Browsing Category

ଅପରାଧ

ଯୁବତୀଙ୍କୁ ମହିଳା ଜଣକ ଚାକିରି ପାଇଁ ଜଣେ ଯୁବକଙ୍କ ପାଖକୁ ପଠାଇଲେ : ଯୁବକର ଦୁଷ୍କର୍ମର ଶିକାର ହେଲେ ଯୁବତୀ

ଯମୁନାନଗର : ହରିୟାଣାର ଯମୁନାନଗର ସହରର ଜଣେ ଯୁବତୀଙ୍କୁ ବଳାତ୍କାର କରିବା, ଅଶ୍ଳୀଳ ଭିଡିଓ ରେକର୍ଡିଂ କରିବା ସହ ଧମକ ଦେଉଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛନ୍ତି । ପୋଲିସକୁ ଦିଆଯାଇଥିବା ଅଭିଯୋଗରେ ଅନୁସାରେ ଜଣେ ଯୁବତୀଙ୍କୁ ଜଣେ ମହିଳା ଜଣେ ଯୁବକ ନିକଟକୁ ପଠାଇଥିଲେ ।
Read More...

ଜଣେ ଗର୍ଭବତୀ ବନ ବିଭାଗ କର୍ମଚାରୀଙ୍କୁ ଅତି ନିର୍ମମ ଭାବେ ମାଡ ମାରିଥିବା ଅଭିଯୋଗରେ ଦମ୍ପତିଙ୍କୁ ଗିରଫ କଲା ପୋଲିସ

ମୁମ୍ବାଇ : ମହାରାଷ୍ଟ୍ରର ସାତାରା ଜିଲ୍ଲାର ଏକ ଗାଁରେ ଜଣେ ଗର୍ଭବତୀ ଜଙ୍ଗଲ ରକ୍ଷୀଙ୍କୁ ଅତି ନିର୍ମମ ଭାବେ ମାଡ ମାରିଥିବା ଅଭିଯୋଗରେ ପୋଲିସ ଦମ୍ପତିଙ୍କୁ ଗିରଫ କରିଛି । ରାଜ୍ୟ ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକରେ ଗୁରୁବାର ଏହି ସୂଚନା ଦେଇଛନ୍ତି ।ନିଜ ଟ୍ୱିଟର ଆକାଉଣ୍ଟରୁ ଏ ସମ୍ପର୍କରେ
Read More...

ସ୍ୱାମୀ ସହ ଶ୍ୱଶୁର ଘର ଲୋକେ ମିଶି ସାତ ଥର ମୋର ଗର୍ଭ ନଷ୍ଟ କରାଇଲେ ଓ ଶେଷରେ ମତେ ଘରୁ ତଡ଼ିଦେଲେ : ନିର୍ଯାତିତା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀ ସହ ଶ୍ୱଶୁର ଘର ଲୋକେ ମିଶି ସାତ ଥର ମୋର ଗର୍ଭ ନଷ୍ଟ କରାଇଲେ ଓ ଶେଷରେ ମତେ ଘରୁ ତଡ଼ିଦେଲେ ବୋଲି ଜଣେ ନିର୍ଯାତିତା ମହିଳା ଦାମେନୀ ମେହେର ଅଭିଯୋଗ କରିଛନ୍ତି । ତୁରେକେଲା ନିକଟସ୍ଥ ସେମ୍‌ଲା ନିବାସୀ ଦାମେନୀ କହିଛନ୍ତି ଯେ, ଗତ ୧୦ ତାରିଖ ଦିନ ସେ
Read More...

କୃଷକଙ୍କ ମୁଣ୍ଡ କାଟି ହତ୍ୟା, ନିଜ ତିନି ଭାଇ ହତ୍ୟାରେ ସାମିଲ ଥିବା ଅଭିଯୋଗ

ହାର୍‌ଦୋଇ : ଉତ୍ତରପ୍ରଦେଶର ହାର୍‌ଦୋଇର ବାଘୋଲି ଅଞ୍ଚଳର କୋଇଲିପୁରୱା ମୌଜା ଆଥୋଆ ଗାଁରେ ବଜାରକୁ ଯାଇଥିବା ଜଣେ ଚାଷୀଙ୍କ ମୁଣ୍ଡ ଛେଚି ହତ୍ୟା କରିଥିବା ଏକ ଘଟଣା ସାମ୍ନାକୁ ଆସିଛି । ଶୁକ୍ରବାର ସନ୍ଧ୍ୟାରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଶନିବାର ସକାଳେ ଗାଁ ବାହାରେ ଥିବା
Read More...

ନକଲି ପୋଲିସ ଯାଞ୍ଚ୍ ଆଳରେ କରୁଥିଲେ ଲୁଟପାଟ୍, ଅସଲି ପୋଲିସ କଲା ଗିରଫ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୋଲିସ ସ୍କ୍ୱାଡର କର୍ମଚାରୀ ପରିଚୟ ଦେଇ ଲୁଟ୍‌ପାଟ୍‌ କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଅତାବିରା ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗିର ସଦର ଥାନା ସିନ୍ଦୁରବାହାଲ ଗ୍ରାମର ସୁମନ ଶେଖର ପାଣିଗ୍ରାହୀ (୨୬) ଏବଂ ବରଗଡ଼ ପୌର ପରିଷଦ
Read More...

ଏକ ଘରୋଇ ଡାକ୍ତରଖାନାରୁ ମିଳିଲା ମଣିଷ ଖପୁରୀ ଓ ନର କଙ୍କାଳ : ଉତ୍ତେଜନା

ୱାର୍ଦ୍ଧା : ମହାରାଷ୍ଟ୍ର ୱାର୍ଦ୍ଧାର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି । ଘରୋଇ ଡାକ୍ତରଖାନା କଦମ ପରିସରରେ ମଣିଷ ଖପୁରୀ ଏବଂ କଙ୍କାଳ ଦେଖିବାକୁ ମିଳିଛି । ଡାକ୍ତରଖାନାରୁ ୧୧ଟି ମାନବ ଖପୁରୀ ଏବଂ ୫୬ଟି ମାନବ ଅଙ୍ଗ ମିଳିଛି । ଏହି ଖପୁରୀ ଓ କଙ୍କାଳ କାହାର, ତାହାର
Read More...

ସ୍ୱାମୀ ନିଜେ ସୋସିଆଲ ମିଡିଆରେ ପତ୍ନୀଙ୍କ ଅଶ୍ଳୀଳ ଫଟୋ ସେୟାର କରୁଥିଲେ, କାବୁ କଲା ପୋଲିସ

ହାର୍‌ଦା : ଅଦ୍ୟାବଧି ସୋସିଆଲ ମିଡିଆରେ ମାନସିକ ବିକୃତ କିମ୍ବା ବିକାରଗ୍ରସ୍ତ ଲୋକଙ୍କ ଦ୍ୱାରା ମହିଳା ଏବଂ ଝିଅମାନଙ୍କୁ ହଇରାଣ କରିବାର ଘଟଣା ଦେଖିବାକୁ ମିଳେ । କିନ୍ତୁ ମଧ୍ୟପ୍ରଦେଶର ହାର୍‌ଦା ଜିଲ୍ଲାର ଟିମ୍‌ରନିରେ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ସ୍ୱାମୀ ନିଜେ ସୋନୁ ନାମରେ
Read More...

ତନ୍ତ୍ର-ମନ୍ତ୍ର ସାହାଯ୍ୟରେ ପକ୍ଷାଘାତ ରୋଗର ଚିକିତ୍ସା ପାଇଁ ଯାଇଥିବା ମହିଳା ତାନ୍ତ୍ରିକ ଦ୍ୱାରା ଦୁଷ୍କର୍ମର ଶିକାର

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ପକ୍ଷାଘାତ ମହିଳା ରୋଗୀ ତାଙ୍କ ଚିକିତ୍ସା ପାଇଁ ତାନ୍ତ୍ରିକ ପାଖକୁ ଯାଇଥିବା ବେଳେ ତାନ୍ତ୍ରିକ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ ତାନ୍ତ୍ରିକ ଜଣକ ବାହାନା କରି ମହିଳାଙ୍କ
Read More...

ଯୌନ ଶୋଷଣ ଓ ପ୍ରତାରଣା ଅଭିଯୋଗରେ ଯୁବକକୁ ଗିରଫ୍‌ କଲା ପୋଲିସ

ବେଲପଡ଼ା, (କେପିଏନ୍‌ଏସ୍‌) : ଯୌନ ଶୋଷଣ ଓ ପ୍ରତାରଣା ଅଭିଯୋଗରେ ଜଣେ ଯୁବକକୁ ବେଲପଡ଼ା ପୋଲିସ ଗିରଫ୍‌ କରିଛି । ଏ ସଂପର୍କରେ ସୂଚନା ଦେଇଛନ୍ତି ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା । ଗତ ୨୦୨୧ ଜୁଲାଇ ମାସ ୩ ତାରିଖ ଦିନ ମୁରିବାହାଲ ଥାନା ଅଂଚଳର ଜଣେ ଆଦିବାସୀ ଯୁବତୀ ଏ
Read More...

ସ୍ୱାମୀ ମଦ ପିଇ ପତ୍ନୀଙ୍କୁ ମାଡ ମାରୁଥିଲେ, ବିବ୍ରତ ପତ୍ନୀ ନେଲେ ଭୟଙ୍କର ପଦକ୍ଷେପ

ଚେନ୍ନାଇ : ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାରେ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ମହିଳା ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ଦୁହେଁ ୩୬ ବର୍ଷିୟ ରୀନା ଏବଂ ୩୯ ବର୍ଷିୟ ସତୀଶ ବୋଲି ଜଣାପଡିଛି । ଏମାନେ କାଭୁଣ୍ଡମ୍ପାଲାୟମର ଆମ୍ବେଦକର ନାଗରର
Read More...