Yearly Archives

2025

ଗୁରୁ ଭଗବାନ ସାହୁଙ୍କ ୨୫ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସୁରସଙ୍ଗମ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ବ୍ଲକ ସଭାଗୃହ ଠାରେ ଗୁରୁ ଭଗବାନ ସାହୁଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ସମ୍ପାଦକ ସରୋଜ ମହାକୁର ଅତିଥି ପରିଚୟ ପ୍ରଦାନ କରିଥିଲେ । ନାଟ୍ୟ ନିର୍ଦ୍ଦେଶକ ନିସାର ଅହମଦ ନିସାର
Read More...

ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ପାଇଁ ସାଇକେଲ ରାଲି ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନା କାର୍ଯ୍ୟକ୍ରମ ଅବସରରେ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ
Read More...

ସତ୍ୟନାରାୟଣ ବେହେରାଙ୍କ ଚତୁର୍ଥ ଶ୍ରାଦ୍ଧ ଦିବସରେ ପଲ୍ଲୀ ନିକେତନକୁ ସ୍ମୃତି ସେବା ସମ୍ମାନ

ମଣିଷ ପରି ମଣିଷଟିଏ ଥିଲେ ସାମ୍ବାଦିକ ସତ୍ୟ ନାରାୟଣ ବେହେରା ବଲାଙ୍ଗିର, (କେପିଏନ୍‌ଏସ୍‌) : ସେ ଥିଲେ ମଣିଷ ପରି ମଣିଷଟିଏ । ଜଣେ ନିଆରା ବ୍ୟକ୍ତିତ୍ୱ ଥିଲେ ବଲାଙ୍ଗିରର ବରିଷ୍ଠ ସାମ୍ବାଦିକ, ଜିଲ୍ଲା ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଭାପତି, ମଂଚ ଓ ଚଳଚ୍ଚିତ୍ର ଅଭିନେତା,ସଂସ୍କୃତି
Read More...

ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ ଯୁବ ରେଡକ୍ରସ ସୋସାଇଟି ଦ୍ୱାରା ଆୟୋଜିତ ଇଣ୍ଡିଆନ୍ ରେଡକ୍ରସ ସୋସାଇଟିର ତ୍ରିଦିବସୀୟ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ସୁନ୍ଦରଗଡ ଜିଲ୍ଲାର ୩୩ଟି ମହାବିଦ୍ୟାଳୟ,
Read More...

ପଣ୍ଡିତ ନରେଶ ମିଶ୍ରଙ୍କ ପିତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସହରର ଜଣାଶୁଣା ପଣ୍ଡିତ ତଥା ଚଣ୍ଡୀ ପାଠକ ନରେଶ ମିଶ୍ରଙ୍କ ପିତା ସୁଦର୍ଶନ ମିଶ୍ରଙ୍କ ୯୨ ବର୍ଷ ବୟସରେ ମହାନ୍ତିପଡ଼ା ବାସଭବନରେ ପରଲୋକ ହୋଇଯାଇଛି । ସେ ଜଣେ ଅତ୍ୟନ୍ତ ସରଳ, ଅମାୟିକ, ଧର୍ମପରାୟଣ ବ୍ୟକ୍ତି ଥିଲେ । ଭେଡେନ ଥାନା ସିଆଳଖଣ୍ଡହଥା ପଞ୍ଚାୟତ
Read More...

ପାଇକମାଲ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଟାଉନ୍ କ୍ଲବ ଦ୍ୱାରା ଆୟୋଜିତ ହେଉଥିବା ପଦ୍ମପୁର ଲୋକ ମହୋତ୍ସବ ଆନୁକୂଲ୍ୟରେ ପାଇକମାଲ ଠାରେ ବ୍ଲକ ସ୍ତରୀୟ ପାଇକମାଲ ଲୋକ ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ବୋଡାସମ୍ବର ଅଞ୍ଚଳର କଳା ଓ କଳାକାରଙ୍କୁ ନେଇ ଏକ ସ୍ୱତନ୍ତ୍ର
Read More...

ଆଶାଦୀପ ଆଶ୍ରମରେ ଜନ୍ମଦିନ ପାଳିଲେ ହ୍ୟୁମାନିଟୀ ଫାଉଣ୍ଡେସନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଶା ଦୀପ ଆଶ୍ରମରେ ଦ ହ୍ୟୁମାନିଟି ଫାଉଣ୍ଡେସନର ସମ୍ପାଦିକା ଲିନା ତ୍ରିପାଠୀଙ୍କ ପୁଅ ସିଦ୍ଧାର୍ଥଙ୍କର ଜନ୍ମଦିନ ଦିବ୍ୟାଙ୍ଗ ପିଲାମାନଙ୍କ ସହିତ ମିଶି ଜନ୍ମଦିନ ପାଳନ କରା ଯାଇଥିଲା । ପିଲାମାନଙ୍କ ସହିତ ମିଶି କେକ କଟା ଯାଇଥିଲା ଓ ମଧ୍ୟାହ୍ନ ଭୋଜନର
Read More...

ରାଉରକେଲା ୟୁଥ୍ ଫେଷ୍ଟିଭାଲ (ରାଉଫେଷ୍ଟ)ର ବିଭିନ୍ନ ପ୍ରତିଯୋଗିତା ପାଇଁ ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : ୪୭ ତମ ବାର୍ଷିକ ଉତ୍ସବ ପାଇଁ ଭାରତୀୟ ଯୁବ ହଷ୍ଟେଲ, ରାଉରକେଲା ଶାଖା ତରଫରୁ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରିବାକୁ ଯାଉଛି । ଏଥିପାଇଁ ହଷ୍ଟେଲ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ ଆସନ୍ତା ୩୦ ତାରିଖ ରବିବାର ଦିନ ସେକ୍ଟର ୬ ତାରା ତାରିଣୀ
Read More...

ଆମ ପୁଲିସର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୧୯ ଥାନା ଆମ ପୁଲିସ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ସହ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେକ୍ଟର ୧୯ ଥାନା ପ୍ରଭାରୀ ରଞ୍ଜନ କୁମାର ନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ଆମ ପୁଲିସର ସଭ୍ୟ ମାନଙ୍କ ସହ
Read More...

ପଦ ହରାଇଲେ ସରପଞ୍ଚ ଲତା, ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଜୟ

ସଇଁତଲା, (ଖୁସିରାଣୀ ସାହୁ) : ପଦ ହରାଇଲେ ସଇଁତଲା ବ୍ଲକ ବୁଢାବାହାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଲତା କୁମ୍ଭାର । ନାଏବ ସରପଞ୍ଚ ବିଜୟ ସେଲମା ପିନ୍ଧିଲେ ବିଜୟ ମୁକୁଟ । ଏବେ ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଜୟ । ସୂଚନା ଅନୁସାରେ ଗତ ୩୦ ଜୁନ୍‌ରେ ସରପଞ୍ଚ ଲତାଙ୍କ ବିରୋଧରେ
Read More...