Browsing Category

ଦେଶ ବିଦେଶ

ଭାରତରେ ଅନୁଷ୍ଠିତ ହେବ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ

• ଅନ୍ତର୍ଜାତୀୟ ଫୁଟବଲ ମହାସଂଘ (ଫିଫା)ର ଏହି ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ ପାଇଁ ଗ୍ୟାରେଣ୍ଟିରେ ସ୍ୱାକ୍ଷର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି• ଭୁବନେଶ୍ୱର, ନଭି ମୁମ୍ବାଇ ଏବଂ ଗୋଆରେ ୧୧ରୁ ୩୦ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା
Read More...

ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅନ୍ତର୍ଗତ ପ୍ରଶିକ୍ଷଣ ସଂସ୍ଥାର ପୁନଃକଳ୍ପନା ଉପରେ ଆୟୋଜିତ ମାନସ ମନ୍ଥନ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ (ଏମଏସଡିଇ) ଅନ୍ତର୍ଗତ ‘ରିଇମାଜିନେସନ ଅଫ୍ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ସ’ (ପ୍ରଶିକ୍ଷଣ ସଂସ୍ଥାର ପୁନଃକଳ୍ପନା) ଉପରେ ଆୟୋଜିତ ମାନସ
Read More...

ଇଲେକ୍ଟ୍ରିକ୍‌ ବାଇକ୍‌ ସୋରୁମ୍‌ରେ ଭୀଷଣ ଅଗ୍ନିକାଣ୍ଡ : ଚାଲିଗଲା ୮ ଜଣଙ୍କ ଜୀବନ

ମୃତକଙ୍କ ମଧ୍ୟରେ ଓଡ଼ିଆ ଦମ୍ପତ୍ତି ହାଇଦ୍ରାବାଦ : ଇଲେକ୍ଟ୍ରିକ୍‌ ବାଇକ୍‌ ସୋରୁମ୍‌ରେ ଭୀଷଣ ଅଗ୍ନିକାଣ୍ଡ । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେଲେଙ୍ଗାନା ସିକନ୍ଦରାବାଦରେ ସୋମବାର ବିଳମ୍ୱିତ ରାତିରେ ଏପରି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ମୃତକଙ୍କ
Read More...

ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ମହାରାଜଙ୍କ ଦେହତ୍ୟାଗ

ନରସିଂହପୁର : ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ମହାରାଜ ୯୯ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି । ଝାତେଶ୍ୱର ପରମହଂସୀ ଗଂଗା ଆଶ୍ରମରେ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ମହାରାଜଙ୍କ ସ୍ୱର୍ଗାରୋହଣ ହୋଇଛି । ଆସନ୍ତାକାଲି ଝାତେଶ୍ୱର
Read More...

ଆଗକୁ ରାଜ୍ୟପାଳ, ଉପରାଜ୍ୟପାଳ ନିଯୁକ୍ତି : ପୁଣି ଚର୍ଚ୍ଚାରେ ଓଡ଼ିଶା

ନୂଆଦିଲ୍ଲୀ : ଓଡ଼ିଶା ଉପରେ ଏବେ ବିଜେପିର ଆଖି । ନିର୍ଦ୍ଦିଷ୍ଟ ସମୟ ସଂପର୍କରେ ସ୍ପଷ୍ଟ ସୂଚନା ଦେଇ ନଥିଲେ ବି ସରକାର ଗଢ଼ିବୁ ବୋଲି ଗତ ମାସରେ ଓଡ଼ିଶାଗସ୍ତ କାଳରେ କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ତଥା ଦଳର ମୁଖ୍ୟ ରଣନୀତିକାର ଅମିତ ଶାହା ବକ୍ତବ୍ୟ ରଖିଥିଲେ । ଏହା ପରେ ପରେ
Read More...

କୁଇନ୍‌ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ଭାରତରେ ରାଷ୍ଟ୍ରୀୟ ଶୋକ

ରାଷ୍ଟ୍ରପତି ଭବନ ଏବଂ ଲାଲକିଲ୍ଲାରେ ଜାତୀୟ ପତାକା ଅର୍ଦ୍ଧନମିତ ନୂଆଦିଲ୍ଲୀ : କୁଇନ୍‌ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକରେ ସାରା ବିଶ୍ୱ ଏବେ ଶୋକରେ ଡୁବିରହିଛି । ବ୍ରିଟେନରେ ୧୦ ଦିନିଆ ଶୋକ ପାଳନ କରାଯାଉଥିବା ବେଳେ ଭାରତରେ ମଧ୍ୟ ରବିବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି ।
Read More...

‘‘ଭାରତରେ ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ସମ୍ପର୍କିତ ଜାତୀୟ ସମ୍ମିଳନୀ’’ ଉଦ୍‌ଘାଟିତ

● କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କଲେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ● ଜଳବାୟୁ ପରିବର୍ତ୍ତନ ସହିତ ଉପକୂଳ କ୍ଷେତ୍ରରେ ରହୁଥିବା ସମୁଦାୟଙ୍କୁ ଅଧିକ ସହନଶୀଳ କରିବାର ଆବଶ୍ୟକତା ରହିଛି : ଶ୍ରୀ ଯାଦବ● ଉପକୂଳ କ୍ଷେତ୍ରର ସହନଶୀଳତା, ଦୀର୍ଘସ୍ଥାୟୀତ୍ବ
Read More...

ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ୯୬ ତୋପର ସଲାମୀ

ଲଣ୍ଡନ : ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକକୁ ନେଇ ଶୁକ୍ରବାରଠାରୁ ବ୍ରିଟେନରେ ୧୦ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଛି । ଶୋକ ଦିବସର ପ୍ରଥମ ଦିନରେ ରାଣୀଙ୍କ ଉଦ୍ଦେଶ୍ୟରେ ଇଂଲଣ୍ଡର ବିଭିନ୍ନ ସାମରିକ ପ୍ରତିଷ୍ଠାନ ପକ୍ଷରୁ ୯୬ଟି ଲେଖାଏଁ ତୋପ ସଲାମୀ ଦିଆଯାଇଛି । ଅପରାହ୍ନ ୧ଟାରେ ହାଇଦ
Read More...

ଲସ୍ ଏଞ୍ଜେଲସରେ ଭାରତ-ପ୍ରଶାନ୍ତ ଅର୍ଥନୈତିକ ଫୋରମର ମନ୍ତ୍ରୀ ସ୍ତରୀୟ ବ୍ୟକ୍ତିଗତ ବୈଠକରେ ଅଂଶଗ୍ରହଣ କରିଛନ୍ତି ପୀୟୁଷ…

ଆମର ଜାତୀୟ ସ୍ୱାର୍ଥକୁ ଆଧାର କରି ଆଇପିଇଏଫ୍ ଢାଞ୍ଚାର ବିଭିନ୍ନ ଦିଗ ଉପରେ ଭାରତ ନିଷ୍ପତ୍ତି ନେବ : ପୀୟୁଷ ଗୋୟଲଭାରତ ମୁକ୍ତ, ଖୋଲା ଏବଂ ସମନ୍ବିତ ଭାରତ-ପ୍ରଶାନ୍ତ ମହାସଗାରୀୟ କ୍ଷେତ୍ର ପାଇଁ ନିଜର ପ୍ରୟାସ ପ୍ରତି ପ୍ରତିଶ୍ରୁତିବଦ୍ଧ ରହିଛି : ଶ୍ରୀ ଗୋୟଲଗୋୟଲ୍ ଲସ ଏଞ୍ଜେଲ୍ସ ରେ
Read More...

ଗ୍ରେଟ ବ୍ରିଟେନ ଓ ଉତ୍ତର ଆୟର୍ଲାଣ୍ଡର ରାଣୀ ମହାମହିମ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ସେପ୍ଟେମ୍ବର ୧୧ରେ ଦିନିକିଆ…

ଦିଲ୍ଲୀ, (ପିଆଇବି) : ଗ୍ରେଟ ବ୍ରିଟେନ ଓ ଉତ୍ତର ଆୟର୍ଲାଣ୍ଡର ରାଣୀ ମହାମହିମ ଏଲିଜାବେଥ ଦ୍ୱିତୀୟଙ୍କର ସେପ୍ଟେମ୍ବର ୮, ୨୦୨୨ରେ ବିୟୋଗ ହୋଇଛି । ଏହି ଦିବଂଗତ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ମାନାର୍ଥେ ଭାରତ ସରକାର ସେପ୍ଟେମ୍ବର ୧୧ରେ ସାରା ଦେଶରେ ଦିନିକିଆ ଶୋକ ପାଳନ କରିବାକୁ ନିଷ୍ପତ୍ତି
Read More...