oom

ସଇଁନ୍ତଲାରେ ନୂତନ ତହସିଲଦାରଙ୍କ ଯୋଗଦାନ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକକୁ ଆଜି ନୂତନ ତହସିଲଦାର ସୁରେନ୍ଦ୍ର ମେହେର ଯୋଗଦାନ କରିଛନ୍ତି । ସେ ଆଗରୁ ପାଇକମାଲ ବ୍ଳକରେ ବିଡିଓ ଭାବେ କାର୍ଯ୍ୟତୁଲାଉ ଥିବା ବେଳେ ଆଜି ଯୋଗଦେବା ପରେ ତହସିଲ କର୍ମଚାରୀମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ । ତେବେ ଅଞ୍ଚଳରେ ନୂତନ ତହସିଲଦାରଙ୍କ ଯୋଗଦାନଙ୍କୁ ନେଇ ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟା ଦୂର ହେବ ବୋଲି ବୁଦ୍ଧିଜୀବୀ ମାନେ ଆଶା ପ୍ରକଟ କରିଛନ୍ତି ।

jittmm
Leave A Reply

Your email address will not be published.