Browsing Category

ଦେଶ ବିଦେଶ

ପ୍ରାକୃତିକ କୃଷି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

“ଅମୃତକାଳର ଲକ୍ଷ୍ୟ ପୂରଣ ପାଇଁ ଦେଶ ଯେଉଁ ସଂକଳ୍ପ ନେଇଛି ତାହାକୁ ପୂରଣ କରିବାରେ ଗୁଜରାଟ ଅଗ୍ରଣୀ ଭୂମିକା ଗ୍ରହଣ କରିଛି”“ପ୍ରାକୃତିକ କୃଷିର ସୁରତ ମଡେଲ ସମଗ୍ର ଦେଶ ପାଇଁ ଏକ ଆଦର୍ଶ ହୋଇପାରିବ”“ ‘ସବ୍‌କା ପ୍ରୟାସ’, ନୂଆ ଭାରତର ବିକାଶ ଯାତ୍ରାର ନେତୃତ୍ୱ ନେଉଛି”“ଆମ ଗାଁସବୁ ପ୍ରମାଣିତ
Read More...

ବିଜୟ କୁମାର କର ଜିଏସଟି ଭୁବନେଶ୍ୱର ଜୋନର ନୂତନ ଚିଫ କମିଶନର

ଭୁବନେଶ୍ୱର, (ପିଆଇବି) : ୧୯୮୯ ବ୍ୟାଚର ଆଇଆରଏସ ଅଧିକାରୀ ବିଜୟ କୁମାର କର ନୂତନ ଚିଫ କମିଶନର, ଜିଏସଟି, ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ୍ସ, ଭୁବନେଶ୍ୱର ଜୋନ ଭାବେ ଯୋଗ ଦେଇଛନ୍ତି । ଚିଫ କମିଶନର ଭାବେ ଯୋଗ ଦେବା ପୂର୍ବରୁ ଶ୍ରୀ କର ଭୁବନେଶ୍ୱର ଜିଏସଟି ଓ ସେଣ୍ଟ୍ରାଲ ଏକ୍ସାଇଜ କମିଶନରେଟର
Read More...

ନୋଏଡାର ଏନ୍‌ବିସିସିର ପୂର୍ବତନ ସିଜିଏମ୍‌ଙ୍କ ଘରେ ଆଇଟି ବିଭାଗର ଚଢ଼ାଉ : ୨ କୋଟିରୁ ଅଧିକ ନଗଦ ଟଙ୍କା ଜବତ

ନୋଏଡା : ଉତ୍ତରପ୍ରଦେଶର ନୋଏଡାଠାରେ ଆୟକର ବିଭାଗର ଚଢ଼ାଉ ଚାଲିଛି । ଖବର ଅନୁଯାୟୀ, ଆଇଟି ବିଭାଗର ଏହି ଚଢ଼ାଉ ଗତ ସନ୍ଧ୍ୟା ଠାରୁ ନୋଏଡାର ସେକ୍ଟର ୧୯ରେ ଥିବା ଏକ ବଙ୍ଗଳାରେ ଚାଲିଛି । ଗତ ବିଳଂବିତ ସନ୍ଧ୍ୟାରୁ ଚାଲିଥିବା ଏହି ଚଢ଼ାଉରେ ବିଭାଗର ଏକ ଟିମ୍ ଅନେକ ଦଲିଲ ଯାଂଚ କରୁଛନ୍ତି ।
Read More...

ଦରବୃଦ୍ଧି ଏବଂ ବେରୋଜଗାରୀକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଦରବୃଦ୍ଧି ଏବଂ ବେରୋଜଗାରୀ ସମସ୍ୟାକୁ ନେଇ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଶନିବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଭାରତୀୟ ଜନତା ପାର୍ଟି (ବିଜେପି) ଶାସନରେ ପେଟ୍ରୋଲ ଏବଂ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ସହିତ ଗବର ସିଂ ଟିକସ ଲୁଟ ଏବଂ ବେକାରୀ
Read More...

ଦେଶ ଛାଡ଼ି ପଳାୟନ କଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ

କଲମ୍ବୋ: ଦେଶ ଛାଡ଼ି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ପଳାୟନ କରିଥିବା ଏବେ ସାରା ବିଶ୍ୱରେ ଆଲୋଚନାର ବିଷୟ ପାଲଟିଛି । ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ଇସ୍ତଫା ଦାବୀରେ ଶ୍ରୀଲଙ୍କାରେ ବିକ୍ଷୋଭକାରୀମାନେ ଶନିବାର ଦିନ ତାଙ୍କ ସରକାରୀ ବାସଭବନ ଘେରିଛନ୍ତି । ଶନିବାର ସକାଳେ
Read More...

ଖେଳାଳିଙ୍କୁ ନଗଦ ପୁରସ୍କାର ପ୍ରଦାନ ସଂଶୋଧିତ ଯୋଜନାର ଶୁଭାରମ୍ଭ କଲେ କ୍ରୀଡା ମନ୍ତ୍ରୀ

ଅନୁରାଗ ଠାକୁର ଖେଳାଳି ମାନଙ୍କୁ ନଗଦ ପୁରସ୍କାର, ଜାତୀୟ କଲ୍ୟାଣ ଏବଂ ପେନସନ୍‌ର ସଂଶୋଧିତ ଯୋଜନା ଗୁଡିକର ଶୁଭାରମ୍ଭ କରିଛନ୍ତିଖେଳାଳି ମାନଙ୍କ ନିମନ୍ତେ ପଣ୍ଡିତ ଦୀନଦୟାଲ୍ ଉପାଧ୍ୟାୟ ଜାତୀୟ କ୍ରୀଡାବିତ୍ କଲ୍ୟାଣ ଯୋଜନା ଏବଂ ମେଧାବୀ ଖେଳାଳି ମାନଙ୍କୁ ପେନସନ୍ ପ୍ରଦାନ ଯୋଜନା ବ୍ୟବସ୍ଥାକୁ
Read More...

ଏକ ଭାରତ ଶ୍ରେଷ୍ଠ ଭାରତ ଆଜାଦୀ କା ଅମୃତ ମହୋତ୍ସବ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅଧୀନରେ ଓଡିଶାର ୫୦ ଜଣ ଛାତ୍ର…

ମହାରାଷ୍ଟ୍ରର ଭାଷା, ସଂସ୍କୃତି, ପରମ୍ପରା, ସଙ୍ଗୀତ, ସିନେମା, ପାକଶାଳା, ଜୈବ ବିବିଧତା ଏବଂ ବୈଜ୍ଞାନିକ ଅବଦାନ ବିଷୟରେ ଜାଣିବା ପରେ ଓଡିଶାର ଛାତ୍ରମାନେ ଜ୍ଞାନ ଆହରଣ ସହିତ ପ୍ରତ୍ୟାବର୍ତ୍ତନ କରିଛନ୍ତି ନୂଆଦିଲ୍ଲୀ, (ପିଆଇବି) : ନିକଟରେ ଏକ ଭାରତ ଶ୍ରେଷ୍ଠ ଭାରତ ଆଜାଦୀ କା ଅମୃତ
Read More...

କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱର ଦ୍ୱାରା ‘ପୋଷଣ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ’…

ଯୋଗଦେଲେ ରାଷ୍ଟ୍ରୀୟ ମହିଳା ଆୟୋଗ ଅଧ୍ୟକ୍ଷା ରେଖା ଶର୍ମା ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱର ଦ୍ୱାରା ପୋଷଣ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ହିତାଧିକାରୀଙ୍କୁ ପୋଷଣ
Read More...

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ବନ୍ଧୁତାର ସ୍ମୃତି ଚାରଣ କଲେ ପ୍ରଧାନମନ୍ତ୍ରୀ : ସିଞ୍ଜୋଙ୍କ ପରିବାରକୁ ଜଣାଇଲେ ସମବେଦନା ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ନିଧନରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହି ଅବସରରେ ଜାପାନର ପୂର୍ବତନ
Read More...

ସିଏମ୍ ହେବା ମାତ୍ରେ ଆକ୍‌ସନ୍‌ରେ ସିନ୍ଦେ, ମୁଖ୍ୟମନ୍ତ୍ରୀଙ୍କ ମାର୍ଗରେ କୌଣସି ବିଶେଷ ପ୍ରୋଟୋକଲ୍ ରହିବ ନାହିଁ :…

ନୂଆଦିଲ୍ଲୀ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶୁକ୍ରବାର ଦିନ ପୋଲିସ ଅଧିକାରୀଙ୍କୁ ଏକ ବିଶେଷ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସମାବେଶରେ କିମ୍ବା ତାଙ୍କ ପାଖକୁ ଯିବା ବାଟରେ କୌଣସି ବିଶେଷ ପ୍ରୋଟୋକଲର ଆବଶ୍ୟକତା ନାହିଁ । ଏହି ସୂଚନା ରାଜ୍ୟ
Read More...