ଭେଉଁରିଆରେ ୩ ଓ ୪ ତାରିଖରେ ସିରଜିନା ଉଛବ ପାଇଁ ପ୍ରସ୍ତୁତି ବୈଠକ

ସିରଜିନା ସମ୍ମାନ ପାଇବେ ସାହିତ୍ୟିକ ସୁଶାନ୍ତ ମିଶ୍ର ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁରୀ ଭାଷା ସାହିତ୍ୟ ଓ ସଂସ୍କୃତିର ଅଗ୍ରଣୀ ଅନୁଷ୍ଠାନ ସିରଜିନା ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ପଦ୍ମପୁର ପକ୍ଷରୁ ୩୨ତମ ସିରଜିନା ଉଛବ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
Read More...

ବଲାଙ୍ଗିରରେ “ଶୀତଳ ଧାରା” ପରିଯୋଜନାର ଭବ୍ୟ ଶୁଭାରମ୍ଭ : ଶୁଦ୍ଧ ପାନୀୟ ଜଳ ସେବାର ନୂତନ ପଦକ୍ଷେପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ସମାଜସେବା କ୍ଷେତ୍ରରେ ଏକ ନୂତନ ଓ ପ୍ରେରଣାଦାୟକ ପଦକ୍ଷେପ ଭାବେ ସହଯୋଗ ଫାଉଣ୍ଡେସନ ପକ୍ଷରୁ “Sheetal Dhara – Cold Drinking Water Project”ର ଭବ୍ୟ ଉଦ୍‌ଘାଟନ ୨୮ ମାର୍ଚ୍ଚ ସନ୍ଧ୍ୟାରେ ଟାଉନ ପୋଲିସ୍ ଷ୍ଟେସନ୍ ପ୍ରାଙ୍ଗଣରେ ସଫଳତାର ସହ…
Read More...

ବଲାଙ୍ଗିର ପଲିଥିନ୍ ବର୍ଜନ ପାଇଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ତରଫରୁ ବରିଷ୍ଠ ନାଗରିକ ମାନଙ୍କ ସହଭାଗିତାରେ ପଲିଥିନ୍ ବର୍ଜନ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ବଲାଙ୍ଗିର ସହରର ଗୋପାଳଜୀ ମନ୍ଦିରରୁ ଏହି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ ଅଭିଯାନର ଶୁଭାରମ୍ଭ କରାଯାଇଥିଲା ।…
Read More...

ରାସ୍ତାରେ ପାଇଥିବା ମୋବାଇଲକୁ ଫେରାଇଲେ ଜୁରାବନ୍ଧ କପିଳେଶ୍ୱର ଯୁବକ ସଂଘର ସମ୍ପାଦକ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ରାସ୍ତାରେ ପାଇଥିବା ମୋବାଇଲକୁ ହଜାଇଥିବା ଯୁବକଙ୍କୁ ଫେରାଇଲେ ଜୁରାବନ୍ଧ ଗାଁର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ କପିଳେଶ୍ୱର ଯୁବକ ସଂଘର ସମ୍ପାଦକ ତୁଳାଚନ୍ଦ୍ର ପୋଡ଼ । ତୁଳାଚନ୍ଦ୍ର ରାସ୍ତାରେ…
Read More...

ଓଡିଶା ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ବଲାଙ୍ଗିର ଶାଖା ପକ୍ଷରୁ ସାମ୍ବାଦିକ ସମ୍ବିଳନୀ

ବଲାଙ୍ଗିର, (କେପିଏନ୍‌ଏସ) : ବଲାଙ୍ଗିର ସାମ୍ବାଦିକ ଭବନଠାରେ ମହିଳା ସ୍ୱାସ୍ଥ୍ୟକର୍ମୀ ବଲାଙ୍ଗିର ଶାଖାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଓଡିଶା ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ, ବଲାଙ୍ଗିର ପକ୍ଷରୁ ପଦୋନ୍ନତି ପ୍ରକ୍ରିୟାରେ ଅନିୟମିତତା ନେଇ ଅଭିଯୋଗ ଉଠିଛି ।…
Read More...

‘ମନ କି ବାତ’ର ୧୩୨ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ମତ୍ସ୍ୟ ଚାଷରେ ସମ୍ବଲପୁରର ସୁଜାତା ଭୂୟାଁଙ୍କ ସଫଳତା ବିଷୟରେ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ମୋର ପ୍ରିୟ ଦେଶବାସୀଗଣ, ନମସ୍କାର ।‘ମନ୍ କି ବାତ୍’ରେ ପୁଣିଥରେ ଆପଣ ସମସ୍ତଙ୍କୁ ସ୍ୱାଗତ । ଏହି ମାର୍ଚ୍ଚ ମାସଟି ବିଶ୍ୱସ୍ତରରେ ଅତ୍ୟଧିକ ଗତିବିଧିପୂର୍ଣ୍ଣ ରହିଛି ।…
Read More...

ଦେଓଗାଁ ଚିନିକଳ ସଂଘର୍ଷ ସମିତି ବୈଠକ

ଆସନ୍ତା ୮ ତାରିଖରେ ଜିଲ୍ଲାପାଳ ଅଫିସରେ ଧାରଣା ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ଚିନିକଳ ପୁନଃଉଦ୍ଧାର ପାଇଁ ବାରମ୍ବାର ଆଲୋଚନା ଏବଂ ଆନ୍ଦୋଳନ କରାଯାଉଥିଲେ ମଧ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ନିରବତା ଏବଂ…
Read More...

ଭାରତୀୟ ଶିକ୍ଷଣ ମଣ୍ଡଳର ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ପ୍ରତିଷ୍ଠାତା ସ୍ୱର୍ଗତ ବାଞ୍ଛାନିଧି ରଥଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ଶୋକସଭାର ଆୟୋଜନ ହୋଇଥିଲା । ୧୯୩୨ ମସିହାରେ ଜନ୍ମିତ ସ୍ୱର୍ଗତ ରଥଙ୍କ ମୃତ୍ୟୁ ସମୟରେ ୯୩ ବର୍ଷ ବୟସ ହୋଇଥିଲା । ତାଙ୍କ…
Read More...

ଶ୍ରୀ ରାମଚନ୍ଦ୍ରଙ୍କ‌ ପୂଜନୋତ୍ସବ ଦୀର୍ଘ ୭୨ ବର୍ଷ ହେଲା ପାଳନ

ମହୀମୁଣ୍ଡା, (କେପିଏନ୍‌ଏସ୍‌) : ମହୀମୁଣ୍ଡା ଜଗନ୍ନାଥ ପଡ଼ା ଆନୁକୂଲ୍ୟରେ ଦୀର୍ଘ ବର୍ଷ ହେଲା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ‌ ପୂଜନୋତ୍ସବ ଦୀର୍ଘ ୭୨ ବର୍ଷ ହେଲା ପାଳନ କରାଯାଉଛି । ଏହି ମହୋତ୍ସବରେ ପ୍ରାୟ ,୧୨୦ଜଣ ଉଭୟ ପୁରୁଷ ଓ ମହିଳା ପୂଜା ନିୟମକୁ ମାନିବା ସହିତ…
Read More...

ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ

ପ୍ରତାପ ସଭାପତି, ପ୍ରୀୟଜିତ ସମ୍ପାଦକ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ୩୦ପର୍ଯ୍ୟନ୍ତ ମତଦାନ କାର୍ଯ୍ୟକ୍ରମ ହୋଇଥିଲା ବେଳେ ସନ୍ଧ୍ୟାରେ ଗଣତି ଫଳାଫଳ ଘୋଷଣା…
Read More...