Browsing Category

ଦେଶ ବିଦେଶ

ଭାଲେଣ୍ଟାଇନ୍‌ ଡେ’ରେ ନାବାଳିକା ଗର୍ଲଫ୍ରେଣ୍ଡକୁ ହତ୍ୟା କରି ମୃତଦେହକୁ ଫିଙ୍ଗିଦେଲା ଆଖୁ କିଆରିରେ : ପ୍ରେମିକ…

ବରେଲି : ଭାଲେଣ୍ଟାଇନ୍‌ ଡେ' ୨୦୨୧ ଦିନ ଉତ୍ତରପ୍ରଦେଶର ବରେଲିରେ ପ୍ରେମିକ ନାବାଳିକାକୁ ଗଳା କାଟି ହତ୍ୟା କରିଥିବା ଘଟଣା ସାରା ଅଂଚଳରେ ଚହଳ ସୃଷ୍ଟି କରିଛି । ଏହି ଘଟଣା ନବାବଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ପୋଲିସ ଅଭିଯୁକ୍ତ ଯୁବକ ବିକାଶଙ୍କୁ ଗିରଫ କରି ଆଖୁ କିଆରି ଘଟଣାସ୍ଥଳରୁ
Read More...

ଜାତୀୟ ରାଜପଥ ଟୋଲରେ ଦେୟ ପାଇଁ ଫାଷ୍ଟ ଟ୍ୟାଗ୍ ଆବଶ୍ୟକ ଆଜିଠାରୁ ସାରା ଦେଶରେ, ନଚେତ୍ ଡ଼ବଲ୍‌ ଜରିମାନା

ନୂଆଦିଲ୍ଲୀ : ଆଜିଠାରୁ ସାରା ଦେଶରେ ଜାତୀୟ ରାଜପଥ ଟୋଲରେ ଦେୟ ପାଇଁ ଫାଷ୍ଟ ଟ୍ୟାଗ୍ ବାଧ୍ୟତାମୂଳକ କରାଯାଇଛି । ଯେଉଁ ଗାଡିରେ ଫାଷ୍ଟ ଟ୍ୟାଗ୍ ନାହିଁ, ତାଙ୍କୁ ଅଧିକ ଜୋରିମାନା କରାଯିବ । ତେବେ ଦୁଇଟି ଚକିଆ ଯାନ ଫାଷ୍ଟ ଟ୍ୟାଗରୁ ମୁକ୍ତ ଅଛି । ଯଦି କାରରେ ଫାଷ୍ଟ ଟ୍ୟାଗ୍ ନାହିଁ, ତେବେ
Read More...

ମିଆଁମାରରେ ଚୀନ୍ ବିରୋଧରେ ବ୍ୟାପକ ପ୍ରଦର୍ଶନ, ସେନା ପ୍ରଥମ ଥର ପାଇଁ ଗୁଳି ଚଳାଇଲା

ୟାଙ୍ଗନ୍ : ଗତ ୯ ଦିନ ଧରି ମିଆଁମାରରେ ହୋଇଥିବା ସାମରିକ ଶାସନକୁ ନେଇ ସାଧାରଣରେ ବିରୋଧ ଜାରି ରହିଛି । ଏବେ ବିକ୍ଷୋଭକାରୀଙ୍କ ଟାର୍ଗେଟରେ ଚୀନ୍ ସରକାର । ଏହି ସମୟରେ, ଜନ ବିଦ୍ରୋହକୁ ଦମନ କରିବା ପାଇଁ ସେନା ଟ୍ୟାଙ୍କ ନିୟୋଜିତ କରିଛି ଏବଂ କିଛି ଅଞ୍ଚଳରେ ଗୁଳି ବିନିମୟ ହୋଇଥିବାର ଖବର
Read More...

ପଶ୍ଚିମ ଆଫ୍ରିକୀୟ ଦେଶରେ ମାରାତ୍ମକ ଇବୋଲା ଭୂତାଣୁ ସଂକ୍ରମଣରେ ୪ ମୃତ : ମହାମାରୀ ଘୋଷଣା

କୋନାକ୍ରି : ପଶ୍ଚିମ ଆଫ୍ରିକୀୟ ଦେଶ ଗିନିରେ ୫ ବର୍ଷ ପରେ କରୋନା ବିପର୍ୟ୍ୟୟ ମଧ୍ୟରେ ପୁଣି ମାରାତ୍ମକ ଇବୋଲା ଭୂତାଣୁ ବ୍ୟାପିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ଇବୋଲା ବିପଦକୁ ଦୃଷ୍ଟିରେ ରଖି ଗିନି ସରକାର ଇବୋଲା ଭୂତାଣୁ ସଂକ୍ରମଣକୁ ମହାମାରୀ
Read More...

ପୁଲୱାମା ଆକ୍ରମଣ ଘଟଣାକୁ ଦୁଇ ବର୍ଷ ପୂରିଲା : ମନେ ପକାଇଲେ ଏବେ ବି କୁରୁଳି ଉଠୁଛି ଛାତି

ଦୁଇ ବର୍ଷ ପୂର୍ବେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଭାରତ ମା'ର ୪୦ ପୁଅ ସହିଦ ହୋଇଥିଲେ ।ସେହି ଆତ୍ମଘାତୀ ଆକ୍ରମଣରେ ଅନ୍ୟ ୭୦ ସୈନିକ ଆହତ ହୋଇଥିଲେ ।ପରେ ପରେ ପାକିସ୍ତାନକୁ ବାଲାକୋଟ ଏୟାରଷ୍ଟ୍ରାଇକ୍ ମାଧ୍ୟମରେ ବିଶେଷ ଶିକ୍ଷା ଦିଆଯାଇଥିଲା । ନୂଆଦିଲ୍ଲୀ : ପୁଲୱାମା
Read More...

ସମ୍‌ଝୋତା ଏକ୍ସପ୍ରେସ : ଇମ୍ରାନ ଖାନଙ୍କ ପାକିସ୍ତାନ ଭାରତୀୟ ବଗି ଯୋଖି ଟ୍ରେନ ଚଳାଉଛି

ଇସଲାମାବାଦ : ପାକିସ୍ତାନର ପ୍ରତ୍ୟେକ ନାଗରିକଙ୍କ ଉପରେ ୧ ଲକ୍ଷ ୭୫ ହଜାର ଟଙ୍କା ଋଣ ନେଇଥିବା ଇମ୍ରାନ ଖାନଙ୍କ ପାଖରେ ତାଙ୍କର ରେଳ ଚଳାଇବାକୁ ଟଙ୍କା ନାହିଁ । ଅବସ୍ଥା ଏମିତି ଯେ, ପାକିସ୍ତାନ ରେଳବାଇ ନିଜ କର୍ମଚାରୀଙ୍କୁ ଦରମା ଦେବାରେ ସକ୍ଷମ ନୁହେଁ ଏବଂ ଘରୋଇକରଣ କରିବାକୁ ବାଧ୍ୟ ହେଉଛି
Read More...

୧୦୦ ଟଙ୍କାରୁ କମ୍‌ ଦରରେ ଇଟାଲୀରେ ବିକ୍ରି ହେଉଛି ଘର

ରୋମ୍ : ଯଦି ଆପଣ ଇଟାଲୀରେ ଏକ ଘର କିଣିବାକୁ ଚାହାଁନ୍ତି, ତେବେ ଏଠାରୁ କେବେବି ବଡ଼ ସୁଯୋଗ ପାଇବେ ନାହିଁ । ଘରଗୁଡିକ ଏତେ କମ୍ ମୂଲ୍ୟରେ ଉପଲବ୍ଧ ହେଉଛି, ଯାହାକୁ ଆପଣ ଭାବି ମଧ୍ୟ ପାରିବେ ନାହିଁ । ଅବଶ୍ୟ ଘରଗୁଡ଼ିକ ବହୁତ ପୁରୁଣା ଏବଂ ଏହାର ମରାମତି ଆବଶ୍ୟକ ହୋଇପାରେ । ଏହି ଘରଗୁଡିକ
Read More...

ଶ୍ରୀରାମ ମନ୍ଦିର ନିର୍ମାଣ ନାମରେ ଛପା ହେଉଥିଲା ନକଲି ରସିଦ : ପୋଲିସ ବି ଆଶ୍ଚର୍ଯ୍ୟ

ବୁଲନ୍ଦଶାହର : ଶ୍ରୀରାମ ଜନ୍ମଭୂମିରେ ମନ୍ଦିର ପ୍ରତି‌ଷ୍ଠା ନାମରେ ଦାନ ସଂଗ୍ରହ ପାଇଁ ନକଲି ରସିଦ ଛାପିବା ମାମଲା ସାମ୍ନାକୁ ଆସିଛି । ନକଲି ରସିଦ ମାଧ୍ୟମରେ କଳା ଟଙ୍କା ଅର୍ଜନ ପାଇଁ ଅଭିଯୁକ୍ତମାନେ ପ୍ରସ୍ତୁତ ହେଉଥିଲେ । ସୂଚନାକୁ ଭିତ୍ତି କରି ପୋଲିସ ରସିଦ ପ୍ରିଣ୍ଟିଂ ପ୍ରେସ ଉପରେ
Read More...

ଫ୍ୟାମିଲି ପେନସନ୍ ସୀମା ମାସିକ ୪୫,୦୦୦ ଟଙ୍କାରୁ ୧,୨୫,୦୦୦ ଟଙ୍କାକୁ ବୃଦ୍ଧି : ଡ. ଜିତେନ୍ଦ୍ର ସିଂ

ନୂଆଦି‌ଲ୍ଲୀ, (ପିଆଇବି) : କେନ୍ଦ୍ର ସରକାର ଫ୍ୟାମିଲି ପେନସନ୍ କ୍ଷେତ୍ରରେ ଏକ ସୁଦୂରପ୍ରସାରୀ ସଂସ୍କାର ଆଣିଛନ୍ତି । ଏହାର ସର୍ବାଧିକ ସୀମାକୁ ମାସିକ ୪୫,୦୦୦ ଟଙ୍କାରୁ ୧,୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର (ଡୋନିଅର)
Read More...

ଡିଜିଲକର ମାଧ୍ୟମରେ ଡିଜିଟାଲ ଇନ୍‍ସ୍ୟୁରାନ୍ସ ପଲିସି ପ୍ରଦାନ କରିବାକୁ ସବୁ ବୀମା କଂପାନୀକୁ ଆଇଆରଡିଏଆଇର ପରାମର୍ଶ

ଏହାଦ୍ୱାରା ଗ୍ରାହକ ଅଧିକ ସୁବିଧା ପାଇବେ ଏବଂ ସେମାନଙ୍କର କ୍ଲେମ ପରିଶୋଧ କାର୍ୟ୍ୟ ସହଜ ଓ ଶୀଘ୍ର ହୋଇପାରିବଡିଜିଟାଲ ପଲିସି ଦ୍ୱାରା ବିବାଦ ଏବଂ ଠକେଇ କମିବନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ବୀମା ନିୟନ୍ତ୍ରକ ପ୍ରାଧିକରଣ ବା ଆଇଆରଡିଏଆଇ ଚଳିତମାସ ୯ ତାରିଖରେ ଏକ ନିର୍ଦେଶାବଳୀ ଜାରି କରି
Read More...