Browsing Category

ବିଚିତ୍ରା

ଲକ୍‌ଡ଼ାଉନ୍‌ରେ ବିଦେଶୀ ଫଳ ଡ଼୍ରାଗନ୍ ଦେଇଛି ବଞ୍ଚିବାର ରାହା

ଯୁବ ଡ଼୍ରାଗନ୍ ଚାଷୀଙ୍କ ସଫଳ କାହାଣୀକଳାହାଣ୍ଡି, (କେପିଏନେସ) : ଡ଼୍ରାଗନ ଫଳ ଏକ ବିଦେଶୀ ଫଳ । ବିଦେଶରେ ଏହି ଫଳର ଚାହିଦା ଆକାଶଛୁଆଁ । ପ୍ରାୟ କିଲୋ ପିଛା ଦର ୫୦୦ଟଙ୍କା । ବିଦେଶରେ ଡ଼୍ରାଗନ ଫଳ ଖାଇବାକୁ ଭାରୀ ଭଲ ପାଆନ୍ତି ସେଠାକାର ଲୋକେ । ତେବେ ଧୀରେ ଧୀରେ ଭାରତର ବିଭିନ୍ନ ପ୍ରାନ୍ତରେ
Read More...

ଅଗଷ୍ଟ ୭ରୁ ଆରମ୍ଭ ହେବ ପ୍ରଥମ ଅନ୍‌ଲାଇନ୍‌ ଦେଶାତ୍ମବୋଧ ଚଳଚ୍ଚିତ୍ର ଉତ୍ସବ

ନୂଆଦିଲ୍ଲୀ, (ପିଆଇବି) : ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ପ୍ରଥମ ଥର ପାଇଁ ଏକ ଅନ୍‌ଲାଇନ ଦେଶାତ୍ମବୋଧକ ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରୁଛି । ଆସନ୍ତାକାଲିଠାରୁ ଏହା ଆରମ୍ଭ ହେବ । ଚଳିତବର୍ଷର ସ୍ୱାଧୀନତା ଦିବସ ପାଳନର ଏହା ଏକ ଅଂଶବିଶେଷ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଏହା
Read More...

ମାଟିଆଭଟା ଗାଁର ମାନସୀକୁ ନେଇ ସବୁଠି ଚର୍ଚ୍ଚା : ଉପସ୍ଥିତ ବୁଦ୍ଧି ଯୋଗୁଁ ଉଦ୍ଧାର କରିଥିଲେ ଶତାଧିକ ଦାଦନ ପରିବାର

ଖପ୍ରାଖୋଲ, (ଜ୍ୟୋତି ରଂଜନ ପଣ୍ଡା) : ଭୋକର ଭୂଗୋଳରେ ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅଂଚଳ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି । ପ୍ରତି ବର୍ଷ ହଜାର ହଜାର ଶ୍ରମିକ ପରିବାର ପେଟପାଟଣା ପାଇଁ ଦାଦନ ଭାବରେ ପଡୋଶୀ ରାଜ୍ୟମାନଙ୍କୁ ଯାଇଥାନ୍ତି । ସେଠାରେ ଅନେକ ନିର୍ଯ୍ୟାତନାର ଶିକାର ହୋଇ
Read More...

ରାମ ମନ୍ଦିରର ଶିଲାନ୍ୟାସ ବିଭୋର୍ ହେଲେ ‘ସୀତା’ ଭୂମିକାର ଅଭିନେତ୍ରୀ ଦୀପିକା

ମୁମ୍ବାଇ, (କେପିଏନ୍ଏସ୍) : ଆଜି ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କର ଭବ୍ୟ ମନ୍ଦିରର ଅଯୋଧ୍ୟାରେ ଭୂମିପୂଜନ ହୋଇଛି । ସାରା ଦେଶରେ ଖୁସିର ବାନା ଉଡି ‘ଜୟ ଶୀ୍ରରାମ’ ନାରାରେ କମ୍ପି ଉଠୁଥିବା ସହ ସୋସିଆଲ୍ ମିଡିଆରେ ମଧ୍ୟ ଶୀ୍ରରାମଙ୍କର ମନ୍ଦିରକୁ ନେଇ ବହୁତ ଗୁଡାଏ ଆନନ୍ଦମୁଖର ପୋଷ୍ଟ ଦେଖିବାକୁ
Read More...

ରାମ ମନ୍ଦିର ଆଙ୍କିଲେ ଚିତ୍ରକଳା ଶିଳ୍ପୀ ବାସୁଦେବ ମେହେର

ବଲାଙ୍ଗିର, (କେପିଏନ୍ଏସ୍) : ରାମ ମନ୍ଦିର ଆଙ୍କୁଛନ୍ତି ଚିତ୍ରକଳା ଶିଳ୍ପୀ ବାସୁଦେବ ମେହେର । ଅବସରପ୍ରାପ୍ତ ଚିତ୍ରକଳା ଶିକ୍ଷକ ଶ୍ରୀ ମେହେର ଜଣେ ଉଚ୍ଚକୋଟୀର ଚିତ୍ର ଶିଳ୍ପୀ ହୋଇଥିବା ବେଳେ ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ଉତ୍ସବରେ ଉତ୍ସାହିତ ହୋଇ ରାମ ମନ୍ଦିର ଆଙ୍କୁଛନ୍ତି । ଅନେକ
Read More...

କମାଲ୍ କରିଛନ୍ତି ଶିଶୁ କଳାକାର ବିଶ୍ୱନାଥ ପରିଡା

କଟକ, (କେପିଏନ୍ଏସ୍) : ମଞରୀ ଚ୍ୟାନାଲ୍ ପ୍ରସ୍ତୁତ କରୁଥିବା ‘ବହୁ ଆମର ଏନଆରଆଇ’ ଧାରାବାହିକାରେ ଶିଶୁ କଳାକାର ବିଶ୍ୱନାଥ ପରିଡା ଅଭିନୟ କରିଛନ୍ତି । ଏହି ଧାରାବାହିକାରେ ସେ ଜଣେ ବିଧାୟକର ନାତି ଭାବରେ ଅଭିନୟ କରିଥିବା ବେଳେ ଏବେ ବିଶ୍ୱ ମହାମାରୀ କରୋନା ଯୋଗୁଁ ଏହାର ସୁଟିଂକୁ ବନ୍ଦ
Read More...

ସୁସ୍ଥ ହେଲେ ବିଗ୍ ବି

ମୁମ୍ବାଇ, (କେପିଏନ୍ଏସ୍) : କରୋନା ସଂକ୍ରମଣରୁ ମୁକ୍ତ ହୋଇଛନ୍ତି ବଲିଉଡ଼୍ ‘ବିଗ୍ ବି’ ଅଭିନେତା ଅମିତାଭ ବଚ୍ଚନ । ଦୀର୍ଘ ୨୩ ଦିନ ଚିକିତ୍ସା ହେବା ପରେ ଆରୋଗ୍ୟ ଲାଭ କରିଛନ୍ତି ସେ । ନାନାବତୀ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି ଅମିତାଭ୍ । ଅଥଚ ବର୍ତ୍ତମାନ ପର୍ଯ୍ୟନ୍ତ ଚିକିତ୍ସାଧୀନ
Read More...

ଆଜି ଦିନ ୩ଟାରେ ରିଲିଜ୍ ହେବ ‘ରାକ୍ଷୀ’

ବଲାଙ୍ଗିର, (କେପିଏନ୍ଏସ୍) : ଭାଇ ଭଉଣୀର ଅତୁଟ ବନ୍ଧନକୁ ନେଇ ଜେବି ଫିଲ୍ମସ୍ ଦ୍ୱାରା ରିଲିଜ୍ ହେବାକୁ ଥିବା ଏକ ଭିନ୍ନ ଧରଣର କ୍ଷୁଦ୍ର ଚଳଜିତ୍ର ‘ରାକ୍ଷୀ’ ଆଜି ଅପରାହ୍ନ ୩ ଟାରେ ରିଲିଜ୍ ହେବାକୁ ଯାଉଛି । ଏଥିରେ ଅଶୋକ ଦୀପ ନିଦେ୍ର୍ଧଶନା ଦେଇଛନ୍ତି । କାହାଣୀକୁ ସାଗର କୁମାର ପ୍ରସ୍ତୁତ
Read More...

୨ ସେପ୍ଟେମ୍ବରରୁ ସତ୍ୟମେବ ଜୟତେ-୨ର ସୁଟିଂ ଆରମ୍ଭ

କେପିଏନ୍ଏସ୍ : ସତ୍ୟମେବ ଜୟତେ-୨ର ସୁଟିଂକୁ ନେଇ ବେଶ୍ ଚର୍ଚ୍ଚାରେ ବଲିଉଡର ଜଣାଶୁଣା ନାୟକ ଜନ୍ ଆବ୍ରାହମ୍ । ସତ୍ୟମେବ ଜୟତେ-୨ ଚଳଚିତ୍ରରେ ମୁଖ୍ୟ ଭୂମିକାରେ ଜନ୍ ଆବ୍ରାହମ ଓ ଦିବ୍ୟା କୁମାର ଅଭିନୟ କରୁଛନ୍ତି । ଏହି ଚଳଜିତ୍ରର ସୁଟିଂ ଏପ୍ରିଲ ୧୦ରେ ଆରମ୍ଭ ହେବାକୁ ଥିବା ବେଳେ ବିଶ୍ୱ
Read More...

ପ୍ରଥମ ଲକଡାଉନ ପରଠାରୁ ଭାରତର ମୃତ୍ୟୁହାର ସର୍ବନିମ୍ନ ୨.୧୫ ପ୍ରତିଶତ

ନୂଆଦିଲ୍ଲୀ, (ପିଆଇବି) : ବିଶ୍ଵସ୍ତରରେ ଭାରତ ସର୍ବନିମ୍ନ କୋଭିଡ ଜନିତ ମୃତ୍ୟୁହାର ବଜାୟ ରଖିଛି । ମୃତ୍ୟୁହାର ୨.୧୫ ପ୍ରତିଶତରେ ଆଜି (୦୧.୦୮.୨୦୨୦) ପହଞ୍ଚିଥିବା ବେଳେ ପ୍ରଥମ ଲକଡାଉନ ପରଠାରୁ ଏହା ସର୍ବନିମ୍ନ ବୋଲି ଜଣାପଡିଛି । ଜୁନ ମାସ ମଧ୍ୟଭାଗରେ ଏହା ଶତକଡା ୩.୩୩ ଥିବା ବେଳେ
Read More...