Browsing Category
ଦେଶ ବିଦେଶ
ସଂସଦ ଭିତରେ ଧାରଣା ମନା
ନୂଆଦିଲ୍ଲୀ : ମୌସୁମୀ ଅଧିବେଶନ ପୂର୍ବରୁ ସଂସଦକୁ ନେଇ ପୁଣି ଆଉ ଏକ ନୂଆ ନିୟମ ଜାରି କରାଯାଇଛି । ଏଣିକି ସଂସଦ ଭିତରେ ସଦସ୍ୟଙ୍କୁ ଧାରଣା ମନା । ଏ ନେଇ ରାଜ୍ୟ ସଭା ସାଧାରଣ ସଚିବ ପିସି ମୋଡି ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ବିଜ୍ଞପ୍ତିରେ ଉଲ୍ଲେଖ ଯେ, ସଂସଦ ଭିତରେ କୌଣସି!-->…
Read More...
Read More...
ଆଜିଠାରୁ ଆରମ୍ଭ ହେବ ୭୫ ଦିନିଆ-‘କୋଭିଡ ଟିକାକରଣ ଅମୃତ ମହୋତ୍ସବ’
• ସରକାରୀ ଟିକାକରଣ କେନ୍ଦ୍ରରେ ସବୁ ଯୋଗ୍ୟ ବୟସ୍କ ନାଗରିକମାନଙ୍କୁ ମିଳିବ ମାଗଣା ବୁଷ୍ଟର ଡୋଜ୍ ଟିକା• ‘ଜନ ଅଭିଯାନ’ ଆକାରରେ ‘କୋଭିଡ ଟିକାକରଣ ଅମୃତ ମହୋତ୍ସବ’କୁ କାର୍ଯ୍ୟକାରୀ କରିବେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ; ମିଶନ ମୋଡ୍ରେ ବୃଦ୍ଧି କରାଯିବ କୋଭିଡ ଟିକାକରଣ ଶିବିର ସଂଖ୍ୟା•!-->…
Read More...
Read More...
ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ
ପ୍ରତ୍ୟେକ ଭାରତୀୟ ବିଶେଷ ଭାବରେ ଗୁଜରାଟର ଲୋକମାନଙ୍କ ପାଇଁ ଏହା ଅତ୍ୟନ୍ତ ଗୌରବ ଓ ଆନନ୍ଦର ବିଷୟ ଯେ ଭାରତର ପ୍ରଥମ ୟୁନେସ୍କୋ ବିଶ୍ଵ ଐତିହ୍ୟ ସହର, ଅହମ୍ମଦାବାଦକୁ ଏବେ ଟାଇମ ମାଗାଜିନ୍ ଦ୍ଵାରା ୨୦୨୨ ର ବିଶ୍ଵର ୫୦ ସର୍ବଶ୍ରେଷ୍ଠ ସ୍ଥାନ ତାଲିକାରେ ସାମିଲ୍ କରାଯାଇଛିପ୍ରଧାନମନ୍ତ୍ରୀ!-->…
Read More...
Read More...
ଧର୍ମ ଲୁଚାଇ ବିବାହ ବାହାନାରେ ବଳାତ୍କାର ଅଭିଯୋଗରେ ଗିରଫ ହେଲେ ପୋଲିସ ଅଧିକାରୀ, କୋର୍ଟ ବାହାରେ ମାଡ ମାରିଲେ…
ଗୋଣ୍ଡା : ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରୁ ପ୍ରେମ ପ୍ରତାରଣାର ଏକ ମାମଲା ସାମ୍ନାକୁ ଆସିଛି । ଜଣେ ପୋଲିସ ଅଧିକାରୀ ନିଜ ଧର୍ମକୁ ଲୁଚାଇ ବିବାହର ବାହାନା କରି ଜଣେ ମହିଳାଙ୍କୁ ବଳାତ୍କାର କରି ଆସୁଥିବା ଅଭିଯୋଗ ଆସିବା ପରେ ଏସ୍ପି ଆକାଶ ତୋମାର ସିଓ କ୍ରାଇମ୍ ଲକ୍ଷ୍ମୀକାନ୍ତ ଗୌତମଙ୍କୁ!-->…
Read More...
Read More...
ପହାଡଗଞ୍ଜ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ : ଦିଲ୍ଲୀର ପହାଡଗଞ୍ଜରେ ଥିବା ରୋମା ଡିଲକ୍ସ ହୋଟେଲରେ ଗୁରୁବାର ସକାଳ ପ୍ରାୟ ୪ଟା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହାର ଦ୍ୱିତୀୟ ମହଲାରେ ଥିବା ଏକ କୋଠରିରେ ନିଆଁ ଲାଗିଯାଇଛି । ଖବରପାଇ ଦମକଳ ବାହିନୀର ୪ଟି ଗାଡି ନିଆଁ ଲିଭାଇବାକୁ ପହଞ୍ଚିଥିବା ବେଳେ ଏଥିରେ!-->…
Read More...
Read More...
ଅଜବ୍ ପ୍ରେମ : ପ୍ରେମିକାଙ୍କ ବାହା କରାଇଲେ ପ୍ରେମିକ
ବାଙ୍ଗାଲୁରୁ : ବାଙ୍ଗାଲୁରୁ ସହର ନିକଟସ୍ଥ ଏକ ଗାଁରେ ଏକ ଅଜବ୍ ପ୍ରେମ ଲୋକ ଲୋଚନକୁ ଆସିଛି । ଜଣେ ପ୍ରେମିକ ନିଜେ ପ୍ରେମିକାଙ୍କୁ ଅନ୍ୟ ଜଣଙ୍କ ସହ ବାହା କରାଇଛନ୍ତି । କୁହାଯାଇଛି ଯେ, ଦୀର୍ଘ ୪ ବର୍ଷର ଘନିଷ୍ଠ ପ୍ରେମ ପରେ ହଠାତ୍ ପ୍ରେମିକା ଦିନେ ପ୍ରେମିକ ସାମ୍ନାରେ କାନ୍ଦିବା ବେଳେ!-->…
Read More...
Read More...
ବିହାର ବିଧାନସଭା ଶତବାର୍ଷିକୀ ଉତ୍ସବର ଉଦ୍ଯାପନୀ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
“ଏହି ବିଧାନସଭା ଭବନରେ ବଡ଼ ଏବଂ ନିର୍ଭିକ ନିଷ୍ପତ୍ତି ନିଆଯାଇଛି”“ଗଣତନ୍ତ୍ରରେ ସମାନ ଅଂଶଗ୍ରହଣ ଏବଂ ସମାନ ଅଧିକାର କିପରି ଅନୁସରଣ କରାଯାଏ, ତା'ର ଏକ ଉଦାହରଣ ହେଉଛି ଏହି ବିଧାନସଭା”“ଭାରତରେ ଗଣତନ୍ତ୍ରର ସଂକଳ୍ପ ଆମ ରାଷ୍ଟ୍ର ତଥା ସଂସ୍କୃତି ପରି ପ୍ରାଚୀନ ବୋଲି ସେ କହିଛନ୍ତି”“ଗଣତନ୍ତ୍ର!-->…
Read More...
Read More...
ଛତିଶଗଡ଼ରେ ଭୂକମ୍ପ ଅନୁଭୂତ
ଅମ୍ବିକାପୁର : ଛତିଶଗଡ଼ର କୋରେଆ ଜିଲ୍ଲାରେ ସୋମବାର ସକାଳେ ୪.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ରାୟପୁରଠାରୁ ୩୦୦ କିମି ଦୂରରେ ଅବସ୍ଥିତ କୋରେଆର ବୈକୁଣ୍ଠପୁରରୁ ୧୬ କିମି ଦୂରରେ ଏହି ଝଟକା ଅନୁଭୂତ ହୋଇଛି । ତେବେ ଏହି ମଧ୍ୟମ ଧରଣର କମ୍ପନରେ କୌଣସି କ୍ଷୟକ୍ଷତି ଏବଂ ପ୍ରାଣହାନୀ ହୋଇ!-->…
Read More...
Read More...
କେରଳର ଆର୍ଏସ୍ଏସ୍ କାର୍ଯ୍ୟାଳୟରେ ପଡ଼ିଲା ବୋମା
ନୂଆଦିଲ୍ଲୀ : କେରଳର କନ୍ନୁ ଜିଲ୍ଲାର ପୟାନୁରରେ ଆର୍ଏସ୍ଏସ୍ କାର୍ଯ୍ୟାଳୟ ଉପରେ ପଡ଼ିଲା ବୋମା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ଶୁନଶାନ ହୋଇଯାଇଛି । ପୟାନୁର ପୋଲିସ ଅନୁସାରେ ଏହି ଘଟଣା ଆଜି ସକାଳେ ହୋଇଛି । ଏହି ଆକ୍ରମଣରେ କୋଠାର ଝରକା ଓ କାଚ ଭାଙ୍ଗି ଯାଇଛି । ପୋଲିସ ଘଟଣାସ୍ଥଳରେ!-->…
Read More...
Read More...
୨ ନାବାଳିକା ଯୌନ ଶୋଷଣର ଶିକାର, ୫୯ ବର୍ଷିୟ ଅଭିଯୁକ୍ତ ଗିରଫ
ନୂଆଦିଲ୍ଲୀ : ଦିଲ୍ଲୀର ମଡେଲ ଟାଉନ ଅଞ୍ଚଳରେ ଦୁଇ ନାବାଳିକାଙ୍କ ଯୌନ ଶୋଷଣ ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏହି ମାମଲାରେ ଜଣେ ୫୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ କରାଯାଇଥିଲା । ମାମଲା ମଡେଲ ଟାଉନର ଅଟେ । ପୋଲିସ ଏହି ଘଟଣା ସମ୍ପର୍କରେ ସୂଚନା ପାଇବା!-->…
Read More...
Read More...