ଦୈନିକ ‘ସମାଜ’ ଓ ଅବଦୁଲ କଲାମ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ କୃତ୍ତି ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶିକ୍ଷା ହିଁ ପ୍ରଗତିର ମୂଳଭିତ୍ତି । ଉପଯୁକ୍ତ ଶିକ୍ଷା ବ୍ୟତୀତ ଆମ ସମାଜ ରାଷ୍ଟ୍ର ସର୍ବୋପରି ବିଶ୍ୱର କଲ୍ୟାଣ ଅସମ୍ଭବ । ଯେମିତି ଆନୁଷ୍ଠାନିକ ଶିକ୍ଷା କ୍ଷେତ୍ରରେ ଶିକ୍ଷାର୍ଥୀମାନେ ଯେଉଁ ଅଭୂତପୂର୍ବ ସଫଳତା ହାସଲ କରିଆସୁଛନ୍ତି, ତାହା କେବଳ ନିଜ…
Read More...

ଗୌରୀ ଶଙ୍କର ମନ୍ଦିର ଅଭିମୁଖେ ଠାକୁରାଣୀଙ୍କ ଘଟଯାତ୍ରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୋମବାର ସନ୍ଧ୍ୟାରେ ଗୌରୀ ଶଙ୍କର ମନ୍ଦିର ଅଭିମୁଖେ ଠାକୁରାଣୀଙ୍କ ଘଟଯାତ୍ରା ଆଗମନ ହୋଇଥିଲା । ଠାକୁରାଣୀଙ୍କ ଘଟଯାତ୍ରାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇ ବନ୍ଧୁ ପରିଜନ ମାନଙ୍କ ସହିତ ଘର ଦ୍ୱାର ଆଗରେ ଦେବୀଙ୍କ ଭୋଗ ଅର୍ପଣ ଓ ପୂଜାର୍ଚ୍ଚନା…
Read More...

ରାଉରକେଲା ହକର୍ସ ଆସୋସିଏସନ୍ ପକ୍ଷରୁ ଆନ୍ତର୍ଜାତୀୟ ହକର ଦିବସ ପାଳିତ

ଖବରକାଗଜ ବିକ୍ରେତା ମାନଙ୍କ ସମ୍ମାନଜନକ ଜୀବନ ପାଇଁ ଆନ୍ଦୋଳନ ସହିତ ସଂଗଠନକୁ ମଜବୁତ ପାଇଁ ଆହ୍ୱାନ ରାଉରକେଲା, (ସସ୍ମିତା ପ୍ରଧାନ) : ମେ ୨୬ ଅନ୍ତର୍ଜାତୀୟ ହକର ଦିବସ ଅବସରରେ ରାଉରକେଲା ହକର୍ସ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଶ୍ରମିକ ଭବନ, ସେକ୍ଟର -୧୬ ଠାରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଗୁଡଭେଲାରେ ବ୍ଲକ ସ୍ତରୀୟ କେମ୍ପ କୋର୍ଟ ୨୦୨୬ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୁଡ଼ଭେଲା ବ୍ଲକର ସମ୍ମିଳନୀ କକ୍ଷ ଠାରେ ବ୍ଲକ ସ୍ତରୀୟ କେମ୍ପ କୋର୍ଟ ୨୦୨୬ ଅନୁଷ୍ଠିତ ହୋଇଯାଇଛି । ୨୦୨୫ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ଦ୍ୱାରା ଓରଫାନ୍ ସର୍ଭେ ଅନୁସାରେ ପିତୃ-ମାତୃ ହୀନ ଶିଶୁ ମାନଙ୍କୁ ଶିଶୁ…
Read More...

ନିତେଶ ବାରିକ ଓ ଶୀତଲ କୁଶଳଙ୍କ ଓଏଏସ୍‌ରେ ସଫଳତା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଏଏସ୍ ଫଳାଫଳ ପ୍ରକାଶ ପାଇଛି । ଆଜି ସୋନପୁର ମାଟି ପାଇଁ ଏକ ଐତିହାସିକ ଦିନ । ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷା ୨୦୨୫ର ଚୂଡାନ୍ତ ଫଳାଫଳରେ ସୋନପୁରର ଗୌରବ ନୀତେଶ କୁମାର ବାରିକ ରାଜ୍ୟରେ ୮ ନମ୍ବର ରେଙ୍କ ହାସଲ କରି ସମଗ୍ର ଜିଲ୍ଲାକୁ ଗୌରବାନ୍ୱିତ…
Read More...

ଜାତୀୟ କ୍ରୀଡା ପ୍ରଶାସନ ବୋର୍ଡ ଅଧିନିୟମ ଏବଂ ଜାତୀୟ କ୍ରୀଡା ଟ୍ରିବ୍ୟୁନାଲ୍ ଅଧିନିୟମ, ୨୦୨୬ ଲାଗି ଅଧିସୂଚନା ଜାରି

ଜାତୀୟ କ୍ରୀଡା ବୋର୍ଡ ଜାତୀୟ କ୍ରୀଡା ସଂଗଠନଗୁଡ଼ିକର ମାନ୍ୟତା ଏବଂ ପରିଚାଳନା ମାନଦଣ୍ଡ ତଦାରଖ କରିବଜାତୀୟ କ୍ରୀଡା ଟ୍ରିବୁନାଲ୍ କ୍ରୀଡ଼ା ବିବାଦର ତ୍ୱରିତ, ନିରପେକ୍ଷ ଏବଂ କମ ବ୍ୟୟବହୁଳ ସମାଧାନ ସୁନିଶ୍ଚିତ କରିବ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାର ଜାତୀୟ କ୍ରୀଡା ପ୍ରଶାସନ…
Read More...

ସର୍ବସାଧାରଣ ଓ୍ବାଇ-ଫାଇକୁ ସରଳ ଓ ଅଧିକ ସୁଲଭ କରିବାକୁ ପିଏମ୍-ବାଣୀରେ ସଂସ୍କାର

କ୍ୟୁଆର୍-ଭିତ୍ତିକ ଲାପ୍ଟପ୍ ଲଗ୍-ଇନ, ନମନୀୟ ସ୍ବଳ୍ପ-ମିଆଦୀ ପ୍ଲାନ ଓ ମାନକୀକୃତ ପିଏମ୍-ବାଣୀ ହଟ୍ସ୍ପଟ୍ ନାମ ଆରମ୍ଭ କରାଯାଇଛିସମାବେଶୀ ଡିଜିଟାଲ୍ ସଂଯୋଗ ପାଇଁ ପିଏମ୍-ବାଣୀ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି ନୂଆଦିଲ୍ଲୀ, (ପିଆଇବି) : ଭାରତର ଡିଜିଟାଲ୍ ସର୍ବସାଧାରଣ…
Read More...

କନ୍ଧମାଳ ଜିଲ୍ଲାର ଗଣଶିକ୍ଷା ବିଭାଗରେ ବ୍ୟାପକ ବଦଳି ଆଦେଶ ଜାରି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଓ ମୁଖ୍ୟ ଶିକ୍ଷକ ସ୍ତରର ଅଧିକାରୀ ମାନଙ୍କର ବ୍ୟାପକ ବଦଳି ଆଦେଶ ଜାରି କରାଯାଇଛି । ବିଭାଗର ନୋଟିଫିକେଶନ ନମ୍ବର ୧୩୨୩୮/ଏସ୍‌ଏମ୍‌ଇ,…
Read More...

ବୁଥ୍‌ ସ୍ତରୀୟ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୩୦ ତାରିଖରୁ ରାଜ୍ୟରେ ଆରମ୍ଭ ହେବାକୁ ଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ବା ଏସ୍‌ଆଇଆର୍ ସୁଚାରୁ ରୂପରେ ସଂପାଦନ ପରିପ୍ରେକ୍ଷୀରେ ବୁଥ୍‌ ସ୍ତରୀୟ ଅଧିକାରୀ (ବିଏଲଓ) ଓ ବିଏଲଓ ସୁପରଭାଇଜରମାନଙ୍କର ଦୁଇ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ…
Read More...

କାଂସଡା ଭାୟା ଢେଙ୍କିମୁଣ୍ଡା ରାସ୍ତା ପ୍ରତି ପ୍ରଶାସନର ଦୃଷ୍ଟି ଦାବି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କାଂସଡା ପଞ୍ଚାୟତ ଅନ୍ତର୍ଗତ ଆର୍‌ଡି ରାସ୍ତାରୁ କାଂସଡା ଭାୟା ଢେଙ୍କିମୁଣ୍ଡା ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ରାସ୍ତା ଦୀର୍ଘଦିନ ଧରି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି । ଏହି ରାସ୍ତା ଉପରେ କାଂସଡା ଓ ଢେଙ୍କିମୁଣ୍ଡା…
Read More...