୨ ସେପ୍ଟେମ୍ବରରୁ ସତ୍ୟମେବ ଜୟତେ-୨ର ସୁଟିଂ ଆରମ୍ଭ

କେପିଏନ୍ଏସ୍ : ସତ୍ୟମେବ ଜୟତେ-୨ର ସୁଟିଂକୁ ନେଇ ବେଶ୍ ଚର୍ଚ୍ଚାରେ ବଲିଉଡର ଜଣାଶୁଣା ନାୟକ ଜନ୍ ଆବ୍ରାହମ୍ । ସତ୍ୟମେବ ଜୟତେ-୨ ଚଳଚିତ୍ରରେ ମୁଖ୍ୟ ଭୂମିକାରେ ଜନ୍ ଆବ୍ରାହମ ଓ ଦିବ୍ୟା କୁମାର ଅଭିନୟ କରୁଛନ୍ତି । ଏହି ଚଳଜିତ୍ରର ସୁଟିଂ ଏପ୍ରିଲ ୧୦ରେ ଆରମ୍ଭ ହେବାକୁ ଥିବା ବେଳେ ବିଶ୍ୱ ମହାମାରୀ କରୋନା ଯୋଗୁଁ ସାରା ଭାରତରେ ଲକ୍ଡାଉନ୍ ହୋଇଥିବାକୁ ନେଇ ର୍ନିଦେ୍ଧଶକ ମିଲାପ ଜାଭେରି ସୁଟିଂକୁ ଆଖି ଆଗରେ ରଖି ୨ ସେପ୍ଟେମ୍ବରରେ ସୁଟିଂ ଆରମ୍ଭ କରିବେ । ଏଥିରେ ଜନ୍ ଆବ୍ରାହମ୍ ଦୁର୍ନୀତି ସହ ଲଢିବେ ଏବଂ ଏହା କେମିତି ଦର୍ଶକମାନଙ୍କ ମନକୁ ଛୁଇଁବ, ସେ ଉପରକୁ ବେଶ୍ ଗୁରୁ୍ତ୍ୱ ଦିଆଯିବ ବୋଲି ନିଦେ୍ର୍ଧଶକ ମିଲାବ ଜାଭେରି କହିଛନ୍ତି ଓ ଏହାର ସୁଟିଂ ଲକ୍ଷେ୍ନøରେ କରାଯିବା ସୂଚନା ରହିଛି ।

Leave A Reply

Your email address will not be published.