Browsing Category

ଦେଶ ବିଦେଶ

ଜାମ୍ମୁ କାଶ୍ମୀରର ଉଦ୍ଦମପୁର ଜିଲ୍ଲାରେ ବସ୍‌ ଦୁର୍ଘଟଣା : ୩ ମୃତ ୧୦ ଆହତ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଉଦ୍ଦମପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାରେ ଏକ ବସ୍‌ ଯାଉଥିବା ବେଳେ ଗୋଟିଏ ଘାଇ ଭିତରକୁ ଖସିପଡ଼ିଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହେବା ସହିତ ୧୦ ଜଣ ଆହତ ହୋଇଥିବା ଜଣାପଡିଛି । ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।
Read More...

ଜୁନ୍‌ରେ ୬୭.୫୯ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ

ଜୁନ୍ ୨୦୨୨ରେ କୋଇଲା ଉତ୍ପାଦନରେ ୩୨.୫୭ ପ୍ରତିଶତ ବୃଦ୍ଧି ୭୫.୪୬ ମିଲିୟନ୍ ଟନ୍ କୋଇଲା ପଠାଯାଇଛିକୋଇଲା ଅଧାରିତ ବିଦ୍ୟୁତ୍ ଉତ୍ପାଦନରେ ଜୁନ୍ ମାସରେ ୨୬.୫୮ ପ୍ରତିଶତ ବୃଦ୍ଧି ନୂଆଦିଲ୍ଲୀ, (ପିଆଇବି) : ଭାରତର କୋଇଲା ଉତ୍ପାଦନ ଜୁନ୍ ୨୦୨୧ରେ ୫୦.୯୮ ମିଲିୟନ୍ ଟନ୍ (ଏମ୍ଟି) ଥିବା ବେଳେ
Read More...

୨ ଆତଙ୍କବାଦୀଙ୍କ ଆତ୍ମସପର୍ମଣ

ଶ୍ରୀନଗର : ଜମ୍ମୁ-କଶ୍ମୀରର କୁଲଗାମର ହଦିଗାମ ଅଞ୍ଚଳରେ ମିଳିତ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ମିଳିତ ସୁରକ୍ଷାକର୍ମୀଙ୍କୁ ଏହି ଅପରେସନ୍‌ରେ ସଫଳତା ମିଳିଛି । ଦୁଇଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି । ମିଳିଥିବା ଗୁପ୍ତ ସୂଚନା ଆଧାରରେ ଆତଙ୍କବାଦୀମାନଙ୍କୁ
Read More...

ଏକା ସାଥୀରେ ଭାରତୀୟ ବାୟିସେନାର ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ରଚିଲେ ବାପା- ଝିଅ

ନୂଆଦିଲ୍ଲୀ : ଏକା ସାଥୀରେ ଭାରତୀୟ ବାୟିସେନାର ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ରଚିଲେ ବାପା- ଝିଅ। ଏୟାର କମାଣ୍ଡୋର ସଞ୍ଜୟ ଶର୍ମା ଓ ତାଙ୍କ ଝିଅ ଫ୍ଲାଇଂ ଅଫିସର ଅନନ୍ୟା ବାୟୁସେନାରେ ପ୍ରଥମ ଥର ପାଇଁ ବାପା-ଝିଅ ଯୋଡ଼ି ଯୁଦ୍ଧ ବିମାନ ଉଡ଼ାଇଛନ୍ତି । ଶର୍ମା ଝିଅଙ୍କ ସହ ଏୟାର ଫର୍ମେସନ ଜୀବନର
Read More...

ପୁଣି ବଢିଲା ଗ୍ୟାସ ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ : ଜୁଲାଇ ୬ରୁ ବୃଦ୍ଧି ପାଇଛି ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ୍‌ । ଏଥର ପ୍ରତି ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ଦାମ୍‌ ଆଜିଠାରୁ ଲାଗୁ କରାଯିବ । ଏବେ ରାଜଧାନୀ ଦିଲ୍ଲୀରେ ଗୋଟିଏ ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ୧୦୫୩ ଟଙ୍କାରେ ପହଞ୍ଚିଛି ।
Read More...

ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସହାୟତା ପାଇଁ ରାଜ୍ୟମାନଙ୍କ ମାନ୍ୟତା ପ୍ରତିଯୋଗିତାର ଫଳାଫଳ ଘୋଷଣା

● ଶୀର୍ଷ ପ୍ରଦର୍ଶନକାରୀ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସାମିଲ; କେନ୍ଦ୍ର ଶାସିତ ପ୍ରଦେଶ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଧ୍ୟରେ ଜମ୍ମୁ ଓ କଶ୍ମୀରକୁ ଶୀର୍ଷ ସ୍ଥାନ● ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଲେ ଗୁଜରାଟ ଏବଂ କର୍ଣ୍ଣାଟକ; କେନ୍ଦ୍ରଶାସିତ ପ୍ରଦେଶ ଏବଂ
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆନ୍ଧ୍ର ପ୍ରଦେଶର ଭୀମାଭରମ ଠାରେ କିମ୍ବଦନ୍ତୀ ସ୍ୱାଧୀନତା ସଂଗ୍ରାମୀ ଆଲୁରୀ ସୀତାରାମ…

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଲୁରୀ ସୀତାରାମ ରାଜୁଙ୍କ ୩ଠ ଫୁଟ ଉଚ୍ଚ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ“ସ୍ୱାଧୀନତା ସଂଗ୍ରାମ କେବଳ ମାତ୍ର କିଛି ବର୍ଷ, କିଛି ଅଞ୍ଚଳ ଓ କିଛି ବ୍ୟକ୍ତିଙ୍କ ଇତିହାସ ନୁହେଁ”“ଆଲୁରୀ ସୀତାରାମ ରାଜୁ ଭାରତୀୟ ସଂସ୍କତି, ଆଦିବାସୀଙ୍କ ସାହସ, ଧୈର୍ଯ୍ୟ, ଆଦର୍ଶ ଓ
Read More...

ହୋଟେଲ କିମ୍ବା ରେସ୍ତୋରାଁ ଖାଦ୍ୟ ବିଲରେ ସେବା ଶୁଳ୍କ ଆଦାୟ କରିପାରିବେ ନାହିଁ : ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ

● ସ୍ବତଃ କିମ୍ବା ଭୁଲବଶତଃ ସେବା ଶୁଳ୍କ ଆଦାୟ ରୋକିବାକୁ କେନ୍ଦ୍ର ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ପକ୍ଷରୁ ଜାରି ହେଲା ମାର୍ଗଦର୍ଶିକା● ହୋଟେଲ ଓ ରେସ୍ତୋରାଁରେ ସେବା ଶୁଳ୍କ ଲାଗୁ କରିବା ସଂକ୍ରାନ୍ତରେ ଅନୁଚିତ ବ୍ୟବସାୟିକ କାର୍ଯ୍ୟ ପଦ୍ଧତି ଏବଂ ଉପଭୋକ୍ତା ଅଧିକାର ଉଲ୍ଲଙ୍ଘନ
Read More...

ସମ୍ବଲପୁର-ନାନ୍ଦେଡ଼ ଟ୍ରେନ୍‌ ପ୍ରତ୍ୟହ ଚଳାଚଳ ଓ ସଂପ୍ରସାରଣ ପାଇଁ ଓସାକା ହାଇଦ୍ରାବାଦ ପକ୍ଷରୁ ଦାବୀପତ୍ର ପ୍ରଦାନ

ହାଇଦ୍ରାବାଦ, (କେପିଏନ୍‌ଏସ୍‌) : ହାଇଦ୍ରାବାଦରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକକୁ ଆସିଥିବା କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଏବଂ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ୍‌ଙ୍କୁ ‘ଓସାକା’ ହାଇଦ୍ରାବାଦର ସଦସ୍ୟାମାନେ ସାକ୍ଷାତ କରି ପଶ୍ଚିମ ଓଡ଼ିଶାର ଉନ୍ନତି ତଥା ସମସ୍ୟା
Read More...

ଇମ୍ରାନ ଖାନ ଡ୍ରଗ୍ସଏଡ଼ିକ୍ଟ, ବିନା କୋକିନ୍‌ରେ ସେ ୨ ଘଣ୍ଟା ମଧ୍ୟ ବଞ୍ଚିପାରିବେ ନାହିଁ : ପାକ୍‌ ମନ୍ତ୍ରୀଙ୍କ ବଡ଼…

ଇସ୍‌ଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମସ୍ୟା ହ୍ରାସ ପାଉନାହିଁ, ବରଂ ବଢ଼ି ବଢ଼ି ଚାଲିଛି । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ତାଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଛି । ଏହି ପର୍ଯ୍ୟାୟରେ ପାକିସ୍ତାନର ପଞ୍ଜାବ ପ୍ରଦେଶର ଗୃହମନ୍ତ୍ରୀ ଅତା ତରାଡ଼
Read More...