ନିଟ୍ ପରୀକ୍ଷାରେ ସଫଳତା ହାସଲ କଲେ ସାହିଲ ଅଗ୍ରୱାଲ
ବଙ୍ଗୋମୁଣ୍ଡା/କଣ୍ଟାବାଞ୍ଜି ( ଅର୍ଜୁନ କୁମାର ହଂସ ଓ ମନୀଷ ହଂସ)- ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା(ନିଟ୍) ରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ସାହିଲ ଅଗ୍ରୱାଲ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ୭୨୦ ମାର୍କ ରୁ ୬୬୬ ମାର୍କ ରଖି ସେ ଜିଲ୍ଲା ତଥା ସହର ପାଇଁ ଗୌରବ!-->…
Read More...
Read More...