ସମ୍ବଲପୁର : ନୂଆଁଖାଇ ଲଗ୍ନ

ସମ୍ବଲପୁର (ଦାମୋଦର ପଣ୍ଡା) : ଆସନ୍ତା ୨୩ ତାରିଖ ରବିବାର ସମ୍ବଲପୁର ସମଲେଇ ଗୁଡିରେ ସକାଳ ୯-୩୨ରୁ ୧୦-୨୧ ମଧ୍ୟରେ ନବାନ୍ନ ଭୋଗ ଲଗାଯିବା ପାଇଁ ଲଗ୍ନ ସ୍ଥିର ହୋଇଛି । ତାପରେ ପ୍ରତି ଘରେ ନିଜ ନିଜ ଇଷ୍ଟଦେବୀଙ୍କୁ ଭୋଗ ଲଗାଯିବାର ପରମ୍ପରା ରହିଛି । ଏଥର କରୋନା କଟକଣା ଯୋଗୁଁ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ମନା କରାଯାଇଛି ।

Leave A Reply

Your email address will not be published.