୫ ତମ ଶ୍ରାଦ୍ଧ ବାର୍ଷିକୀ ଆଜି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସର୍ଦ୍ଦାର!-->…
Read More...
Read More...
କୃଷକମାନେ ଏନ୍-୯କୁ ଅବରୋଧ କରିଛନ୍ତି : ଆମରଣ ଅନଶନ ଜାରି : ଶାହାଙ୍କ ସହ କୃଷି ମନ୍ତ୍ରୀଙ୍କ ବୈଠକ
ନୂଆଦିଲ୍ଲୀ : ଆଜି କୃଷି ନିୟମ ବିରୁଦ୍ଧରେ ସାରା ଦେଶରେ ଭୋକ ଉପବାସ ଅନଶନ ଚାଲିଛି । ଦଶ ହଜାର କୃଷକ ସଂଗଠନ ଦିଲ୍ଲୀରେ ଭୋକ ଉପବାସରେ ଅଛନ୍ତି ଏବଂ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବୀ କରୁଛନ୍ତି । ଆଜି କୃଷକମାନଙ୍କ ଦ୍ୱାରା ଅନେକ ରାଜପଥ ଅବରୋଧ କରାଯାଇଛି ଏବଂ ନେତାମାନଙ୍କୁ ଘେରିବା!-->…
Read More...
Read More...
‘ଭାଇରାଲ୍ ଡାକ୍ତର’ ୨୬୦ ଦିନ ହେବ ଗୋଟିଏ ଦିନ ବି ଛୁଟି ନେଇ ନାହାନ୍ତି : ଆବେଗରେ ଆସି କହିଲେ…
ୱାଶିଂଟନ : କିଛି ଦିନ ପୂର୍ବରୁ ଆମେରିକାର ଡାକ୍ତରଙ୍କ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଡକ୍ଟର ଜୋସେଫ ୱାରେନ୍ କହିଛନ୍ତି ଯେ, ସେ ୨୬୦ ଦିନ ହେଲା ଛୁଟି ନେଇ ନାହାଁନ୍ତି ଏବଂ ସେ ଏବେ ଥକି ଯାଇଛନ୍ତି ।
କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏହି ଡାକ୍ତରଙ୍କ ଚିତ୍ର ଭାଇରାଲ!-->!-->!-->…
Read More...
Read More...
ବିଜେପି ଉପରେ ବର୍ଷିଲେ ଉଦ୍ଧବ : ପାକିସ୍ତାନରୁ ପିଆଜ, ଚିନି ଆଣୁଥିବା ବିଜେପି ସରକାର କ’ଣ ସେଠାରୁ କୃଷକ ବି…
ନୂଆଦିଲ୍ଲୀ : କୃଷକଙ୍କ ପ୍ରସଙ୍ଗରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଜେପି ସରକାର ଉପରେ ବର୍ଷିଛନ୍ତି। ଉଦ୍ଧବ କହିଛନ୍ତି ଯେ, କୃଷକମାନେ ଦିନରାତି ଏଭଳି ଶୀତଦିନରେ ରାସ୍ତାରେ ଶୋଇଛନ୍ତି । ବିଜେପି ନେତାମାନେ ଏକାଠି ବିଚାର କରିବା ଉଚିତ୍ ଯେ, କୃଷକମାନେ ବାମପନ୍ଥୀ, ପାକିସ୍ତାନୀ!-->…
Read More...
Read More...
କେନ୍ଦ୍ର ଉପରେ ସିଦ୍ଧୁଙ୍କ ଆକ୍ରମଣ : ଆୟ ଦୁଇଗୁଣ କରିବାକୁ ପ୍ରତିଜ୍ଞା କରି ୫୦୦ର ଲଲିପପ୍ କୃଷକଙ୍କୁ ଧରାଇ ଦେଲେ ସରକାର
ନୂଆଦିଲ୍ଲୀ : କୃଷକ ଆନ୍ଦୋଳନକୁ ସମର୍ଥନ କରି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି । ସିଦ୍ଧୁ ଟ୍ୱିଟ୍ କରି କହିଛନ୍ତି ଯେ, କୃଷକମାନେ କୌଣସି ଛାଡ କିମ୍ବା ସବସିଡି ମାଗୁନାହାଁନ୍ତି । ସେମାନେ ସେମାନଙ୍କର ଉପଯୁକ୍ତ ରୋଜଗାର ଏବଂ ଉଚିତ ମୂଲ୍ୟ ପାଇଁ!-->…
Read More...
Read More...
ସଂସଦ ଉପରେ ହୋଇଥିବା ଭୟଙ୍କର ଆକ୍ରମଣକୁ ଆମେ କେବେ ବି ଭୁଲି ପାରିବୁ ନାହିଁ : ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ୧୩ ଡିସେମ୍ବର ୨୦୦୧ରେ ସଂସଦରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସୁରକ୍ଷା କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଏବଂ କହିଛନ୍ତି ଯେ ଭାରତ ଏହାର ସଂସଦ ଉପରେ ହୋଇଥିବା ଆକ୍ରମଣକୁ ଭୁଲିବ ନାହିଁ । ପ୍ରଧାନମନ୍ତ୍ରୀ!-->…
Read More...
Read More...
ପ୍ରେମିକାର ଏହି କଥା ଶୁଣିବା ପରେ ଦୂରେଇଗଲା ପ୍ରେମିକ
ଚେନ୍ନାଇ : ପ୍ରେମିକାର ଏହି କଥା ଶୁଣିବା ପରେ ଦୂରେଇ ଗଲା ପ୍ରେମିକ । ଯଦିବି ଅନ୍ୟମାନଙ୍କ ପାଇଁ ସାଧାରଣ ହୋଇପାରେ ଏହି ବିଷୟ, କିନ୍ତୁ ସେହି ପ୍ରେମିକକୁ ଜମା ପସନ୍ଦ ଲାଗି ନଥିଲା । ଧୀରେ ଧୀରେ ଦୂରେଇ ଯାଇଥିଲା ପ୍ରେମିକାଠାରୁ । ଚେନ୍ନାଇର ଏକ ଘଟଣା । କଲେଜ ଦିନଠାରୁ ପ୍ରେମରେ ଆବଦ୍ଧ!-->…
Read More...
Read More...