ଟିଟିଲାଗଡ ଲାୟନ୍ସ କ୍ଲବ ସମ୍ମିଳନୀ କକ୍ଷର ନବୀକରଣ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଏକ ଅଗ୍ରଣୀ ସେବା ସଂଗଠନ ଭାବେ ଟିଟିଲାଗଡ ଲାୟନ୍ସ କ୍ଲବ ପରିଚିତ । ଟିଟିଲାଗଡ ସରକାରୀ ଡାକ୍ତରଖାନା ନିକଟରେ ଥିବା ସମ୍ମିଳନୀ କକ୍ଷର ପୁନରୁଦ୍ଧାର କାର୍ଯ୍ୟ ସମ୍ପନ୍ନ ହେବାପରେ ମଙ୍ଗଳବାର ସନ୍ଧ୍ୟା ୪.୩୦ ମିନିଟ ସମୟରେ ଉଦଘାଟିତ!-->…
Read More...
Read More...