oom

ଭିଜିଲାନ୍ସ ଜାଲରେ କୋର୍ଟରେ କାମକରୁଥିବା ଏଏସ୍‌ଆଇ

jsmm

ଜଗତସିଂହପୁର, (କେପିଏନ୍‌ଏସ୍‌) : କୋର୍ଟରେ କାମକରୁଥିବା ଏଏସ୍‌ଆଇଙ୍‌ଙ୍କ ଘରେ ଭିଜିଲାନ୍ସ । ଜଗତସିହଂପୁର ଜିଲ୍ଲା ତିର୍ତ୍ତୋଲ କୋର୍ଟରେ କାମକରୁଥିବା ଏଏସ୍‌ଆଇ ରବିନ୍ଦ୍ର ସେନାପତିଙ୍କ ଘରେ ରେଡ଼୍‌ କରିଛି ଭିଜିଲାନ୍ସ । ସୂଚନା ଯୋଗ୍ୟ ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିହଂପୁର ଜିଲ୍ଲା ତିର୍ତ୍ତୋଲ କୋର୍ଟରେ କାମକରୁଥିବା ଏଏସ୍‌ଆଇ ରବିନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ସହ ଏକା ସେ‌ଙ୍ଗ ସେନାପତିଙ୍କ ଏରସମା ଥାନା ଅନ୍ତର୍ଗତ ନିଜ ପୈତୃକ ଘର ସହ ୩ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ତେବେ ଭିଜିଲାନ୍ସ ପକ୍ଷରୁ ୩ଟି ଟିମ୍‌ ଗଠନ କରାଯାଇଥିବା ବେଳେ ଏହି ୩ଟି ଟିମ୍‌ରେ ପ୍ରାୟ ୨୫ଜଣ ସଦସ୍ୟ ରହିଛ‌ନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କେତେ ସ‌ମ୍ପ‌ତ୍ତି ଠାବ ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିିଁ ।

jittmm
Leave A Reply

Your email address will not be published.