ରେଙ୍ଗାଲପାଲି ଗ୍ରାମରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବାଣ୍ଡିଗାଁ ପଞ୍ଚାୟତର ରେଙ୍ଗାଲପାଲି ଗ୍ରାମ ପରିସର ମଧ୍ୟରେ ଭବ୍ୟ ଶ୍ରୀରାମ ମନ୍ଦିର ସହ ତିନି ବିଗ୍ରହଙ୍କ ପ୍ରତିଷ୍ଠା ଉତ୍ସବ ଭକ୍ତିପୂତ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି । ପୁନଶ୍ଚ ମନ୍ଦିର ପରିସର ମଧ୍ୟରେ ନିର୍ମିତ ବିଶାଳ!-->…
Read More...
Read More...