Browsing Category

ଦେଶ ବିଦେଶ

ସେପ୍ଟେମ୍ବର ୧୮ ତାରିଖ ‘ଓସାକା’ ହାଇଦ୍ରାବାଦର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ମଂଚରେ ପାଳିତ ହେବ

ହାଇଦ୍ରାବାଦ : ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ସଂଗଠନ 'ଓସାକା' ପକ୍ଷରୁ ଚଳିତ ବର୍ଷ ନୂଆଁଖାଇ ଭେଟ୍‌ଘାଟ୍‌ କରୋନା କାଳ ପୂର୍ବ ବର୍ଷ ଭଳି ମଂଚରେ ପାଳନ କରିବାକୁ ସ୍ଥିରିକୃତ ହୋଇଛି । ରବିବାର ଦିନ ଆୟୋଜିତ ନୂଆଁଖାଇ ପ୍ରସ୍ତୁତି ବୈଠକରେ 'ଓସାକା'ର ଶତାଧିକ
Read More...

ପାଞ୍ଚଦିନିଆ ଅଷ୍ଟ୍ରେଲିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ଅଗଷ୍ଟ ୨୦ରୁ ୨୪ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ• କେନ୍ଦ୍ରମନ୍ତ୍ରୀଙ୍କ ଅଷ୍ଟ୍ରେଲିଆ ଗସ୍ତ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନରେ ସହଯୋଗୀ ହେବ• ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିବେ• ଅଷ୍ଟ୍ରେଲିଆର ଦକ୍ଷତା
Read More...

ଇପିଏଫଓ ପେ ରୋଲ ତଥ୍ୟ : ଜୁନ ୨୦୨୨ରେ ୧୮.୩୬ ଲକ୍ଷ ମୋଟ ସଦସ୍ୟ ଇପିଏଫଓରେ ଯୋଡି ହେଲେ

ନୂଆଦିଲ୍ଲୀ, (ପିଆଇବି) : ଇପିଏଫଓର ନିୟମିତ ଭାବେ ଦରମା ପାଉଥିବା କର୍ମଚାରୀଙ୍କ ଅଗଷ୍ଟ ୨୦, ୨୦୨୨ ଦିନ ପ୍ରକାଶିତ ତଥ୍ୟ ଅନୁସାରେ ଜୁନ, ୨୦୨୨ରେ ଇପିଏଫଓରେ ୧୮.୩୬ଲକ୍ଷ ମୋଟ ସଦସ୍ୟ ଯୋଡି ହୋଇଛନ୍ତି । ଗତବର୍ଷ ମେ ୨୦୨୨ ହିସାବକୁ ଦେଖିଲେ ଯୋଡି ହୋଇଥିବା ମୋଟ ସଦସ୍ୟଙ୍କ ସଂଖ୍ୟା ଜୁନ, ୨୦୨୨ରେ
Read More...

ଜୁନ୍, ୨୦୨୨ରେ ଖଣିଜ ଉତ୍ପାଦନ କ୍ଷେତ୍ରରେ ୭.୫ ପ୍ରତିଶତ ଅଭିବୃଦ୍ଧି

୨୦୨୨ - ୨୩ ଆର୍ଥିକ ବର୍ଷର ଏପ୍ରିଲ୍ - ଜୁନ୍ ମଧ୍ୟରେ ସାମଗ୍ରିକ ଅଭିବୃଦ୍ଧି ୯ ପ୍ରତିଶତ ଛୁଇଁଛିଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଗୁଡିକର ଉତ୍ପାଦନରେ ରେକର୍ଡ ପରିମାଣର ଅଭିବୃଦ୍ଧି ଦିଲ୍ଲୀ, (ପିଆଇବି) : ଜୁନ୍ ୨୦୨୨ ନିମନ୍ତେ ଖନନ ଏବଂ ଉତ୍ତୋଳନ କ୍ଷେତ୍ରର ଖଣିଜ ଉତ୍ପାଦନ ସୂଚକାଙ୍କ
Read More...

ଭିଡିଓ ବାର୍ତ୍ତା ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଜଳଜୀବନ ମିଶନ ଅଧୀନସ୍ଥ ହର ଘର ଜଲ ଉତ୍ସବରେ ସମ୍ବୋଧନ

“ଦେଶର ଦଶକୋଟି ଗ୍ରାମାଞ୍ଚଳ ପରିବାର ସ୍ୱଚ୍ଛ ପାଇପ ଜଳ ସଂଯୋଗ ସୁବିଧା ପାଇଛନ୍ତି”“ଗୋଆ ଦେଶର ପ୍ରଥମ ହର ଘର ଜଲ ପ୍ରମାଣିତ ରାଜ୍ୟ ହୋଇଛି”“ଏହି ସୁବିଧା ହାସଲ କରିବାରେ ଦାଦ୍ରାନଗର ହାବେଳୀ ଓ ଡାମନ ଏବଂ ଡ୍ୟୁ ଦେଶର ପ୍ରଥମ କେନ୍ଦ୍ର ଶାସିତ ଅଞ୍ଚଳ”“ଦେଶର ବିଭିନ୍ନ ରାଜ୍ୟର ଏକ ଲକ୍ଷ ଗ୍ରାମ
Read More...

୧୦କୋଟି ଗ୍ରାମାଞ୍ଚଳ ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି

ଗ୍ରାମାଞ୍ଚଳର ୫୨ ଭାଗରୁ ଅଧିକ ଘରକୁ ଟ୍ୟାପ ପାଣି ମିଳୁଛି୧୦କୋଟି ପରିବାରର ମହିଳା ଓ ଝିଅମାନେ ଏବେ ଘର ପାଇଁ ପାଣି ସଂଗ୍ରହ କରିବା ଜଞ୍ଜାଳରୁ ମୁକ୍ତ ନୂଆଦିଲ୍ଲୀ, (ପିଆଇବି) : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ ''ଆଜାଦି କି ଅମୃତ ମହୋତ୍ସବ” ପାଳନ କରୁଥିବାବେଳେ ‘ଜଳ ଜୀବନ
Read More...

ବାଂଲାଦେଶ : ଶେଖ ହସିନା କହିଲେ- ହିନ୍ଦୁ ସମ୍ପ୍ରଦାୟର ମଧ୍ୟ ସେତିକି ଅଧିକାର ଅଛି, ଯେତିକି ମୋର

ଢାକା : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି ଯେ, ଦେଶର ହିନ୍ଦୁ ସମ୍ପ୍ରଦାୟର ମଧ୍ୟ ସେଭଳି ଅଧିକାର ରହିଛି, ଯେତିକି ତାଙ୍କର ଅଧିକାର ଅଛି । ସେ କହିଛନ୍ତି ଯେ, ଦୁର୍ଗା ପୂଜା ସମୟରେ ପଶ୍ଚିମବଙ୍ଗରେ ଯେତିକି ମାଣ୍ଡପ ଲାଗେ, ତାଠାରୁ ଅଧିକ ଢାକାରେ ଲାଗେ । ଶେଖ ହସିନା ଗୁରୁବାର
Read More...

କଠିନତା ଆସିବ, କିନ୍ତୁ କାମ ବନ୍ଦ ହେବ ନାହିଁ : କହିଲେ ସିଏମ୍‌ କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀର ଏକ୍ସାଇଜ୍ ସ୍କାମରେ ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢ଼ାଉ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଘୋଷଣା କରିଛନ୍ତି ଯେ, ଯେତେ ବାଧାବିଘ୍ନ ଆସୁନା କାହିଁକି ଆମ କାର୍ୟ୍ୟ ବନ୍ଦ ହେବ ନାହିଁ । ସେ
Read More...

ଆଗାମୀ ଦିନରେ ଭାରତ ବିଶ୍ୱରେ ସୁପର୍‌ ପାୱାର୍ ହେବ : ବାଲିଆ ବଳିଦାନ ଦିବସରେ କହିଲେ ସିଏମ୍ ଯୋଗୀ

ଲଖ୍‌ନଉ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ପାଞ୍ଚଟି ସଂକଳ୍ପ ସହିତ କତ୍‌ର୍ତ୍ତବ୍ୟ ରାସ୍ତାରେ ଆଗକୁ ବଢ଼ିବାକୁ ଆହ୍‌ହ୍ୱାନ ଦେଇ କହିଛନ୍ତି ଯେ, ଆଗାମୀ ଦିନରେ ଭାରତ ବିଶ୍ୱର ଏକ ମହାଶକ୍ତି ହେବ ।
Read More...

ଫିଲ୍ମ ଷ୍ଟାଇଲ୍‌ରେ ଲୁଟ୍ : ସିବିଆଇ ଅଧିକାରୀ ସାଜି ବ୍ୟାଙ୍କରୁ ୩୫ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା

ଜାମସେଦପୁର : ଜାମସେଦପୁରର ମାନ୍‌ଗୋରେ ଅବସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଫିଲ୍ମ ଷ୍ଟାଇଲ୍‌ରେ ଏକ ଡକାୟତି ଘଟଣା ଚାରିପଟେ ଚର୍ଚ୍ଚାର ବିଷୟ ପାଲଟିଛି । ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ବ୍ୟାଙ୍କ କର୍ମଚାରୀଙ୍କ ମୁଣ୍ଡରେ ପିସ୍ତଲ ରଖି ବ୍ୟାଙ୍କରୁ ୩୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଘଟଣା
Read More...