Browsing Category

ଦେଶ ବିଦେଶ

ଶିବସେନା ଠାରୁ କେହି ତୀର ଓ ଧନୁ ନେଇ ପାରିବେ ନାହିଁ, ଜୁଲାଇ ୧୧ରେ ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ଗଣତନ୍ତ୍ରର…

ମୁମ୍ୱାଇ : ନିର୍ବାଚନ ପ୍ରତୀକକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ବିଦ୍ରୋହୀ ଦଳ ସହ ବିବାଦ ମଧ୍ୟରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶୁକ୍ରବାର ଦିନ କହିଛନ୍ତି ଯେ, ତାଙ୍କ ଦଳର ପ୍ରତୀକ ତୀର ଓ ଧନୁକୁ କେହି ନେଇ ନାହିଁ । ଉପକଣ୍ଠ ବାନ୍ଦ୍ରାସ୍ଥିତ ତାଙ୍କ
Read More...

ଅମରନାଥରେ ଫାଟିଲା ବାଦଲ : କିଛି ଲୋକେ ତମ୍ବୁ ଓ ପଥରରେ ପୋତି ହୋଇଗଲେ, ଆଉ କିଛି ଆକସ୍ମିକ ପାଣି ସୁଅରେ ଭାସି ଗଲେ,…

ଅମରନାଥ : ଶୁକ୍ରବାର ସଂଧ୍ୟା ପ୍ରାୟ ୫.୩୦ ସମୟରେ ଅମରନାଥ ଗୁମ୍ଫା ନିକଟରେ ମେଘ ବିସ୍ଫୋରଣ ହୋଇଥିଲା । ଏହି କାରଣରୁ ଶିବିର ମଧ୍ୟଭାଗରୁ ହଠାତ୍ ପ୍ରବାହିତ ହେଲା ପାଣି ସୁଅ । ବିପର୍ଯ୍ୟୟ ସମୟରେ ଗୁମ୍ଫା ନିକଟରେ ୧୦-୧୫ ହଜାର ଭକ୍ତ ଉପସ୍ଥିତ ଥିଲେ । ଅନେକ ଲୋକ ତମ୍ବୁ ଓ ପଥରରେ ପୋତି ହୋଇ
Read More...

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ଟୋକିଓ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶୁକ୍ରବାର ପରଲୋକ ଘଟିଛି । ନାରା ସହରରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ୨ଟି ଗୁଳି ଚଳାଇଥିଲେ । ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇପାରିଲା
Read More...

ସମ୍ପର୍କରେ କଳଙ୍କ : ଜ୍ୱାଇଁଙ୍କ ସହ ଫେରାର ହେଲେ ଶାଶୁ

ଚଣ୍ଡିଗଡ : ପଞ୍ଜାବର କାପୁରଥାଲା ଜିଲ୍ଲାର ଏକ ଗାଁରେ ୪୦ ବର୍ଷୀୟା ମହିଳା ତାଙ୍କ ଜ୍ୱାଇଁଙ୍କ ସହ ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ମହିଳାଙ୍କ ଝିଅର ବିବାହ ମାତ୍ର ତିନି ମାସ ତଳେ ହୋଇଥିଲା । ୫ ଦିନ ପୂର୍ବେ ଜ୍ୱାଇଁ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିବା ବେଳେ ଶାଶୁଙ୍କ ସହ
Read More...

ପ୍ରିୟ ବନ୍ଧୁ ସିଞ୍ଜୋ ଆବେଙ୍କ ଉପରେ ହୋଇଥିବା ଆକ୍ରମଣରେ ଦୁଃଖିତ, ଆମର ପ୍ରାର୍ଥନା ତାଙ୍କ ସହ ଅଛି : ପିଏମ ମୋଦୀ

ନୂଆଦିଲ୍ଲୀ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ଗୁଳି ଆକ୍ରମଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଦୁଃଖ ପ୍ରକାଶ କରିଛନ୍ତି । ସେ ଆବେଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି । ସେ ଏକ ଟୁଇଟ୍‌ରେ କହିଛନ୍ତି ଯେ, ମୋର ପ୍ରିୟ ବନ୍ଧୁ ସିଞ୍ଜୋ ଆବେଙ୍କ
Read More...

ୟୁରୋପୀୟ ଦେଶମାନଙ୍କୁ ରୁଷ୍‌ର ଚେତାବନୀ : ଯଦି ୟୁକ୍ରେନକୁ ସମର୍ଥନ କରିବାକୁ ଚାହୁଁଛ, ତେବେ ସିଧାସଳଖ ଯୁଦ୍ଧ କର

ମସ୍କୋ : ଗତ ୪ ମାସ ଧରି ଲଗାତାର ଭାବେ ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ । ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ଘନଘୋର ଯୁଦ୍ଧ ଚାଲିଛି, କିନ୍ତୁ ସେଠାକାର ଲୋକେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି । ବିଶେଷକରି ୟୁକ୍ରେନର ଲୋକମାନେ ନାହିଁ ନଥିବା ଯାତନାର ଶିକାର
Read More...

ଭାରସାମ୍ୟ ହରାଇ ନଦୀକୁ ଖସିଲା କାର୍‌ : ୯ ମୃତ

ଡେରାଡୁନ : ଉତ୍ତରାଖଣ୍ଡର ରାମନଗରରେ ସଡକ ଦୁର୍ଘଟଣା ଘଟି ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସୂଚନାନୁସାରେ, ପଞ୍ଜାବର ପ୍ରାୟ ୧୦ରୁ ଅଧିକ ପର୍ଯ୍ୟଟକଙ୍କୁ ନେଇ ସକାଳେ କାର ଢେଲା ନଦୀ ଅତିକ୍ରମ କରୁଥିଲା । ହେଲେ କାର୍‌ଟି
Read More...

ଆର୍ଥିକ ବର୍ଷ ୨୦୨୨-୨୩ ର ପ୍ରଥମ ତିନି ମାସରେ କ୍ୟାପଟିଭ୍ ଓ ବାଣିଜ୍ୟିକ କୋଇଲା ବ୍ଲକର ଉତ୍ପାଦନ ୭୯ ପ୍ରତିଶତ ବୃଦ୍ଧି…

ଗତ ବର୍ଷ ନିଲାମ କରାଯାଇଥିବା ଦୁଇଟି ଖଣିରୁ ୧.୫୭ ନିୟୁତ ଟନ୍ କୋଇଲା ଉତ୍ପାଦନ ହୋଇଛିଚଳିତ ବର୍ଷ ୧୨ ନୂଆ ଖଣିରେ ଉତ୍ପାଦନ ଆରମ୍ଭ ହେବାର ସମ୍ଭାବନା ନୂଆଦିଲ୍ଲୀ, (ପିଆଇବି) : କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଏବଂ ମନୋନୀତ କର୍ତ୍ତୃପକ୍ଷ ୬ ଜୁଲାଇ ୨୦୨୨ ରେ ପ୍ରକଳ୍ପ ପ୍ରସ୍ତାବକଙ୍କ
Read More...

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ପାଇଁ ଭାରତର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର

• ଅଲିମ୍ପିକ୍ସ ପରେ ପ୍ରଶିକ୍ଷଣ ଓ ପ୍ରତିଯୋଗିତାର ସ୍ତର ବୃଦ୍ଧି ପାଇଛି : କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତର
Read More...

ଡାକ ବିଭାଗ ପକ୍ଷରୁ ଦୀନ ଦୟାଲ ସ୍ପର୍ଶ ଯୋଜନା ଆରମ୍ଭ : ଡାକ ଟିକଟ ସଂଗ୍ରହ ଓ ଗବେଷଣାକୁ ପ୍ରୋତ୍ସାହନ

ଭୁବନେଶ୍ବର, (ପିଆଇବି) : ଷଷ୍ଠରୁ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ବାର୍ଷିକ ଛାତ୍ର ବୃତ୍ତି ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ଦୀନ ଦୟାଲ ସ୍ପର୍ଶ ଯୋଜନା ଆରମ୍ଭ କରାଯାଇଛି । ସଉକ ଭାବେ ଡାକ ଟିକଟ ସଂଗ୍ରହ ଏବଂ ଗବେଷଣାକୁ ପ୍ରୋତ୍ସାହନ ଦେବା ଲାଗି ଏହି
Read More...