ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଜୟପାଟଣା, (ଶେଷଦେବ ବେହେରା ) : ସୋମବାର ଅପରାହ୍ନରେ ଇନ୍ଦ୍ରାବତୀ ବାମ କେବଳ ମଧ୍ୟରୁ ଏକ ଯୁବକର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଥିବା ସୁଚନା ମିଳିଛି । ଖବରରୁ ପ୍ରକାଶ ଯେ ଜୟପାଟଣା ଥାନା ଅନ୍ତର୍ଗତ ଭେଲୁଆଭଟା ଗ୍ରାମର ପିତାମ୍ବର ଝରିଆ (୨୮) ଏକ ମୋଟର ସାଇକେଲ ଯୋଗେ ନିକଟ ପାଇକବାହାଲ!-->…
Read More...
Read More...