Browsing Category

ଦେଶ ବିଦେଶ

ଦୁମାଥା ଫରିଦ୍‌ପୁର ଠାରେ କୃଷି କ୍ଷେତ୍ର ବିଦ୍ୟାଳୟ ଉଦ୍‌ଘାଟିତ

ଫରିଦ୍‌ପୁର, (ପିଆଇବି) : କୌଶଲ୍ୟାଗଙ୍ଗସ୍ଥିତ ଆଇସିଏଆର୍‌-କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ଏସ୍‌ସିଏସ୍‌ପି ଯୋଜନା ତରଫରୁ ଉତରବଂଗ କୃଷି ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଦକ୍ଷିଣ ଦିନାଜ୍‌ପୁର କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଉଦ୍ୟମରେ ମଧୁର ଜୀବପାଳନ କ୍ଷେତ୍ରରେ
Read More...

ବାଣ କାରଖାନାରେ ଅଗ୍ନିକାଣ୍ଡ : ୧୧ ମୃତ, ଅନେକ ଆହତ

ନୂଆଦିଲ୍ଲୀ : ତାମିଲନାଡୁର ବିରୁଦ୍ଧୁନଗରରେ ଏକ ବାଣ କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି । ଏହି ଅଗ୍ନିକାଣ୍ଡରେ ୧୧ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଏଥିରେ ଆହତ ହୋଇଥିବା ସୂଚନା ମିଳିଛି । ଏହି ଘରୋଇ କାରଖାନାଟି ସାଥୁର ନିକଟସ୍ଥ ଅଚାନଗୁଲାମ ଅଞ୍ଚଳରେ ରହିଛି
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ଆନ୍ଦୋଳନଜୀବୀ’ ବିବୃତ୍ତି ଉପରେ ରାକେଶ ଟିକାୟତଙ୍କ ଉତ୍ତର : ଏଲ.କେ…

ବାହାଦୁରଗଡ : କୃଷି ଆଇନ ବିରୋଧରେ କୃଷକଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି । ଏହି ଆନ୍ଦୋଳନକୁ ଏକ ଧାରା ଏବଂ ସମର୍ଥନ ଦେବା ପାଇଁ କୃଷକ ନେତାମାନେ ମହାପଂଚାୟତ ଆୟୋଜନ କରୁଛନ୍ତି । ଉତ୍ତରପ୍ରଦେଶ, ପଂଜାବ ଏବଂ ହରିୟାଣାରେ କୃଷକଙ୍କ ମହାପଂଚାୟତ ଚାଲିଛି । ଆଜି ୟୁନାଇଟେଡ୍ କିସାନ୍ ମୋର୍ଚ୍ଚା
Read More...

କଂଗ୍ରେସ ଉପରେ ଅର୍ଥମନ୍ତ୍ରୀଙ୍କ ପ୍ରହାର : କହିଛନ୍ତି- ଗରିବ, ମଧ୍ୟବିତ୍ତମାନେ ଲାଭ ପାଉଛନ୍ତି,…

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ ବଜେଟ୍ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଅର୍ଥମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ବିରୋଧୀଙ୍କ ବିରୋଧ କରିବା ଅଭ୍ୟାସରେ ପରିଣତ ହୋଇଛି । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରି ରହିବାକୁ ଚେଷ୍ଟା କରୁଥିବା କଂଗ୍ରେସକୁ ଥଟ୍ଟା କରି
Read More...

ମାଓବାଦୀଙ୍କ ବଡ଼ ଧରଣର ବିସ୍ଫୋରଣ ଯୋଜନା ପଣ୍ଡ କଲେ ସିଆରପିଏଫ ବାହିନୀ

ଝାଡ଼ଖଣ୍ଡ : ମାଓବାଦୀଙ୍କ ବଡ଼ ଧରଣର ବିସ୍ଫୋରଣ ଯୋଜନା ପଣ୍ଡ କରିଛ‌ନ୍ତି ଯବାନ । ଯବାନଙ୍କ କ୍ଷତି ଘଟାଇବା ପାଇଁ ଯବାନ କମ୍ବିଂ କରୁଥିବା ଝାଡ଼ଖଣ୍ଡର ସିଂହଭୂମ ଜିଲ୍ଲା ଚାଇବାସା-ଗୋଇଲକେରା ନୂତନ ଭାବେ ନିର୍ମିତ ରାସ୍ତାରେ ୪୦ କିଲୋ ଆଇଇଡି ଖ‌ଞ୍ଜିଥିଲେ ମାଓବାଦୀମାନେ । ତେବେ ହଠାତ୍
Read More...

ସୋସିଆଲ ମିଡିଆରେ ସୁନ୍ଦର ସ୍ୱପ୍ନ ଦେଖାଉଥିବା ଏହି ନାଇଜେରିଆର ପୁରୁଷ ଦ୍ୱାରା ଶହ ଶହ ମହିଳା ପ୍ରତାରଣାର ଶିକାର :…

ମୁମ୍ବାଇ : ସୋସିଆଲ ମିଡିଆ ବନ୍ଧୁତା କେତେ ପ୍ରତାରଣାପୂ‌ର୍ଣ୍ଣ ଏବଂ ସୁନ୍ଦର ସ୍ୱପ୍ନ ଦେଖାଇ ଲୋକମାନେ କିପରି ପ୍ରତାରଣା କରନ୍ତି, ତାହାର ଅନେକ ଉଦାହରଣ ଦେଇଛି ଏହି ଘଟଣା । ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଏପରି ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କ ଫାଶରେ ପଡିଛନ୍ତି । ଜଣେ ନାଇଜେରିଆ
Read More...

ଫେବ୍ରୁଆରୀ ମାସରେ ହେବାକୁ ଥିବା ଜେଇଇ ମେନ୍‌ ୨୦୨୧ ପରୀକ୍ଷା ଲାଗି ଜାରି ହେଲା ଆଡମିଟ୍ କାର୍ଡ

ନୂଆଦିଲ୍ଲୀ : ଫେବ୍ରୁଆରୀ ମାସ ହେବାକୁ ଥିବା ଜେଇଇ ମେନ୍ ପରୀକ୍ଷା ଲାଗି ଏନଟିଏ ପକ୍ଷରୁ ଆଡମିଟ କାର୍ଡ ଜାରି କରାଯାଇଛି । ପରୀକ୍ଷାରେ ସାମିଲ୍ ହେବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଅଫିସିଆଲ୍ ୱେବସାଇଟ୍ nta.ac.in ଅଥବା jeemain.nta.nic.inକୁ ଯାଇ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।
Read More...

ହଜାରେ କୋଟି ଜମା ହେଲାଣି ଟ୍ରଷ୍ଟ ଆକାଉଣ୍ଟରେ ରାମ ମନ୍ଦିର ନିର୍ମାଣ ପାଇଁ

ଅଯୋଧ୍ୟା : ଆରମ୍ଭ ହୋଇଯାଇଛି ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପ୍ରକ୍ରିୟା । ଏହାର ନିର୍ମାଣ ପାଇଁ ଧନ ସଂଗ୍ରହ କାମ ମଧ୍ୟ ଫୁଲ୍‌ ଦମ୍‌ରେ ଚାଲିଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ୍ତ ରାୟଙ୍କ ମତରେ ଟ୍ରଷ୍ଟ ଆକାଉଣ୍ଟରେ ଜମା ହୋଇଥିବା ଅର୍ଥରାଶିର ସଠିକ
Read More...

ଚୀନ୍ ଉପରେ ନରମତା ଦେଖାଇବା ଆମେରିକାର ମନୋଭାବ ନୁହେଁ : ପେଣ୍ଟାଗନ୍ ଟାସ୍କ ଫୋର୍ସ ଗଠିତ

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ପେଣ୍ଟାଗନ୍ ଟାସ୍କଫୋର୍ସ ଗଠିତ ହୋଇଛି, ଯାହା ଚୀନ୍ ଦ୍ୱାରା ଉପସ୍ଥାପିତ ହୋଇଥିବା ଚ୍ୟାଲେଞ୍ଜର ମୁକାବିଲା ପାଇଁ ଆସନ୍ତା କିଛି ମାସ ମଧ୍ୟରେ ଏହାର ପରାମର୍ଶ ଦେବ । ପେଣ୍ଟାଗନ୍ ଗସ୍ତରେ ପ୍ରଥମ ଥର ଯାଇ ବାଇଡେନ ବୁଧବାର ଦିନ
Read More...

ତୀବ୍ର ହେବ ଆନ୍ଦୋଳନ : ୧୮ରେ ଦେଶ ବ୍ୟାପି ରେଳ ରୋକ ଡ଼ାକରା ଦେଲା କୃଷକ ସଂଗଠନ

ନୂଆଦିଲ୍ଲୀ : କୃଷକ ସଂଗଠନ ସେମାନଙ୍କ ଆନ୍ଦୋଳନ ଶେଷ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଫେବୃଆରୀ ୧୮ରେ ଚାରି ଘଣ୍ଟା ପାଇଁ ରେଳ ରୋକ ଡ଼ାକରା ଦେଇଛନ୍ତି କୃଷକ ସଂଗଠନଗୁଡ଼ିକ । ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ଆହୁରି କୃଷକ ସଂଗଠନଗୁଡ଼ିକ ସେମାନଙ୍କର ଆନ୍ଦୋଳନକୁ ତୀବ୍ର କରିବାକୁ
Read More...