csstore

କେସିଙ୍ଗା ମୁସଲିମ ସମାଜ ପକ୍ଷରୁ ଆତଙ୍କବାଦ ବିରୋଧରେ କଳା ପଟି ପରିଧାନ ସଭା ଆୟୋଜିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ଭାରତର ମିନି ସ୍ଵଜିରଲାଣ୍ଡ କୁହାଯାଉଥିବା କାଶ୍ମୀର ପହଁଲଗାମ ଠାରେ ତା ୨୨.୦୫.୨୦୧୫ ରିଖ ଦିନ ହୋଇଥିବା ୨୮ ନିରୀହ ଭାରତବାସୀଙ୍କ ଉପରେ ଅମାନବିକତା ଓ ବର୍ବର ହତ୍ୟା ବିରୋଧରେ ଆଜି କେସିଙ୍ଗା ମୁସଲିମ ସମାଜ ପକ୍ଷରୁ କେସିଙ୍ଗା ମସଜିଦଠାରେ ପଟି ପରିଧାନ କରି ଏକ ସଭା ଆୟୋଜିତ କାରଗାଲା,ଏହି ସଭାରେ ସଭାପତି ଜାକିର ହୁସେନଙ୍କ ନେତୃତ୍ୱରେ ମୁତ ପର୍ଯ୍ୟଟକଙ୍କ ଆତ୍ମାର ସତଗତି ନିମନ୍ତେ ପାର୍ଥନା କରିଥିଲେ । ପହଁଲଗାମ ଘଟଣାର ଦୋଷୀକୁ ପ୍ରାଣ ଦଣ୍ଡ ସହ କଠୋର ଦଣ୍ଡ ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ଏହି ସଭାରେ ଉପସ୍ଥିତ ଥିଲେ କେସିଙ୍ଗା ମୁସଲିମ ସମାଜର ସମ୍ପାଦକ ଅବଦୁଲ ହମିଦ, ଡ଼କ୍ଟର ଏହାସହନ ଖାଁନ, ଅନୁ ହୁସେନ, ଛୋଟୁ ଖାନ, ମହମ୍ମଦ ଆୟୁବ ଖାନ ଓ ସମାଜର ପ୍ରମୁଖ ସଦସ୍ୟ ଗଣ ।

jayashree
Leave A Reply

Your email address will not be published.