oom

ଓକିଲ ମୋହରି ସଂଘ ଜୟପାଟଣାର କର୍ମକର୍ତ୍ତା ନିର୍ବାଚନ

jsmm

ଜୟପାଟଣା, (ଶେଷଦେବ ବେହେରା) : ଓକିଲ ମୋହରି ସଂଘ ଜୟପାଟଣାର ନୂତନ କର୍ମକର୍ତ୍ତା ନିର୍ବାଚନ ଜୟପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲମପୁର ଓ ଜୟପାଟଣାର ଓକିଲ ମୋହରି ସଭ୍ୟମାନେ ଯୋଗ ଦେଇଥିଲେ । ଏଥିରେ ବରିଷ୍ଠ ମୋହରିର ତୀର୍ଥରାଜ ଦଳପତି, ସଭାପତି ନକୁଳ ରଣା, କଲମପୁର ଉପସଭାପତି ସହଦେବ ନାଏକ, ସମ୍ପାଦକ ସତ୍ୟ ସାହୁ, ସହ ସମ୍ପାଦକ ବରିଷ୍ଠ ମୋହରି ଶତ୍ରୁଘ୍ନ ରାଉତ, କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ କ୍ଷୀରୋଦ ଚନ୍ଦ୍ର ମାଝୀ, ଅକ୍ଷୟ କୁମାର ଖମାରୀ, ଜଗନ୍ନାଥ ସିଂଦେଓ ଉପଦେଷ୍ଟା, ଘନଶ୍ୟାମ ପ୍ରଧାନି, ଦେବୀ ପ୍ରସାଦ ଚିନ୍ଦା, ମକୁନ୍ଦ ତେଣ୍ଡକାରି ଓ ସୁଧୀର ରଞ୍ଜନ ବାଗ, ଅଚ୍ୟୁତ କୁମାର ସାହୁ କାର୍ଯ୍ୟକାରୀ ସଦସ୍ୟଭାବେ ମନୋନୀତ ହୋଇଛନ୍ତି ।

jittmm
Leave A Reply

Your email address will not be published.