Browsing Category

ଦେଶ ବିଦେଶ

ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ପୂର୍ବ ଭାରତରେ ଭୂକମ୍ପର ଝଟକା । ଅରୁଣାଚଳ ପ୍ରଦେଶରେ ଗୁରୁବାର ସକାଳେ ବଡ ଧରଣର ଭୂକମ୍ପ ଝଟକା ଅନୁଭବ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ଥିଲା ବୋଲି ଜଣାପଡିଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ଅରୁଣାଚଳ ପ୍ରଦେଶର
Read More...

ଡିଜି ଲକରରେ ବର୍ତ୍ତମାନ ସ୍ୱାସ୍ଥ୍ୟ ରେକର୍ଡ ରଖି ତାହାକୁ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ (ଏବିଏଚଏ) ସହ ସଂଯୋଗ…

ନୂଆଦିଲ୍ଲୀ, (ପିଆଇବି) : ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ବିଶ୍ୱସନୀୟ ନଥିପତ୍ର ବିନିମୟ ମଞ୍ଚ ଡିଜିଲକର ସଫଳତାର ସହ ଏହାର ଦ୍ୱିତୀୟ ପର୍ଯ୍ୟାୟ ସମ୍ମିଶ୍ରଣ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ସହ (ଏବିଡିଏମ) ସମ୍ପନ୍ନ କରିଛି । ଡିଜିଲକର ପ୍ଲାଟଫର୍ମ ଏଣିକି
Read More...

ବାଣ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ : ୫ ମୃତ, ୧୦ ଗୁରୁତର

ନୂଆଦଲ୍ଲୀ : ତାମିଲନାଡୁର ମଦୁରାଇ ଜିଲ୍ଲାର ଏକ ଘରୋଇ ବାଣ କାରଖାନାରେ ନିଆଁ ଲାଗି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ମଦୁରାଇର ଏସ୍‌ପି ଏହି ଦୁର୍ଘଟଣା ଉପରେ ନିଶ୍ଚିତ କରିଛନ୍ତି । ଏହି ଘଟଣା ମଦୁରାଇ ଜିଲ୍ଲାର
Read More...

ଜମ୍ମୁ-ପଠାନକୋଟ ଜାତୀୟ ରାଜପଥରେ ଦୁଇ ବସ୍ ମୁହାଁମୁହିଁ ଧକ୍କା : ୩ ମୃତ, ୧୭ ଆହତ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରରେ ସଡ଼କ ଦୁର୍ଘଟଣା । ଦୁଇ ବସ୍ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା । ଜମ୍ମୁ-କାଶ୍ମୀର ସାମ୍ୱା ଜିଲ୍ଲା ଜମ୍ମୁ-ପଠାନକୋଟ ଜାତୀୟ ରାଜପଥ ନିକଟରେ ଗତ ବୁଧବାର ରାତିରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ
Read More...

‘ସାଟେଲାଇଟ୍ ଟିଭି ଚ୍ୟାନେଲ୍‌ର ଲିଙ୍କିଂ ପାଇଁ ନିର୍ଦ୍ଦେଶାବଳୀ, ୨୦୨୨’କୁ କ୍ୟାବିନେଟ୍ ଅନୁମୋଦନ

“ଭାରତରେ ସାଟେଲାଇଟ୍ ଟେଲିଭିଜନ୍ ଚ୍ୟାନେଲ୍ ଗୁଡ଼ିକର ଅପ ଲିଙ୍କିଂ ଏବଂ ଡାଉନ ଲିଙ୍କିଂ ପାଇଁ ନିର୍ଦ୍ଦେଶାବଳୀ, ୨୦୨୨”କୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି ଦିଲ୍ଲୀ, (ପିଆଇବି) : କେନ୍ଦ୍ର କ୍ୟାବିନେଟ “ଭାରତରେ ଟେଲିଭିଜନ୍ ଚ୍ୟାନେଲ୍ ଗୁଡ଼ିକର ଅପ ଲିଙ୍କିଂ ଏବଂ ଡାଉନ ଲିଙ୍କିଂ ପାଇଁ
Read More...

ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ : ବୈଦେଶିକ ବାଣିଜ୍ୟ ନୀତି…

• ଏହି ନିଷ୍ପତ୍ତି ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ସୁବିଧା ଦେବା ସହ ଏହାକୁ ସହଜ କରିବ ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ମୁଦ୍ରା ବା ଟଙ୍କା (ଆଇଏନଆର)ରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ପାଇଁ ଅନୁମତି ଦେବା ଲାଗି ବୈଦେଶିକ ବାଣିଜ୍ୟ ନୀତି ଏବଂ ପଦ୍ଧତି ପୁସ୍ତିକାରେ
Read More...

ଇଟାଲୀରେ ଭୂକମ୍ପ ଅନୁଭୂତ

ରୋମ୍‌ : ବୁଧବାର ଇଟାଲୀର ଉତ୍ତର-ପୂର୍ବ ଉପକୂଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୭ ଥିଲା । ଏହି ଭୂକମ୍ପ ଯୋଗୁ କିଛି ଅଟ୍ଟାଳିକାରେ ଫାଟ ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ରିପୋର୍ଟ କିଛି ଜଣାପଡ଼ିନାହିଁ । ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ
Read More...

ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କଲେ ଡ. ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଭବନର ଦରବାର ହଲରେ ଆଜି (ନଭେମ୍ବେର ୦୯, ୨୦୨୨) ୧୦.୦୦ ଘ. ରେ ଆୟୋଜିତ ଏକ ସମାରୋହରେ, ନ୍ୟାୟମୂର୍ତ୍ତି ଡ. ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡ଼ ଭାରତର ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ସେ ରାଷ୍ଟ୍ରପତିଙ୍କ ନିକଟରେ ପଦ ଓ
Read More...

ପାକିସ୍ତାନ ଡ୍ରୋନକୁ ତଳକୁ ଖସାଇଲେ ବିଏସ୍‌ଏଫ୍‌ ଯବାନ

ଚଣ୍ଡିଗଡ : ପଞ୍ଜାବର ଫିରୋଜପୁରରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଯବାନମାନେ ଭାରତ-ପାକିସ୍ତାନ ସୀମା ନିକଟରେ ଆକାଶରେ ବୁଲୁଥିବା ପାକ ଡ୍ରୋନକୁ ତଳକୁ ଖସାଇଛନ୍ତି । ଡ୍ରୋନରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନାହିଁ । ଘଟଣାସ୍ଥଳରେ ବିଏସ୍‌ଏଫ୍‌ ଏବଂ ପୋଲିସ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ
Read More...

ନେପାଳରେ ଭୂକମ୍ପ, ଘର ଭୁଷୁଡ଼ିବା କାରଣରୁ ୬ ଜଣଙ୍କ ମୃତ୍ୟୁ, ପ୍ରଭାବିତ ଅଞ୍ଚଳରେ ସେନା

ନୂଆଦିଲ୍ଲୀ : ମଙ୍ଗଳବାର ରାତି ପ୍ରାୟ ୨ଟା ସମୟରେ ନେପାଳ, ଚୀନ୍, ଦିଲ୍ଲୀ, ଏନ୍‌ସିଆର ସମେତ ସମଗ୍ର ଉତ୍ତର ଭାରତରେ ହୋଇଥିବା ଭୂକମ୍ପରେ ସମଗ୍ର ଦେଶ କମ୍ପିତ ହୋଇଥିଲା । ଭୂକମ୍ପ ଯୋଗୁଁ ନେପାଳରେ ପ୍ରବଳ ଧ୍ୱଂସ ହୋଇଥିବା ଆଶଂକା କରାଯାଉଛି । ନେପାଳର ଦୋଟି ଜିଲ୍ଲାରେ ଏକ ଘର ଭୁଷୁଡ଼ିବା
Read More...