ବୋଲେରୋ ପିକଅପ ସହ ବାଇକ ମୁହାମୁହିଁ ଧକ୍କା : ୨ ମୃତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ବୁଡ଼ାବାଲି ଠାରେ ବୋଲେରୋ ପିକଅପ ଓଡି ୦୭ ଏ ୫୩୧୬ ସହ ବାଜାଜ ବାଇକ୍ ଓଡି ୦୭ ପି ୦୪୯୯ ମୁହାମୁହିଁ ଧକ୍କା ଫଳରେ ବାଇକ୍ ଆରୋହୀ ଦୁଇ ଜଣ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ ।!-->…
Read More...
Read More...