ସୁସ୍ଥ ହୋଇ ଘରକୁ ଫେରିଲା ହର୍ଷବର୍ଦ୍ଧନ : ସ୍ଵାଗତ କଲେ ଜିଲ୍ଲାପାଳ ଓ ଶୁଭେଚ୍ଛୁ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓପନ୍ ହାର୍ଟ ସର୍ଜରୀ ଚିକିତ୍ସାର ସଫଳତା ପରେ ସୁସ୍ଥ ହୋଇ ଘରକୁ ଫେରିଲା ବାଳକ ହର୍ଷବର୍ଦ୍ଧନ(୧୫) । ସୁବର୍ଣ୍ଣପୁରର ଇଷ୍ଟଦେବୀ ମା' ସୁରେଶ୍ଵରୀ, ପ୍ରଭୁ ନରସିଂହ ବାବା ତଥା ସମସ୍ତ ଦେବାଦେବୀଙ୍କ ଆଶୀର୍ବାଦରୁ ଏବଂ ଓଡ଼ିଶା ସାମ୍ୱାଦିକ ସଂଘର!-->…
Read More...
Read More...