Browsing Category

ଦେଶ ବିଦେଶ

ଅଜବ୍‌ ପ୍ରେମ : ପ୍ରେମିକାଙ୍କ ବାହା କରାଇଲେ ପ୍ରେମିକ

ବାଙ୍ଗାଲୁରୁ : ବାଙ୍ଗାଲୁରୁ ସହର ନିକଟସ୍ଥ ଏକ ଗାଁରେ ଏକ ଅଜବ୍‌ ପ୍ରେମ ଲୋକ ଲୋଚନକୁ ଆସିଛି । ଜଣେ ପ୍ରେମିକ ନିଜେ ପ୍ରେମିକାଙ୍କୁ ଅନ୍ୟ ଜଣଙ୍କ ସହ ବାହା କରାଇଛନ୍ତି । କୁହାଯାଇଛି ଯେ, ଦୀର୍ଘ ୪ ବର୍ଷର ଘନିଷ୍ଠ ପ୍ରେମ ପରେ ହଠାତ୍‌ ପ୍ରେମିକା ଦିନେ ପ୍ରେମିକ ସାମ୍ନାରେ କାନ୍ଦିବା ବେଳେ
Read More...

ବିହାର ବିଧାନସଭା ଶତବାର୍ଷିକୀ ଉତ୍ସବର ଉଦ୍‌ଯାପନୀ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

“ଏହି ବିଧାନସଭା ଭବନରେ ବଡ଼ ଏବଂ ନିର୍ଭିକ ନିଷ୍ପତ୍ତି ନିଆଯାଇଛି”“ଗଣତନ୍ତ୍ରରେ ସମାନ ଅଂଶଗ୍ରହଣ ଏବଂ ସମାନ ଅଧିକାର କିପରି ଅନୁସରଣ କରାଯାଏ, ତା'ର ଏକ ଉଦାହରଣ ହେଉଛି ଏହି ବିଧାନସଭା”“ଭାରତରେ ଗଣତନ୍ତ୍ରର ସଂକଳ୍ପ ଆମ ରାଷ୍ଟ୍ର ତଥା ସଂସ୍କୃତି ପରି ପ୍ରାଚୀନ ବୋଲି ସେ କହିଛନ୍ତି”“ଗଣତନ୍ତ୍ର
Read More...

ଛତିଶଗଡ଼ରେ ଭୂକମ୍ପ ଅନୁଭୂତ

ଅମ୍ବିକାପୁର : ଛତିଶଗଡ଼ର କୋରେଆ ଜିଲ୍ଲାରେ ସୋମବାର ସକାଳେ ୪.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ରାୟପୁରଠାରୁ ୩୦୦ କିମି ଦୂରରେ ଅବସ୍ଥିତ କୋରେଆର ବୈକୁଣ୍ଠପୁରରୁ ୧୬ କିମି ଦୂରରେ ଏହି ଝଟକା ଅନୁଭୂତ ହୋଇଛି । ତେବେ ଏହି ମଧ୍ୟମ ଧରଣର କମ୍ପନରେ କୌଣସି କ୍ଷୟକ୍ଷତି ଏବଂ ପ୍ରାଣହାନୀ ହୋଇ
Read More...

କେରଳର ଆର୍‌ଏସ୍‌ଏସ୍‌ କାର୍ଯ୍ୟାଳୟରେ ପଡ଼ିଲା ବୋମା

ନୂଆଦିଲ୍ଲୀ : କେରଳର କନ୍ନୁ ଜିଲ୍ଲାର ପୟାନୁରରେ ଆର୍‌ଏସ୍‌ଏସ୍‌ କାର୍ଯ୍ୟାଳୟ ଉପରେ ପଡ଼ିଲା ବୋମା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ଶୁନଶାନ ହୋଇଯାଇଛି । ପୟାନୁର ପୋଲିସ ଅନୁସାରେ ଏହି ଘଟଣା ଆଜି ସକାଳେ ହୋଇଛି । ଏହି ଆକ୍ରମଣରେ କୋଠାର ଝରକା ଓ କାଚ ଭାଙ୍ଗି ଯାଇଛି । ପୋଲିସ ଘଟଣାସ୍ଥଳରେ
Read More...

୨ ନାବାଳିକା ଯୌନ ଶୋଷଣର ଶିକାର, ୫୯ ବର୍ଷିୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀର ମଡେଲ ଟାଉନ ଅଞ୍ଚଳରେ ଦୁଇ ନାବାଳିକାଙ୍କ ଯୌନ ଶୋଷଣ ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏହି ମାମଲାରେ ଜଣେ ୫୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ କରାଯାଇଥିଲା । ମାମଲା ମଡେଲ ଟାଉନର ଅଟେ । ପୋଲିସ ଏହି ଘଟଣା ସମ୍ପର୍କରେ ସୂଚନା ପାଇବା
Read More...

ପ୍ରକାଶ ପାଇଲା ଜେଇଇ ମେନ ସେସନ-୧ ପରୀକ୍ଷାର ରେଜଲ୍ଟ

ନୂଆଦିଲ୍ଲୀ : ପ୍ରକାଶ ପାଇଲା ଜେଇଇ ମେନ ସେସନ-୧ ପରୀକ୍ଷାର ରେଜଲ୍ଟ । ଜୁନ୍‌ ୨୩ରୁ ୨୯ ପର୍ଯ୍ୟନ୍ତ ହୋଇଥିବା ଜେଇଇ ମେନ ସେସନ-୧ ପରୀକ୍ଷାର ରେଜଲ୍ଟ ସୋମବାର ପ୍ରକାଶ ପାଇଛି । ଏନ୍‌ଟିଏର ଅଫିସିଆଲ ୱେବ୍‌ସାଇଟ୍‌ jeemain.nta.nic.inରେ ପରୀକ୍ଷାର୍ଥୀ ସେମାନଙ୍କର ଫଳାଫଳ ଦେଖିପାରିବେ ।
Read More...

କଂଗ୍ରେସ ନେତାଙ୍କ ଉପରେ ଦଳ ଭାଙ୍ଗିବା ଅଭିଯୋଗ : ମାଇକେଲ ଲୋବୋଙ୍କୁ ପଦରୁ ହଟାଗଲା

ଗୋଆ : ଗୋଆ କଂଗ୍ରେସର ଦାୟିତ୍ୱରେ ଥିବା ଦୀନେଶ ଗୁଣ୍ଡୁ ରାଓ ରବିବାର ଦିନ ଏକ ବଡ଼ ଖୁଲାସା କରି କହିଛନ୍ତି ଯେ, ଆମର କିଛି ନେତା ଦଳ ଭାଙ୍ଗିବାରେ ନିୟୋଜିତ ଅଛନ୍ତି ଏବଂ ସେମାନଙ୍କ ସହ ଆଉ କିଛି ବିଧାୟକଙ୍କୁ ଏଦିଗରେ ଉତ୍ସାହିତ କରୁଛନ୍ତି । ସେ କହିଛନ୍ତି, କଂଗ୍ରେସର ଗୋଆ ୟୁନିଟ୍ ନେତା
Read More...

ଆରମ୍ଭ ହେଲା ଅମରନାଥ ଯାତ୍ରା, ତୀର୍ଥଯାତ୍ରୀଙ୍କ ପ୍ରବଳ ଉତ୍ସାହ

ଜାମ୍ମୁ : ଶୁକ୍ରବାର ବାଦଲ ଫଟା ଘଟଣା ଯୋଗୁଁ ଅଟକି ରହିଥିବା ଅମରନାଥ ଯାତ୍ରା ପୁଣି ଆରମ୍ଭ ହୋଇଛି । ଜାମ୍ମୁରେ ଅଟକି ରହିବା ପରେ ଅମରନାଥ ତୀର୍ଥଯାତ୍ରୀଙ୍କ ଏକ ନୂତନ ବ୍ୟାଚ୍ ଜାମ୍ମୁ ବେସ୍ କ୍ୟାମ୍ପ ଛାଡିଛନ୍ତି । ପହଲଗାମ ମାର୍ଗରେ ଥିବା ନନ୍‌ୱାନ ବେସ୍ କ୍ୟାମ୍ପରୁ ଅମରନାଥ
Read More...

ଗୁଜୁରାଟରେ ପ୍ରବଳ ବର୍ଷା : ୧,୫୦୦ରୁ ଅଧିକ ଲୋକ ସ୍ଥାନାନ୍ତର, ଅହମ୍ମଦାବାଦରେ ସ୍କୁଲ, କଲେଜ ବନ୍ଦ

ଅହମ୍ମଦାବାଦ : ଗୁଜୁରାଟର ଅନେକ ଜିଲ୍ଲାରେ ଗତ କିଛି ଦିନ ଧରି ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି । ବଲସାଡ଼, ନବସାରି, ତାପି ସମେତ ଅନ୍ୟାନ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଗୁଜୁରାଟର ଖେଡା ଜିଲ୍ଲାର ନାଡିଆଦର ବିଭିନ୍ନ ଅଞ୍ଚଳରେ ବନ୍ୟା ପରି ପରିସ୍ଥିତି
Read More...

ଆଇଜର ବ୍ରହ୍ମପୁରର ନୂତନ ଛାତ୍ରାବାସର ଲୋକାର୍ପଣ କରିବା ସହ ନିର୍ମାଣ କାର୍ଯ୍ୟ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ…

• ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା• ଆଇଜର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କଲେ• ଶିକ୍ଷାନୁଷ୍ଠାନ ପରିସରରେ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ ବ୍ରହ୍ମପୁର, (ପିଆଇବି) : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଗଞ୍ଜାମ ଜିଲ୍ଲା
Read More...