Browsing Category
ଭଲ ଖବର
କିଡନୀ ରୋଗ ପ୍ରଭାବିତ ଚନ୍ଦ୍ରଶେଖରପୁର ଗାଁରେ ଆଶାର କିରଣ : ବାଦାନ୍ୟଙ୍କ ସହାୟତାରେ ଲାଗିଲା କମ୍ୟୁନିଟି ଅକ୍ୱାଗାର୍ଡ
ପ୍ରଶାସନର ପ୍ରତିଶ୍ରୁତି ସାବ୍ୟସ୍ତ ହେଲା ଧୂଆଁବାଣବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସବୁଠାରୁ ଅଧିକ କିଡନୀ ରୋଗ ପ୍ରଭାବିତ ଗ୍ରାମ ମଧ୍ୟରୁ ଅନ୍ୟତମ ଗ୍ରାମ ଭାବେ ଜଣାଶୁଣା ଚନ୍ଦ୍ରଶେଖର ପୁର ଗ୍ରାମବାସୀଙ୍କ ପ୍ରଚେଷ୍ଟା ଓ ବାଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ରବିବାର!-->…
Read More...
Read More...
ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କଲେ ଦୀପା : ଅଗ୍ନିଶମ ଏବଂ ପୋଲିସ ବିଭାଗ ସହାୟତାରେ ବୃଦ୍ଧାଶ୍ରମରେ ଥଇଥାନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମରେ ଥଇଥାନ କରି ଲୋକଙ୍କ ପ୍ରିୟଭାଜନ ହୋଇଛନ୍ତି ପାଇକମାଲ ଅଂଚଳର ଟ୍ୱିଟର ଗାର୍ଲ ଭାବେ ପରିଚିତ ଟେମରି ଗ୍ରାମର ସମାଜିକ କର୍ମୀ ଦୀପା ବାରିକ । ଆଜି ନିଜ ଭାଇର ବାହାଘର ପାଇଁ ପଦ୍ମପୁରକୁ ଯାଇଥିବା ଦୀପା!-->…
Read More...
Read More...
ରାଜ୍ୟ ଜୁନିୟର କବାଡି ଦଳରେ ସ୍ଥାନ ପାଇଲେ ବଲାଙ୍ଗିର ଜିଲ୍ଲାର ଦେବବ୍ରତ କଦମ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଦେବବ୍ରତ କଦମଙ୍କ ଓଡିଶା ରାଜ୍ୟ କବାଡି ଦଳରେ ଚୟନ ହୋଇଛି । ଆସନ୍ତା ମାର୍ଚ୍ଚ ୨୨ରୁ ୨୫ ତାରିଖ ପର୍ୟ୍ୟନ୍ତ ତେଲାଙ୍ଗାନା ସୁର୍ୟ୍ୟାପେଠ ଠାରେ ଅନୁଷ୍ଠିତ ହେବାକୁ ଥିବା ୪୭ତମ ଜାତୀୟ କନିଷ୍ଠ କବାଡି ପ୍ରତିଯୋଗିତାରେ ଦେବବ୍ରତ ଓଡିଶା!-->…
Read More...
Read More...
ମାତୃଛାୟା ସ୍ୱଧାର ଗୃହର ଅନ୍ତେବାସିନୀଙ୍କ ସଫଳ ଜୀବନ କାହାଣୀ
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ୨୦୧୨ ମସିହା ୦୬ ଫେବୃୟାରୀ ମାଘ ମାସ ଶୁକ୍ଳ ପକ୍ଷ ଗୁରୁବାର ଦିନ ଶାନ୍ତି ତପୋବନ ଆଶ୍ରମ, ମାତୃଛାୟା, ବାନପ୍ରସ୍ଥ(ଜରାନିବାସ) ଚକରକେନ୍ଦ ଛକ, ବରଗଡ଼ ପାଇଁ ଏକ ସ୍ମରଣୀୟ ଦିନ ଥିଲା । ଏହି ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ତଥା ମାତୃଛାୟା ସ୍ୱଧାର ଗୃହର!-->…
Read More...
Read More...
ଡୁଙ୍ଗୁରିପାଲିରେ କନ୍ଧ ରୀତିନୀତିରେ ‘ଯୋଟ ଘାଟ’ ବିବାହ ସମ୍ପନ୍ନ
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିରେ କନ୍ଧ ସମ୍ପ୍ରଦାୟର ପତନାଭିମୁଖୀ ଉଚ୍ଚ ପରମ୍ପରା ସମ୍ପନ୍ନ ଯୋଟ ଘାଟ ବିବାହ କନ୍ଧ ସମାଜ ଯୁବ ସଂଗଠନ ବଲାଙ୍ଗିରଙ୍କ ତତ୍ତ୍ଵାବଧାନରେ ଧୁମଧାମରେ ସମ୍ପନ୍ନ ହୋଇଛି । ପ୍ରକାଶ ଯୋଗ୍ୟ ଯେ, ଏହି ବିବାହରେ!-->…
Read More...
Read More...
ସି.ଆଇ.ଏସ୍.ଏଫ.ରେ ଯୋଗଦେବେ ପୁରେନାର ଚାଷୀପୁଅ ଦିନେଶ ଧରୁଆ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ବରତୁଣ୍ତା ଗ୍ରାମ ପଞ୍ଚାୟତ ପୁରେନା ଗାଁର ଖଗେଶ୍ବର ଧରୁଆଙ୍କ ପୁଅ ଦିନେଶ ଧରୁଆ ସି.ଆଇ.ଏସ୍.ଏଫରେ ଯୋଗ ଦେବେ । ସେ ୨୦୧୮ ଏସ.ସି.ସି ଆବେଦନ କରିଥିଲେ । ବାପା ଜଣେ ଚାଷୀ ମୂଲିଆ ଲୋକ । ଗାଁର ସ୍କୁଲରେ ପାଠ ପଢିଥିଲେ ।!-->…
Read More...
Read More...
ଯୋଖିପାଲିର ଦୁଇ ଭାଇ ଦିବସ କୁମାର ସାହୁ ଓ ଆକାଶ କୁମାର ସାହୁ ବରଗଡ଼ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଏକାଧିକ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ଜୀବନ ରକ୍ଷା କରିଥିବା ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମର ଦୁଇଭାଇ ଦିବସ କୁମାର ସାହୁ ଓ ଆକାଶ କୁମାର ସାହୁଙ୍କୁ ସୋମବାର ବରଗଡ଼ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ!-->…
Read More...
Read More...
ଅଙ୍ଗଦାନ ନିଷ୍ପତ୍ତି ନେଇ ନୂଆବର୍ଷ ଆରମ୍ଭ କଲେ ବରଗଡ଼ର ଦୁଇଜଣ ସମାଜସେବୀ
ବରଗଡ଼, (ନିରୋଜ କୁମାର ପାଣୀ) : ଆରମ୍ଭ ହୋଇଛି ଇଂରାଜୀ ନବବର୍ଷ ୨୦୨୧ । ଏହି ଦିନଟିକୁ ଅନେକ ଲୋକେ ଭୋଜି ଭାତ ସହିତ ମୌଜ ମଜଲିସରେ କଟେଇବାକୁ ପସନ୍ଦ କରିଥାନ୍ତି । ଆଜିକାଲି ଅନେକ ଲୋକ ଏହି ଦିନରେ ଅସହାୟ ଗରିବ ଲୋକଙ୍କ ସହିତ ପାଳନ କରିବାକୁ ପସନ୍ଦ କରୁଛନ୍ତି ନୂଆବର୍ଷ । ବରଗଡ଼ର ଦୁଇଜଣ!-->…
Read More...
Read More...
ଡାକ୍ତର ସୁସ୍ମିତା ଦାଶଙ୍କ ଉଦ୍ୟମକୁ ପ୍ରଶଂସା
ବରଗଡ଼, (ନିରୋଜ କୁମାର ପାଣୀ) : ଉଭୟ ସ୍ବାମୀ ସ୍ତ୍ରୀ ଦେଖି ପାରନ୍ତି ନାହିଁ । ଏପରି ସମୟରେ ସ୍ତ୍ରୀ ଆଠ ମାସର ଗର୍ଭବତୀ, ଅସୁବିଧା କହିଲେ ନସରେ । ଏହି ଖବରଟି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଡଡ଼ଙ୍ଗାପାଲି ଗ୍ରାମର ଅଜିତ ଜାଲ ଏବଂ ତାଙ୍କ ସ୍ତ୍ରୀ ସୁଷମା ଚାନ୍ଦଙ୍କ ବିଷୟ । ଅନେକ!-->…
Read More...
Read More...
ଆରମ୍ଭ ହେଲା ସଂକଳ୍ପ ପରିବାରର ଦୁଇ ଦିନିଆ ଶୀତ ବସ୍ତ୍ର ସଂଗ୍ରହ ଓ ବଣ୍ଟନ କାର୍ଯ୍ୟକ୍ରମ
ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସଂକଳ୍ପ ପରିବାର ତରଫରୁ ଟାଉନ ଥାନା ଛକରେ ଆଜିଠୁ ଦୁଇଦିନିଆ ଶୀତ ବସ୍ତ୍ର ସଂଗ୍ରହ ଓ ବଣ୍ଟନ କାର୍ୟ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଟାଉନ ଥାନା ଅଧିକାରୀ ସଦାନନ୍ଦ ପୂଜାରୀ ଯୋଗଦାନ କରି ଶିବିରକୁ ଉଦଘାଟନ କରିଥିବା ବେଳେ!-->…
Read More...
Read More...