ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ ତରଫରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୋନପୁର ସହରର ବାଲାଜୀ ମନ୍ଦିର ପ୍ରାଙ୍ଗଣରେ ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ ତରଫରୁ ପବିତ୍ର ଚୈତ୍ର ପ୍ରତିପଦା ତିଥିରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହିନ୍ଦୁ ଭାଇ ଓ ଭଉଣୀମାନେ ଯୋଗ ଦେଇଥିଲେ…
Read More...

ବଲାଙ୍ଗିର ମ୍ୟୁନିସିପାଲିଟିରେ ଏଲ୍‌ପ୍‌ଜି ସିଲିଣ୍ଡର ଅବୈଧ ବ୍ୟବହାର ବିରୋଧରେ ଏନଫୋର୍ସମେଣ୍ଟ କାର୍ଯ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘରୋଇ ଏଲପିଜି ସିଲିଣ୍ଡରର ବ୍ୟବସାୟିକ ଅବୈଧ ବ୍ୟବହାରକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶରେ ଏକ ବିଶେଷ ଏନଫୋର୍ସମେଣ୍ଟ ଦଳ ଆଜି ବଲାଙ୍ଗିର ମ୍ୟୁନିସିପାଲିଟି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।…
Read More...

ରାଜ୍ୟସ୍ତରୀୟ ଜେ. ଆର୍‌. ସି. ପରାମର୍ଶଦାତା ତାଲିମ ଶିବିର ଉଦଯାପିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳା ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଧର୍ମଶାଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପର୍ଶୁରାମ ମେହେରଙ୍କ ସଭାପତିତ୍ୱରେ…
Read More...

ସୋନପୁର କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା ଘଟଣା : ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସପି

୩ ଛାତ୍ରଙ୍କୁ କୋର୍ଟ ଚାଲାଣ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ପୂର୍ବାହ୍ନ ୧୧ଟା ବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଓ ଏସ୍‌ପି ନାରାୟଣ ନାଏକ ସୋନପୁର କଲେଜ ପରିଦର୍ଶନ କରି ଗତକାଲି ପ୍ରଥମ ଥର ପାଇଁ ସୋନପୁର କଲେଜରେ ହୋଇଥବା ଭଙ୍ଗାରୁଜା ଘଟଣାର ସ୍ଥିତି…
Read More...

ପଦ୍ମପୁରରେ ବନଦୁର୍ଗା ମନ୍ଦିରରେ ଚୈତ୍ର ପର୍ବ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ମା' ବନ ଦୁର୍ଗା ମନ୍ଦିର ଠାରେ ଆଜି ଗୁରୁବାର ଚୈତ୍ର ଅମାବାସ୍ୟା ତଥା ପ୍ରତିପଦା ଦିନ ସକାଳ ୮ ଘଣ୍ଟା ସମୟରେ ମା'ଙ୍କ ଶ୍ରଦ୍ଧାଳୁଙ୍କ ସମେତ କର୍ତ୍ତା ଦାୟିତ୍ୱ ତୁଳାଇଥିବା ସୁଶାନ୍ତ ପଟ୍ଟନାୟକ ଓ ତାଙ୍କ ସହ ଧର୍ମିଣୀ ବିଜୟ…
Read More...

ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ର ଚତୁର୍ଥ ସନ୍ଧ୍ୟା

ମଞ୍ଚସ୍ଥ ହେଲା ଏକକ ନାଟକ ବନ୍ଦୀ ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ ଚତୁର୍ଥ ସନ୍ଧ୍ୟାରେ ପୁରୀ ପିପିଲିର ରଙ୍ଗଲୋକ ଥିଏଟର ଅନୁଷ୍ଠାନ ତରଫରୁ ତୁଷାରକାନ୍ତ ପଟ୍ଟନାୟକଙ୍କ ରଚିତ ଓ ଦୁର୍ଯ୍ୟୋଧନ ସାହୁଙ୍କ ନିର୍ଦ୍ଦେଶନାରେ ଏକକ ନାଟକ ବନ୍ଦୀ ମଞ୍ଚସ୍ଥ…
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିରେ “ରାଷ୍ଟ୍ରୀୟ ନବବର୍ଷ” ପାଳନ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିରେ "ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ " କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ସ୍ଥାନୀୟ ବଘଲା ଗ୍ରାମର ବିଶିଷ୍ଟ କୋଶଲି କବି ତଥା ତହଁକ ପତ୍ରିକା ସଂପାଦକ ରାଜେଶ ଦଣ୍ଡସେନା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଦୀପ…
Read More...

୯ କୁଣ୍ଡିୟ ଜନ ଜାଗରଣ ମହାଯଜ୍ଞ ପାଇଁ କଳସ ଯାତ୍ରା

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଚଳିତ ବର୍ଷ ଧୂମଧାମରେ ପାଳିତ ହେବାକୁ ଯାଉଛି ଶ୍ରୀରାମ ନବମୀ ମହୋତ୍ସବ । ତେବେ ଏହି ଅବସରରେ ସ୍ଥାନୀୟ ଶ୍ରୀରାମ ମନ୍ଦିର ପରିସରରେ ୯ କୁଣ୍ଡିୟ ଜନ ଜାଗରଣ ମହା ଯଜ୍ଞର ଆୟୋଜନ କରାଯାଇଛି । ଅନେକ ଦମ୍ପତ୍ତି ଏଥିରେ…
Read More...

୨୦୨୬-୨୭ ଶିକ୍ଷା ବର୍ଷ ନିମନ୍ତେ ଜେଏସ୍‌ଏମ୍‌ ମହାବିଦ୍ୟାଳୟରେ ସମର୍‌ କ୍ଲାସ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍‌ଏମ୍‌ ମହାବିଦ୍ୟାଳୟରେ +୨ କଳା, ବିଜ୍ଞାନ ଏବଂ ବାଣିଜ୍ୟ ଶାଖାର ସମର୍‌ କ୍ଲାସ ୧୨-୦୩-୨୦୨୬ ଠାରୁ ଶୁଭାରମ୍ଭ ହୋଇଛି । ଏହି କ୍ଲାସଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଉତ୍ସାହଜନକ ଭାଗିଦାରୀ ଦେଖିବାକୁ ମିଳୁଛି ଏବଂ ବର୍ତ୍ତମାନ ନିୟମିତ ଶ୍ରେଣୀଗୁଡ଼ିକ ସୁଚାରୁ…
Read More...

କ୍ୟାରିୟର ଗାଇଡାନ୍ସ

ରାଉରକେଲା, (ସସ୍ମିତା ପ୍ରଧାନ) : ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ ନିମିତ୍ତ ଏକ କର୍ମଶାଳା ଅନୁଷ୍ଠିତ କରାଯାଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ସଭାପତିତ୍ୱ,…
Read More...