Daily Archives

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ସମାଧାନ ନିମନ୍ତେ ବରଗଡ ନାଗରିକ ମଞ୍ଚ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ବରଗଡ଼, (ମୁନ୍ନା ସାହୁ) : କିଛି ଦିନ ମଧ୍ୟରେ ବରଗଡ ସହର ଅଶାନ୍ତ ହୋଇ ପଡିଛି, ବରଗଡରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି, ଏହାକୁ ନେଇ ଜିଲ୍ଲାପାଳଙ୍କୁ ବରଗଡ଼ ନାଗରିକ ମଞ୍ଚ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ଗୁରୁବାର ସନ୍ଧ୍ୟାରେ ବରଗଡ ସହରରେ ଗୋଷ୍ଠୀ ସଂଘର୍ଷ ଓ ଦୁଇଜଣ ଯୁବକଙ୍କ
Read More...

୯ ହଜାର ବୋତଲ କଫ ସିରଫ ସହ ୨ ଗାଡି ଜବତ, ୧ ଯୁବକ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ । ବରଗଡ଼ ଜିଲ୍ଲାରୁ ସୁବର୍ଣ୍ଣପୁର ଜିଲ୍ଲାକୁ ବେଆଇନ ଚାଲାଣ ହେଉଥିବା ବିପୁଳ
Read More...

ଉପଖଣ୍ଡ କ୍ରୀଡା ସଂଘ କପ : ରାଜ୍ୟ ସ୍ତରୀୟ ଫୁଟବଲ ଚାମ୍ପିୟନସିପ

ତୃତୀୟ କ୍ଵାଟର ଫାଇନାଲରେ ବରଗଡ଼ ବିଜୟୀ ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ - ୨୦୨୬ ର ଚତୁର୍ଥ ଦିନ ତଥା ତୃତୀୟ
Read More...

ବୋଲେରୋ ପିକଅପ ସହ ବାଇକ ମୁହାମୁହିଁ ଧକ୍କା : ୨ ମୃତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ବୁଡ଼ାବାଲି ଠାରେ ବୋଲେରୋ ପିକଅପ ଓଡି ୦୭ ଏ ୫୩୧୬ ସହ ବାଜାଜ ବାଇକ୍ ଓଡି ୦୭ ପି ୦୪୯୯ ମୁହାମୁହିଁ ଧକ୍କା ଫଳରେ ବାଇକ୍ ଆରୋହୀ ଦୁଇ ଜଣ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ ।
Read More...

ବାଲିଗୁଡ଼ାରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ପ୍ରସ୍ତୁତି ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ମିଶନ ଶକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ସ୍ଥାନୀୟ ଟାଉନର ଦଣ୍ଡପଦର ସ୍ଥିତ ଯାତ୍ରା ପଡିଆ ଠାରେ ଚଳିତ ମାସ ୮ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଆୟୋଜନ ନିମନ୍ତେ ଏକ ପୂର୍ବ ପ୍ରସ୍ତୁତି ବୈଠକ
Read More...

ମେଘାସନୀ ମହୋତ୍ସବ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତିମେଳା ଓ ସ୍ୱଦେଶୀ ମେଳା ସାତଦିନ ଧରି ଆୟୋଜନ ହେବ । ସ୍ଥାନୀୟ ଉତ୍ପାଦ ଏବଂ ଶିଳ୍ପର ପ୍ରସାର ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହା ଆୟୋଜନ ହେଉଛି । ଏହାର ମୁଖ୍ୟ ବାର୍ତ୍ତା ହେଉଛି ଆମ
Read More...

ମେଘାସନୀ ମହୋତ୍ସବ -୨୦୨୬ ଉଦଘାଟିତ

ପ୍ରଥମ ସନ୍ଧ୍ୟାରେ ସାନ୍ତାଳୀ ସଙ୍ଗୀତରେ ଦର୍ଶକ ମତୁଆଲା ବାରିପଦା, (ଦେବସ୍ମିତ ଚୌଧୁରୀ) : “ମେଘାସନୀ ମହୋତ୍ସବ -୨୦୨୬” ତଥା ସ୍ୱଦେଶୀ ଓ ସୁଭଦ୍ରା ଶକ୍ତି ମେଳା ଉଦଘାଟିତ ହୋଇଛି । ଉଦଘାଟନୀ ଉତ୍ସବର ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ
Read More...

ଅନସ୍ଲୋ ହାଇସ୍କୁଲରେ ପଢିବା ଗଢିବା ଓଡିଶା ପ୍ରୋତ୍ସାହନ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପି.ଏମଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢିବା ଗଢିବା ଓଡିଶା ଓ ପଠନ ପ୍ରୋତ୍ସାହନ ଦିବସ ପାଳନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କବି ରଞ୍ଜନ କୁମାର
Read More...

ଖୋର୍ଦ୍ଧାର ପାଇକ ଆଖଡ଼ା ନୃତ୍ୟ ଏବଂ ଲୋକକଳା ପରିବେଷଣରେ ମୁଗ୍ଧ ହେଲେ ବିଧାୟକ ରମେଶ ଜେନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୭ କିମି ଦୂରରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀ ମନ୍ଦିରର ତୃତୀୟ ବାର୍ଷିକୀ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସହ ବିଭିନ୍ନ ବର୍ଗର
Read More...

ନୂତନ ଡିଜିଟାଲ୍ ପରିବର୍ତ୍ତନ ଦ୍ୱାରଦେଶରେ ଦଣ୍ଡାୟମାନ ଓଡ଼ିଶା : ଏଆଇ ପାର୍କ ବିକାଶ ପାଇଁ ୨୦ ହଜାର କୋଟି ଟଙ୍କାର ନିବେଶ…

ଭୁବନେଶ୍ୱର, (ପିଆଇବି) : ଓଡ଼ିଶା ଏକ ନୂତନ ଡିଜିଟାଲ୍ ପରିବର୍ତ୍ତନ ଯୁଗର ଦ୍ୱାରଦେଶରେ ଠିଆ ହୋଇଛି। ଐତିହାସିକ ଭାବରେ, ରାଜ୍ୟରେ ପ୍ରଚୁର ଭୌତିକ ସାମର୍ଥ୍ୟ ରହିଆସିଛି । ଏହା ଖଣିଜ ପଦାର୍ଥରେ ସମୃଦ୍ଧ, ଶକ୍ତି ବଳକା ଏବଂ ଶିଳ୍ପ ବିକାଶରେ ଦୃଢ଼ ରହିଛି । ଏହି ରଣନୀତିକ ସୁବିଧାକୁ ଡିଜିଟାଲ୍
Read More...