Browsing Category

ଦେଶ ବିଦେଶ

୧୬ରେ ଡିବିୟୁର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଦେଶର ଆର୍ଥିକ ଅନ୍ତର୍ଭୁକ୍ତିକୁ ଅଧିକ ବ୍ୟାପକ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦେଶର ୭୫ଟି ଜିଲ୍ଲାକୁ ୭୫ଟି ଡିଜିଟାଲ ବ୍ୟାଙ୍କ ୟୁନିଟ୍‌ (ଡିବିୟୁ) ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ବୋଲି ଜଣାପଡ଼ିଛି । ଏ ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ
Read More...

ସେପ୍ଟିକ୍‌ ଟ୍ୟାଙ୍କ୍‌ରୁ ଗ୍ୟାସ୍‌ ଲିକ୍‌ ହୋଇ ୧୦୦ ଛାତ୍ରଛାତ୍ରୀ ଅସୁସ୍ଥ : ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଦନ୍ତ…

କିଶନଗିରି : ତାମିଲନାଡୁର ହୋସୁର ଜିଲାରେ ଗ୍ୟାସ୍‌ ଲିକ୍‌ ଯୋଗୁ ଏକ କର୍ପୋରେଶନ ମିଡିଲ୍‌ ସ୍କୁଲ୍‌ର ପ୍ରାୟ ୧୦୦ଜଣ ପିଲା ଅସୁସ୍ଥ ହୋଇପଡ଼ିଛନ୍ତି । ସ୍କୁଲ୍‌ ପରିସରରେ ଥିବା ସେପ୍ଟିକ୍‌ ଟ୍ୟାଙ୍କ୍‌ରୁ ଗ୍ୟାସ୍‌ ଲିକ୍‌ ହେବାରୁ ପିଲାମାନଙ୍କର ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା ।
Read More...

୭ମ ଥର ପାଇଁ ମହିଳା ଏସିଆ କପ୍‌ର ବିଜେତା ହେଲା ଭାରତ

ସିଲହଟ : ଭାରତୀୟ ମହିଳା କ୍ରିକେଟ ଦଳ ୭ମ ଥର ପାଇଁ ଏସିଆ କପ୍‌ର ବିଜେତା ହୋଇଛି । ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ଶୋଚନୀୟ ପରାସ୍ତ କରିଛି । ଭାରତୀୟ ଦଳ ପାଇଁ ବିଜୟ ଲକ୍ଷ୍ୟ ୬୬ ରନ୍‌ ଥିବା ବେଳେ ଦଳ ୨ ଓ୍ବିକେଟ ହରାଇ ୮.୩ ଓଭରରେ ୭୧ ସଂଗ୍ରହ କରି ସହଜ ବିଜୟ ହାସଲ କରିଛି ।
Read More...

ଆଇଏନଏସ ଅରିହନ୍ତରୁ ହେଲା ବୁଡ଼ାଜାହାଜରୁ ନିକ୍ଷେପ କରାଯାଇପାରୁଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, (ପିଆଇବି) : ଆଇଏନଏସ ଅରିହନ୍ତରୁ ଅକ୍ଟୋବର ୧୪, ୨୦୨୨ରେ ବୁଡ଼ାଜାହାଜରୁ ନିକ୍ଷେପ କରାଯାଇ ପାରୁଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ର (ଏସଏଲବିଏମ)ର ସଫଳ ପରୀକ୍ଷଣ କରାଯାଇଛି । ଏକ ନିର୍ଦ୍ଧାରିତ ଦୂରତାରେ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିଲା ଏବଂ ଏହା ଉଚ୍ଚ ସଠିକତା ସହିତ
Read More...

ଅକ୍ଟୋବର ୧୬ରେ ଦେଶର ୭୫ ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ (ଡିବିୟୁ) ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ…

ଡିବିୟୁଗୁଡିକ ଦେଶର ଆର୍ଥିକ ଅନ୍ତର୍ଭୁକ୍ତିକୁ ଆହୁରି ବ୍ୟାପକ କରିବଡିବିୟୁଗୁଡିକ ଡିଜିଟାଲଆର୍ଥିକ ସାକ୍ଷରତା ପ୍ରସାର ସହ ଗ୍ରାହକମାନଙ୍କୁ ସାଇବର ସୁରକ୍ଷା ସଚେତନତା ଓ ନିରାପତ୍ତା ସମ୍ପର୍କରେ ଶିକ୍ଷିତ କରିବଡିବିୟୁଗୁଡିକ ବର୍ଷ ସାରା ବ୍ୟାଙ୍କିଙ୍ଗ ଉତ୍ପାଦ ଓ ସେବା ସମ୍ପର୍କରେ ଉନ୍ନତ
Read More...

ଦେଶର ସର୍ବପ୍ରଥମ ସମସ୍ତ ଆଇଆଇଟି ଆର୍ ଆଣ୍ଡ୍ ଡି ପ୍ରଦର୍ଶନୀ “ଇନଭେନଟିଭ୍ ୨୦୨୨”ରେ କେନ୍ଦ୍ରମନ୍ତ୍ରୀ

ଦେଶର ପ୍ରତ୍ୟେକ ଆଇଆଇଟି ହେଉଛି ରତ୍ନଭଣ୍ଡାର – ଧର୍ମେନ୍ଦ୍ର ପ୍ରଧାନ• ଇନଭେନଟିଭ କାର୍ଯ୍ୟକ୍ରମରେ ଯୋଗଦେଲେ ଏୟାରଟେଲ, ଇନସ୍ପେଶ ଓ ସାଏଣ୍ଟର ମୁଖ୍ୟ• ୨୩ଟି ଆଇଆଇଟିର ନିର୍ଦ୍ଦେଶକ, ପ୍ରଫେସର, ଶିଳ୍ପ ନେତୃତ୍ୱ ସାମିଲ• ଜ୍ଞାନ ଏବଂ ଅଭିଜ୍ଞତାର ଗନ୍ତାଘର ଆଇଆଇଟି ଦେଶର ଭବିଷ୍ୟତ ପାଇଁ ରାସ୍ତା
Read More...

ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର : ୧୨ରେ ମତଦାନ ୮ରେ ଫଳାଫଳ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି । ଶୁକ୍ରବାର ନିର୍ବାଚନ କମିଶନର ଏକ ଖବରଦାତା ସମ୍ମିଳନୀ କରି ତାରିଖ ଘୋଷଣା କରିଛନ୍ତି । ୬୮ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ହିଁ ମତଦାନ ଅନୁଷ୍ଠିତ ହେବ । ନଭେମ୍ବର ୧୨ରେ ମତଦାନ ତାରିଖ ଧାର୍ଯ୍ୟ କରାଯାଇଥିବା
Read More...

ମସ୍କୋ-ଦିଲ୍ଲୀ ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ : ମସ୍କୋରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ବିମାନରେ ବୋମା ଆତଙ୍କ ଖେଳିଛି । ଗୁରୁବାର ବିଳମ୍ବିତ ରାତିରେ ଗୋଟାଏ ବିମାନରେ ବୋମା ଥିବା କଥା ଏକ ଧମକପୂର୍ଣ୍ଣ କଲ ଆସିଥିଲା । ଖବର ମିଳିବା ପରେ ହଇଚଇ ସୃଷ୍ଟି ହୋଇଥିଲା ଏବଂ ଲୋକେ ଭୟଭୀତ ହୋଇପଡିଲେ । ବିଳମ୍ବିତ ରାତି ପ୍ରାୟ ୩ଟା
Read More...

ମହିଳା ଏସିଆ କପ କ୍ରିକେଟ : ଫାଇନାଲରେ ଭାରତ

ସିଆଲହେଟ : ଚଳିତ ମହିଳା ଏସିଆ କପ କ୍ରିକେଟରେ ଭାରତ ଗୁରୁବାର ଥାଇଲାଣ୍ଡକୁ ୭୪ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୪୮ ରନ କରିଥିଲା । ଶେଫାଳୀ ବର୍ମା ୪୨ ଏବଂ ଅଧିନାୟିକା ହରମନପ୍ରୀତ କୌର ୩୬ ରନର ଇନିଂସ
Read More...

ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳି ପୂର୍ବରୁ କେଦାରନାଥ ଏବଂ ବଦ୍ରିନାଥ ଗସ୍ତ କରିବେ । ସର୍ବପ୍ରଥମେ, ଅକ୍ଟୋବର ୨୨ରେ, ପ୍ରଧାନମନ୍ତ୍ରୀ କେଦାରନାଥ ଧାମରେ ପ୍ରାର୍ଥନା କରିବେ ଏବଂ ଏହା ପରେ ଅକ୍ଟୋବର ୨୨ ସାରେ ସେ ବଦ୍ରିନାଥ ଧାମରେ ପହଞ୍ଚିବେ । ବିଶେଷ ସୂତ୍ରରୁ ପ୍ରକାଶ
Read More...