Yearly Archives

2025

ବଙ୍ଗୋମୁଣ୍ଡାରେ ବ୍ଳକସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବିଇଓଙ୍କ କାର୍ଯ୍ୟାଳୟ ଠାରେ ଆଜି ବ୍ଳକସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସକରାତ୍ମକ ପରିବେଶ ସୃଷ୍ଟି
Read More...

ଜାତୀୟ ପରିବାର ସ୍ୱାସ୍ଥ୍ୟ ଇତିହାସ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : "ଜାତୀୟ ପରିବାର ସ୍ୱାସ୍ଥ୍ୟ ଇତିହାସ ଦିବସ" ହେଉଛି ଏକ ବିଶେଷ ଦିନ ଯାହାକି ଆପଣଙ୍କ ପରିବାରର ଚିକିତ୍ସା ପୃଷ୍ଠଭୂମି ବୁଝିବାର ମହତ୍ତ୍ଵ ବିଷୟରେ ସଚେତନତା ସୃଷ୍ଟି ପାଇଁ ଉତ୍ସର୍ଗୀକୃତ । ପରିବାରର ସଦସ୍ୟମାନେ ଯେ କୌଣସି ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ
Read More...

ଅନ୍ଧାରରେ କନ୍ଧେନଝୁଲା ଗ୍ରାମବାସୀ : ଷ୍ଟ୍ରିଟ ଲାଇଟ ମରାମତି ପାଇଁ ଦାବି

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଜନସାଧାରଣଙ୍କ ସୁବିଧା ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଗାଁ ମାନଙ୍କରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଷ୍ଟ୍ରିଟ ଲାଇଟ ଗୁଡିକ ଲଗାଇଛନ୍ତି । କିନ୍ତୁ ଲାଇଟ ଲଗାଇବାର କିଛି ଦିନ ପରେ ଲାଇଟ ଗୁଡିକ ଖରାପ ହୋଇଯାଉଛି । କାରଣ ସବୁ ଲାଇଟ ଗୁଡିକ ନିମ୍ନମାନର ବୋଲି
Read More...

ମନହିରା ପଞ୍ଚାୟତ ଆଦିବାସୀ ହାଇସ୍କୁଲରେ ବ୍ୟାପକ ଅନିୟମିତତା ଅଭିଯୋଗ

-କାର୍ଯ୍ୟାନୁଷ୍ଠାନ ଶୂନ ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ସଦର ବ୍ଲକ ଅନ୍ତର୍ଗତ ମନହିରା ସ୍ଥିତ ପଞ୍ଚାୟତ ଆଦିବାସୀ ହାଇସ୍କୁଲରେ ଗତ କିଛି ବର୍ଷ ଧରି ବ୍ୟାପକ ଅନିୟମିତତା ହୋଇ ଆସୁଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗର ଦୀର୍ଘ ଏକବର୍ଷ ପରେ ମଧ୍ୟ କୌଣସି
Read More...

କୃଷକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ବରଗଡ, (ମୁନ୍ନା ସାହୁ) : ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ଆଜି ଠାରୁ ଧାନ କିଣା ବିକା ପ୍ରକ୍ରିୟା ଆରମ୍ଭ ହେବାକୁ ଡିଏଲ୍‌ପିସି ବୈଠକରେ ଘୋଷଣା କରାଯାଇଥିବା ବେଳେ ଚାଷୀଙ୍କ ନିକଟକୁ ଟୋକନ୍ କାହିଁକି ଆସିନାହିଁ ବୋଲି ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ପ୍ରଶ୍ନ କରାଯାଇଛି । ସଂଯୁକ୍ତ କୃଷକ
Read More...

ବଲାଙ୍ଗିର ସଂସ୍କୃତ ପରିଷଦର ମାସିକ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନୃସିଂହ ମନ୍ଦିର ପରିସରେ ସଂସ୍କୃତ ପରିଷଦ ମାସିକ ଅଧିବେଶନ ଆଇନଜୀବୀ ଜୟରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗିରିଜା ଶଙ୍କର ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭାରତୀୟ ସଂସ୍କୃତିରେ ନାରୀ ଚରିତ୍ର, ପଂଚକନ୍ୟା, ତଥା ଦୌପଦୀ ଚରିତ୍ର
Read More...

ଜାତୀୟ ବହୁଭାଷୀ ନାଟକ ମହୋତ୍ସବ ଉଦଯାପିତ

-ଦର୍ଶକଙ୍କ ମନମୋହିଲା ରାଉରକେଲାର ନାଟକ "ଜନ୍ମମାଟି" ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ସହିଦ ସ୍ମୃତି ଭବନରେ ରୂପାନ୍ତର ଅନୁଷ୍ଠାନ ଆନୁକୂଲ୍ୟରେ ୬ ଦିନିଆ ଜାତୀୟ ବହୁଭାଷୀ ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି । ଶେଷ ସନ୍ଧ୍ୟାରେ ରାଉରକେଲାର ନାଟକ "ଜନ୍ମମାଟି"
Read More...

ପଞ୍ଜାବର ମୋଗାର ରଣସିଂହ କଲାନ ଗ୍ରାମରେ ଚାଷୀ ଓ ଅନ୍ୟ ଅଂଶୀଦାରମନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ

ଗତ ଛଅ ବର୍ଷ ଧରି ନଡ଼ା ନ ଜାଳିବା ଏବଂ ଏହାକୁ ସଠିକ୍ ଭାବରେ ପରିଚାଳନା କରିବାର ଉଲ୍ଲେଖନୀୟ ସଫଳତା ପାଇଁ ରଣସିଂହ କଲାନ ଗାଁର ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ; ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି"କ୍ଷେତରେ ନଡ଼ା ମିଶାଇଲେ ଫସଲର ଗୁଣବତ୍ତା ଉନ୍ନତ ହୁଏ ଏବଂ ସାର, ପାଣି ଏବଂ ଟଙ୍କା ସଞ୍ଚୟ
Read More...

ୟୁପିଏସସିର ଶତାବ୍ଦୀ ସମ୍ମେଳନ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ…

• ୟୁପିଏସସିର ଶତାବ୍ଦୀ ସମାରୋହ ସମ୍ବିଧାନ ନିର୍ମାତାଙ୍କ ବିଜ୍ଞତା ପ୍ରତି ଶ୍ରଦ୍ଧାଞ୍ଜଳି : ଡକ୍ଟର ପି.କେ ମିଶ୍ର• ୟୁପିଏସସିର ପ୍ରତିଭା ସେତୁ ଅନ୍ତିମ ପର୍ଯ୍ୟାୟ ପ୍ରାର୍ଥୀମାନଙ୍କୁ ଦେଶବ୍ୟାପୀ ରହିଥିବା ସୁଯୋଗ ସହ ଯୋଡ଼ୁଛି : ଡକ୍ଟର ପି କେ ମିଶ୍ର• ମିଶନ କର୍ମଯୋଗୀ ପ୍ରଶାସନିକ ସେବା
Read More...

ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

ଯଦି ସମସ୍ତ ଅଂଶୀଦାରମାନେ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଏକାଠି କାମ କରିପାରିବେ, ତେବେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବାରେ ଏହା ଓଡ଼ିଶାର ସର୍ବୋତ୍ତମ ଅବଦାନ ହେବ : ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁନାଗରିକଙ୍କ ଆଶା ପୂରଣ କରିବା, ସେମାନଙ୍କ ସ୍ୱପ୍ନକୁ ସାକାର
Read More...