Browsing Category
ଦେଶ ବିଦେଶ
ସଂଗୀତର ଯାଦୁକର କେକେଙ୍କୁ ଆଜି ଦିଆଯିବ ଶେଷ ବିଦାୟ
ମୁମ୍ବାଇ : ଆଜି ସଂଗୀତର ଯାଦୁଗର କେକେଙ୍କୁ ଅନ୍ତିମ ବିଦାୟ ଦିଆଯିବ । ଆଜି ମୁମ୍ବାଇର ଆନ୍ଧେରି ଭର୍ସୋଦାଠାରେ ତାଙ୍କ ଶବଦାହ କରାଯିବ । ଭର୍ସୋଦା ପାର୍କ ପ୍ଲାଜାରେ ଗାୟକ କୃଷ୍ଣକୁମାର (କେକେ)ଙ୍କ ଶେଷ ଦର୍ଶନ କରାଯାଇପାରିବ । ଗାୟକ ତଥା ସଂଗୀତକାର କୃଷ୍ଣକୁମାର କୁନ୍ନାଥ କେକେଙ୍କ ଦେହାନ୍ତ!-->…
Read More...
Read More...
ଆଜିଠୁ ଭାଜପାର ୨ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ
ହାଇଦ୍ରାବାଦ : ଆଜିଠୁ ଭାଜପାର ୨ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ର୍ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ବସିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ତେବେ ଏଥିରେ ଦଳର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ!-->…
Read More...
Read More...
ଅଷ୍ଟ୍ରେଲିଆ ଏବଂ ଆମେରିକାରୁ ଫେରାଇ ଅଣାଯାଇଥିବା ୧୦ଟି ପ୍ରାଚୀନ ପ୍ରତିମୂର୍ତ୍ତି ତାମିଲନାଡ଼ୁ ସରକାରଙ୍କୁ ହସ୍ତାନ୍ତର…
• ବିଗତ ୮ ବର୍ଷ ମଧ୍ୟରେ ସରକାର ୨୨୮ଟି ଐତିହ୍ୟ ସାମଗ୍ରୀ ଦେଶକୁ ଫେରାଇ ଆଣିଛନ୍ତି, ଅନ୍ୟପଟେ ସ୍ବାଧୀନତା ପରେ ୨୦୧୩ ପର୍ୟ୍ୟନ୍ତ ଭାରତକୁ ମାତ୍ର ୧୩ଟି ପ୍ରାଚୀନ ପ୍ରତିମୂର୍ତ୍ତି ଅଣାଯାଇଥିଲା : ଜି. କିଷନ ରେଡ୍ଡୀ• ବିଶ୍ବ ନେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସମ୍ପର୍କ ଏବଂ!-->…
Read More...
Read More...
ଛତିଶଗଡ ରାଜ୍ୟର ସୁକମା, ଦାନ୍ତେୱାଡା ଓ ବିଜାପୁର ଜିଲ୍ଲାରେ ଆଭ୍ୟନ୍ତରୀଣ ଅଞ୍ଚଳରୁ ସିଆରପିଏଫରେ କନେଷ୍ଟବଳ ନିଯୁକ୍ତି…
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଦକ୍ଷିଣ ଛତିଶଗଡର ତିନିଟିଜିଲ୍ଲା ଯଥା ବିଜାପୁର, ଦାନ୍ତେୱାଡା ଓ ସୁକମାରେ ୪୦୦ ସିଆରପିଏଫ କନଷ୍ଟେବଳ ନିଯୁକ୍ତି ନିମନ୍ତେ ଶିକ୍ଷାଗତ ଯୋଗ୍ୟତା ଦଶମରୁ ଅଷ୍ଟମ ଶ୍ରେଣୀ କରିବା ଏକ!-->…
Read More...
Read More...
ମେ’ ୨୦୨୨ରେ ୧, ୪୦, ୮୮୫ କୋଟି ଟଙ୍କା ମୋଟ ଜିଏସ୍ଟି ରାଜସ୍ୱ ଆଦାୟ; ଗତ ଏହି ସମୟ ତୁଳନାରେ ଶତକଡା ୪୪ଭାଗ ଅଧିକ
ଜିଏସ୍ଟି ପ୍ରବର୍ତ୍ତନ ହେବା ପରଠାରୁ ଚତୁର୍ଥ ଥର ପାଇଁ ଏହାର ଆଦାୟ ୧. ୪୦ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ମାର୍ଚ୍ଚ ୨୦୨୨ରୁ ଲଗାତାର ତୃତୀୟ ମାସ ନିମନ୍ତେ
ନୂଆଦିଲ୍ଲୀ, (ପିଆଇବି) : ମେ’ ୨୦୨୨ରେ ମୋଟ ଜିଏସ୍ଟି ରାଜସ୍ୱ ଆଦାୟ ପରିମାଣ ୧, ୪୦, ୮୮୫ କୋଟି ଟଙ୍କା ହୋଇଛି । ସେଥିରୁ!-->!-->!-->…
Read More...
Read More...
କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି : ସମବାୟ କ୍ରେତାଙ୍କ ପାଇଁ ବଢ଼ିବ ଜିଇଏମ ପୋର୍ଟାଲର ପରିସର
• ସମବାୟ କ୍ରେତାମାନଙ୍କୁ ସରକାରୀ ଇ-ମାର୍କେଟ ପ୍ଲେସ - ସ୍ବତନ୍ତ୍ର ଉଦ୍ଦେଶ୍ୟ ଯାନ (ଜିଇଏମ-ଏସପିଭି)ରେ ମିଳିବ କ୍ରୟ କରିବା ଲାଗି ଅନୁମତି• ଏହି ପଦକ୍ଷେପ ସମବାୟ ସଂସ୍ଥାଗୁଡ଼ିକୁ ଅଧିକ ପ୍ରତିଯୋଗିତାମୂଳକ କ୍ରୟ ମୂଲ୍ୟ ପାଇବାରେ ହେବ ସହାୟକ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ!-->!-->!-->…
Read More...
Read More...
ମାସ୍କ, ହେଲମେଟ ପିନ୍ଧିନଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ : ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ : ଦେଶର ରାଜଧାନୀରେ ଦୁଇ ଚକିଆ ଯାନ ଚଳାଇବା ବେଳେ ହେଲମେଟ ପିନ୍ଧି ନ ଥିବା ଏବଂ କୋଭିଡ -୧୯ ସହ ଜଡିତ ନିୟମକୁ ଉଲଂଘନ କରୁଥିବା ପୋଲିସ ଅଧିକାରୀଙ୍କ ପାଇଁ ଏକ କଡ଼ା ଖବର । ବାସ୍ତବରେ, ଦିଲ୍ଲୀ ହାଇକୋର୍ଟ ବୁଧବାର ଦିନ ଯେଉଁ ଦିଲ୍ଲୀ ପୋଲିସ ଅଧିକାରୀମାନେ ହେଲମେଟ ବିନା ଦୁଇ ଚକିଆ!-->…
Read More...
Read More...
ଶିମଲାରେ ‘ଗରିବ କଲ୍ୟାଣ ସମ୍ମେଳନ’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
• “୧୩୦ କୋଟି ଭାରତୀୟଙ୍କୁ ନେଇ ମୋ ପରିବାର, ଆପଣମାନେ ମୋ ଜୀବନର ସବୁକିଛି ଏବଂ ଏ ଜୀବନ ଆପଣମାନଙ୍କ ପାଇଁ ସମର୍ପିତ’’• “ମୁଁ ପୁଣିଥରେ ଏହି ସଂକଳ୍ପକୁ ଦୋହରାଉଛି ଯେ ମୁଁ ମୋ ସାମର୍ଥ୍ୟ ଅନୁଯାୟୀ, ସମସ୍ତଙ୍କ କଲ୍ୟାଣ ପାଇଁ, ପ୍ରତ୍ୟେକ ଭାରତୀୟଙ୍କ ସମ୍ମାନ ପାଇଁ, ସବୁ ଭାରତୀୟଙ୍କ ସୁରକ୍ଷା!-->…
Read More...
Read More...
ମଡେଲ୍ଙ୍କ ସନ୍ଦେହଜନକ ମୃତ୍ୟୁ
କୋଲକାତା : କୋଲକାତାର କସବା ଅଞ୍ଚଳରେ ମଡେଲ୍ ସରସ୍ୱତୀ ଦାସଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି । ଏହା ଆତ୍ମହତ୍ୟା ମାମଲା ବୋଲି ପୁଲିସ ସନ୍ଦେହ କରୁଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି । ରିର୍ପୋଟରେ ଦର୍ଶାଯାଇଛି, ବାପା-ମାଆଙ୍କ ଛାଡପତ୍ର ପରେ ୧୭ ବର୍ଷ ହେଲା ସରସ୍ୱତୀ!-->…
Read More...
Read More...
ବିସ୍ଫୋରଣରେ ଜଣେ ମୃତ, ୪ ଆହତ
ମଣିପୁର : ମଣିପୁରର ଥୈବାଲ ଜିଲ୍ଲାର ଖୋଙ୍ଗଜୋମ ସ୍ଥିତ ଏକ କମ୍ୟୁନିଟି ହଲ୍ରେ ବିସ୍ଫୋରଣ ଯୋଗୁଁ ଜଣେ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ହେବାପରେ ଆହତ ୫ ଶ୍ରମିକଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପଙ୍କଜ!-->…
Read More...
Read More...