୫ମ ବାର୍ଷିକ ସଂକୀର୍ତ୍ତନ୍ୟ ମହୋତ୍ସବ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଂକୀର୍ତ୍ତନ୍ୟ କଳା ସଂସ୍କୃତି ମହାସଂଘର ୫ମ ବାର୍ଷିକ ମହୋତ୍ସବ କୁଟାସିଂହା ଡୁଙ୍ଗୁରିପାଲି ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ମହୋତ୍ସବରେ ପ୍ରାୟ ୪୩ରୁ ଅଧିକ ସଂକୀର୍ତ୍ତନ୍ୟ ଦଳ ସଂକୀର୍ତ୍ତନ୍ୟ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ଭାବେ!-->…
Read More...
Read More...