Browsing Category
ଦେଶ ବିଦେଶ
ରିଷି ସିିଂହ ଇଣ୍ଡିଆନ୍ ଆଇଡଲ୍-୧୩ର ବିଜେତା
ମୁମ୍ବଇ : ସୋନି ଟେଲିଭିଜନ ଚାନେଲର ସମ୍ମାନଜନକ ସଙ୍ଗୀତ ରିୟଲିଟି ସୋ' ଇଣ୍ଡିଆନ ଆଇଡଲ୍-୧୩ର ବିଜୟୀ ହୋଇଛନ୍ତି ଉତ୍ତରପ୍ରଦେଶ ଅଯୋଧ୍ୟାର ରିଷି ସିଂହ । ରିଷି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଲକାତାର ଦେବସ୍ମିତା ରାୟଙ୍କୁ ପରାସ୍ତ କରି ଏହି ସଫଳତା ପାଇଛନ୍ତି । ପୁରସ୍କାର ବାବଦକୁ!-->…
Read More...
Read More...
ଆରପିଏଫରେ ୨୦୦୦୦ କନଷ୍ଟେବଳ ପଦବୀ ପାଇଁ ନିଯୁକ୍ତି ବିଷୟରେ ସ୍ପଷ୍ଟିକରଣ
ଦିଲ୍ଲୀ, (ପିଆଇବି) : ସୋସିଆଲ ଏବଂ ପ୍ରିଣ୍ଟ ମିଡିଆରେ ଆରପିଏଫରେ ୨୦୦୦୦ କନଷ୍ଟେବଳ ପଦବୀରେ ନିଯୁକ୍ତି ବିଷୟରେ ଏକ ମିଥ୍ୟା ବାର୍ତ୍ତା ପ୍ରଚାର କରାଯାଉଛି ।
ସମସ୍ତଙ୍କ ଅବଗତି ପାଇଁ ଏହା ସୂଚିତ କରାଯାଇଛି ଯେ ଆରପିଏଫ କିମ୍ବା ରେଳ ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କ ଅଫିସିଆଲ ୱେବସାଇଟରେ!-->!-->!-->…
Read More...
Read More...
ଦେଶ ପାଇଁ ୪୦,୦୦୦ରୁ ଅଧିକ ଅମୃତ ସରୋବର ଉତ୍ସର୍ଗୀକୃତ : ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଉଲ୍ଲେଖନୀୟ…
ଦିଲ୍ଲୀ, (ପିଆଇବି) : ସ୍ୱାଧୀନତାର ୭୫ତମ ବର୍ଷରେ, ‘ଆଜାଦିର ଅମୃତ ମହୋତ୍ସବ'ର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ୭୫ଟି ଅମୃତ ସରୋବର ନିର୍ମାଣ / ନବୀକରଣ ଲକ୍ଷ୍ୟ ନେଇ ୨୪ ଏପ୍ରିଲ, ୨୦୨୨ରେ ମିଶନ ଅମୃତ ସରୋବର ଆରମ୍ଭ କରିଥିଲେ । ଏହି କାର୍ଯ୍ୟ ଦେଶର!-->…
Read More...
Read More...
ହରିଦ୍ୱାରରେ ଉଦଘାଟନ ହେଲା ପତଞ୍ଜଳି ବିଶ୍ୱବିଦ୍ୟାଳୟ
ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗତକାଲି ହରିଦ୍ୱାରରେ ପତଞ୍ଜଳି ବିଶ୍ୱବିଦ୍ୟାଳୟର ଉ୍ଘାଟନ କରିଛନ୍ତି । ଏହି ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ଯୋଗ ଗୁରୁ ବାବା ରାମଦେବ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଅମିତ ଶାହା ଏବଂ ବାବା ରାମଦେବ ମଧ୍ୟ!-->…
Read More...
Read More...
ଆତ୍ମନିର୍ଭର ଭାରତ : ଭାରତୀୟ ନୌସେନା ପାଇଁ ୧୭୦୦ କୋଟି ଟଙ୍କା ମୂଲ୍ୟର ୧୩ ଲିଙ୍କ୍ସ
ୟୁ୨ ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥା ପାଇଁ ବିଇଏଲ୍ ସହିତ ଚୁକ୍ତି ସ୍ୱାକ୍ଷର କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ
ଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ମନ୍ତ୍ରଣାଳୟ, ମାର୍ଚ୍ଚ ୩୦, ୨୦୨୩ ରେ ଭାରତୀୟ ନୌସେନା ପାଇଁ ୧୩ ଟି ଲିଙ୍କ୍ସ - ୟୁ୨ ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥାକୁ ଆହରଣ କରିବା ପାଇଁ!-->!-->!-->…
Read More...
Read More...
ଆମେରିକା ଓ ୟୁରୋପରେ ବ୍ୟାଙ୍କ ବ୍ୟବସ୍ଥାରେ ଦେଖାଦେଇଥିବା ସଙ୍କଟ ପରିପ୍ରେକ୍ଷୀରେ ଭାରତର ରାଷ୍ଟ୍ରାୟତ୍ତ ବ୍ୟାଙ୍କ…
ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ନିର୍ଦ୍ଧାରିତ ନୀତି ନିୟମ ଓ ନିର୍ଦ୍ଦେଶାବଳୀର ଉପଯୁକ୍ତ ପରିପାଳନ ସହିତ ନିୟାମକ ବ୍ୟବସ୍ଥା, ବିପଦ ପରିଚାଳନା (ରିସ୍କ ମ୍ୟାନେଜମେଣ୍ଟ), ଡିପୋଜିଟ୍ ଡାଇଭରସିଫିକସେନ ଓ ସମ୍ପତ୍ତି ଭିତ୍ତି ଉପରେ ଗୁରୁତ୍ୱ ପ୍ରଦାନ
!-->!-->!-->…
Read More...
Read More...
ଛତିଶଗଡର ଜଗଦଲପୁର ଠାରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ (ସିଆରପିଏଫ୍)ର ୮୪ ତମ ସ୍ଥାପନା ଦିବସ ଉତ୍ସବରେ ମୁଖ୍ୟ ଅତିଥି…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସୁରକ୍ଷା ବାହିନୀ ଗତ ୯ ବର୍ଷ ଧରି ବାମପନ୍ଥୀ ଉଗ୍ରବାଦ ବିରୋଧରେ ଦୃଢ଼ ଭାବରେ ଲଢ଼ି ନିର୍ଣ୍ଣାୟକ ବିଜୟ ହାସଲ କରିଛିବାମପନ୍ଥୀ ଉଗ୍ରବାଦୀର କେନ୍ଦ୍ରସ୍ଥଳ ଛତିଶଗଡର ବସ୍ତର ଠାରେ ସିଆରପିଏଫ୍ ପ୍ରଥମ ଥର ପାଇଁ ଏହାର ସ୍ଥାପନା ଦିବସ ପ୍ୟାରେଡ!-->…
Read More...
Read More...
୨୦୨୩-୨୪ ଋତୁ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ୨୦୨୩-୨୪ ଋତୁ ପାଇଁ କଞ୍ଚା ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ମଞ୍ଜୁରି ମିଳିଛି । ଏହି ମଞ୍ଜୁରି କୃଷି ଖର୍ଚ୍ଚ ଓ!-->…
Read More...
Read More...
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଓ ପେନସନଭୋଗୀଙ୍କ ମହଙ୍ଗା ସହାୟତାରେ ୪% ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି
• ବର୍ଦ୍ଧିତ ଡିଏ ଓ ଡିଆର ଜାନୁଆରୀ ପହିଲା ୨୦୨୩ରୁ ପିଛିଲା ଭାବେ ଲାଗୁ ହେବ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସବୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀମାନଙ୍କ!-->!-->!-->…
Read More...
Read More...
ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରବ୍ଦ
ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ ରବ୍ଦ କରାଯାଇଥିବା ସୂଚନା ମିଳିଛି । କୋର୍ଟଙ୍କ ଦ୍ୱାରା ଜେଲ ଦଣ୍ଡାଦେଶ ପରେ ସାଂସଦ ପଦ ରବ୍ଦ କରାଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ମୋଦି ସାଙ୍ଗିଆକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ବେଳେ ତାଙ୍କୁ ସୁରତର ଏକ କୋର୍ଟ ୨ ବର୍ଷ!-->…
Read More...
Read More...