Yearly Archives

2026

ମା’ ଦଶମତୀ କ୍ରିକେଟ କପ ଉଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର କୁଟାସିଂହା ପଂଚାୟତ ଅନ୍ତର୍ଗତ କଣ୍ଟାପାଲି ଖେଳପଡିଆରେ ମା' ଦଶମତୀ କପ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଛି । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ
Read More...

କଣ୍ଟାବାଞ୍ଜିରେ ସମ୍ବାଦ ଆମ ଓଡ଼ିଶା ରକ୍ତଦାନ ଶିବିର

-ଜଣେ ଯୁବତୀ ସହ ୨୦ଜଣ ରକ୍ତଦାନ କଲେ କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ତୁରେକେଲା କଣ୍ଟାବାଞ୍ଜି ଶ୍ରୀହରି ଭବନ ଠାରେ ରବିବାର ସମ୍ବାଦ ଆମ ଓଡ଼ିଶା ଓ କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟିର ମିଳିତ ଆନୁକୂଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ
Read More...

ଭୁତିଆର ବାହାଲ ଚାମ୍ପିଅନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୁତିଆର୍ ବାହାଲ ହାଇସ୍କୁଲ ଖେଳ ପଡ଼ିଆରେ ୧୯ ବର୍ଷରୁ କମ୍‌ କ୍ରିକେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୧୬ ଟି ଦଳ ଅଂଶ୍ରହଣ କରିଥିଲେ । ଫାଇନାଲ ଖେଳ ଭୁତିଆର ବାହାଲ୍ ଓ କୁଟୁମଡୋଳା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଭୁତିଆର ଵାହାଲ ପ୍ରଥମେ
Read More...

ଗଣତନ୍ତ୍ର ଦିବସ – 2026 ଅବସରରେ ପୁଲିସ, ଅଗ୍ନିଶମ, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ଏବଂ ସଂସ୍କାର…

ଓଡ଼ିଶାର 4 ଜଣଙ୍କୁ ସାହସିକତା, 2 ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ 11 ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିଲା ନୂଆଦିଲ୍ଲୀ, (ପିଆଇବି) : 2026 ଗଣତନ୍ତ୍ର ଦିବସ ଅବସରରେ ପୁଲିସ, ଅଗ୍ନିଶମ, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା (ଏଚଜି ଏବଂ ସିଡି) ଏବଂ ସଂଶୋଧନ
Read More...

ଚାରପାଲିରେ ଜାତୀୟ ସେବା ଯୋଜନା ଶିବିର ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ପକ୍ଷରୁ ପୋଷ୍ୟ ଗ୍ରାମ ଚାରପାଲିଠାରେ ଅନୁଷ୍ଠିତ ସପ୍ତଦିବସୀୟ ଜାତୀୟ ସେବା ଯୋଜନା ଶୀତକାଳୀନ ସ୍ୱତନ୍ତ୍ର ଶିବିର ଆଜି ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଦିବସର ପ୍ରାରମ୍ଭରେ ପତାକା ଉତ୍ତୋଳନ, ଯୋଗାଭ୍ୟାସ ଓ ପରିସର
Read More...

ଜାତୀୟ ଭୋଟର ଦିବସ ସହିତ ସାଇକେଲରେ ଫିଟ୍ ଇଣ୍ଡିଆ ରବିବାର ଅନୁଷ୍ଠିତ

ଭୁବନେଶ୍ୱର, (ପିଆଇବି) : ଜାତୀୟ ଭୋଟର ଦିବସ ପାଳନ ଅବସରରେ ଏବଂ ଏହି ଦିବସ ପାଳନକୁ ସ୍ମରଣୀୟ କରିବା ପାଇଁ କ୍ରୀଡା ପ୍ରାଧିକରଣ, କ୍ରୀଡା ତାଲିମ କେନ୍ଦ୍ର, କଟକ ଏବଂ ଜାତୀୟ ଉତ୍କର୍ଷ କେନ୍ଦ୍ର, ଜଗତପୁର ଦ୍ୱାରା ୨୫.୦୧.୨୦୨୬ରେ ଯୁବ ଭୋଟର ଏବଂ ସଶସ୍ତ୍ର ବାହିନୀ ସହିତ ଫିଟ୍ ଇଣ୍ଡିଆ ରବିବାର
Read More...

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ୨୦୨୬ର ଏହା ପ୍ରଥମ ‘ମନ୍ କି ବାତ୍’ । ଆସନ୍ତା କାଲି ଜାନୁଆରୀ ୨୬ ଦିନ ଆମେ ସମସ୍ତେ ସାଧାରଣତନ୍ତ୍ର ଦିବସ ପର୍ବ ପାଳନ କରିବା । ଏହି ଦିନ ଆମ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଜାନୁଆରୀ ୨୬ ତାରିଖର ଏହି ଦିନଟି ଆମକୁ ସମ୍ବିଧାନ ନିର୍ମାତାମାନଙ୍କୁ
Read More...

ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ୨୭ ଜାନୁୟାରୀ ୨୦୨୬ ଠାରୁ ୦୧ ଫେବୃୟାରୀ ପର୍ଯ୍ୟନ୍ତ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହ ଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ବଲାଙ୍ଗିର ଗାନ୍ଧୀ ଷ୍ଟାଡ଼ିୟମ୍‌ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟକୁ ମହାରାଜା
Read More...

ଶୁଣିଲାନି ପ୍ରଶାସନ, ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡ଼ା ପଞ୍ଚାୟତର ଦେଉଳବାଡ଼ି ଗ୍ରାମ ସଂଯୋଗ କରୁଥବା ମାଟି ରାସ୍ତା ଶୋଚନୀୟ ହୋଇପଡ଼ିଥିବାରୁ ପ୍ରଶାସନକୁ ବାରମ୍ବାର ଗୁହାରି କରିଥିଲେ ଗ୍ରାମବାସୀ । ପ୍ରଶାସନ ଗୁହାରି ଶୁଣି ନଥିବା ବେଳେ
Read More...

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମିନି ମାରାଥନ୍ ଦୌଡ଼ ପ୍ରତିଯୋଗିତା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଉପଖଣ୍ଡ ପ୍ରଶାସନ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୁଲ୍ୟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏକ ମିନି ମାରାଥନ୍ ଦୌଡ଼ ପ୍ରତିଯୋଗିତା ଉପଖଣ୍ଡ
Read More...