Yearly Archives

2025

ବିଆରଆଇସି-ଆଇଏଲଏସ ଦ୍ୱାରା ଓପନ୍ ଡେ ଏବଂ ଆଇଆଇଏସଏଫ୍ କର୍ଟେନ ରେଜର୍ ଇଭେଣ୍ଟ ୨୦୨୫ ପାଳିତ

ନୂଆଦିଲ୍ଲୀ, (ପିଆଇବି) : ଭୁବନେଶ୍ୱରର ବିଆରଆଇସି–ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ ୨୯ ନଭେମ୍ବର ୨୦୨୫ରେ ଏହାର ଓପନ୍ ଡେ ଏବଂ ଇଣ୍ଡିଆ ଇଣ୍ଟରନାସନାଲ୍ ସାଇନ୍ସ ଫେଷ୍ଟିଭାଲ୍ (ଆଇଆଇଏସଏଫ) କର୍ଟେନ ରେଜର୍ ଇଭେଣ୍ଟ ଆୟୋଜନ କରିଥିଲା, ଯେଉଁଥିରେ ସାରା ଓଡ଼ିଶାରୁ ୮୦୦ରୁ ଅଧିକ ଛାତ୍ରଛାତ୍ରୀ
Read More...

ପ୍ରଥମ ସ୍ୱଦେଶୀ ପାଇଲଟ ପ୍ରଶିକ୍ଷଣ ବିମାନ ‘ହଂସ-୩ ଏନଜି’ର ଶୁଭାରମ୍ଭ କରିଛନ୍ତି ଡ. ଜିତେନ୍ଦ୍ର ସିଂହ

୧୯ ଆସନ ବିଶିଷ୍ଟ ବିମାନ ପାଇଁ ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀନାଭିମେଟ୍ ବ୍ୟବସ୍ଥାର ଶୁଭାରମ୍ଭ କଲେ ଡ. ଜିତେନ୍ଦ୍ର ସିଂହ, କହିଲେ ଭାରତର ସ୍ୱଦେଶୀ ପାଣିପାଗ ପ୍ରଯୁକ୍ତିବିଦ୍ୟା ଏବେ ଦେଶବ୍ୟାପୀ ଆକାଶକୁ ସୁରକ୍ଷା ଦେଉଛି ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ବିଜ୍ଞାନ ଓ
Read More...

ରାୟପୁରଠାରେ ଡିଜିପି/ଆଇଜିପି ସମ୍ମିଳନୀରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାୟପୁରଠାରେ ପୁଲିସ ମହାନିର୍ଦ୍ଦେଶକ ଏବଂ ମହାନିରୀକ୍ଷକଙ୍କ ସମ୍ମିଳନୀର ପ୍ରଥମ ଦିନରେ ଅଧ୍ୟକ୍ଷତା କରିଛନ୍ତି । ସେ କହିଛନ୍ତି, ଏହି ସମ୍ମିଳନୀରେ ଭାରତର ସୁରକ୍ଷା ବ୍ୟବସ୍ଥା ସହ ଜଡ଼ିତ ବିଭିନ୍ନ ଦିଗ ଉପରେ ବ୍ୟାପକ ଆଲୋଚନା ହୋଇଛି ।
Read More...

ବିଜେପି କର୍ମୀଙ୍କ ସହିତ ରାଜ୍ୟ ବରିଷ୍ଠ ନେତା ଗୋଲକ ମହାପାତ୍ରଙ୍କ ଭେଟଘାଟ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ସମ୍ପାଦକ, ସାଧାରଣ ସମ୍ପାଦକ, ଉପସଭାପତି, ରାଜ୍ୟ ମୁଖପାତ୍ର ଆଦି ବିଭିନ୍ନ ପଦପଦବୀ ଅଳଙ୍କୃତ କରିଥିବା ଗୋଲକ ମହାପାତ୍ର ରାଉରକେଲା ଗସ୍ତରେ ଆସି ଆଜି ବିଜେପି ରାଉରକେଲା ଜିଲ୍ଲାର କାର୍ଯ୍ୟାଳୟରେ ପହଞ୍ଚିବା
Read More...

୬୯ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ୬୯ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ସତର ବର୍ଷରୁ କାମ ବାଳକ ବର୍ଗର ଫୁଟବଲ ପ୍ରତିଯୋଗିତା ନକଆଉଟ ମ୍ୟାଚ ଏକ ନମ୍ବର ଗ୍ରାଉଣ୍ଡ ସଦେଇପାଲି ଖେଳ ପଡ଼ିଆଠାରେ କେନ୍ଦ୍ରାପଡ଼ା ଓ ଭୁବନେଶ୍ୱର ମଧ୍ୟରେ ହୋଇଥିଲା ଓ ଟ୍ରାଇବ୍ରେକର ବଳରେ କେନ୍ଦ୍ରାପଡ଼ା ଦଳ ୩-୨ ଗୋଲରେ
Read More...

ବାଲିଗୁଡା ଠାରୁ ସାଡିଙ୍ଗିଆ ରାସ୍ତା ଅବସ୍ଥା ଅତି ଶୋଚନୀୟ : ପୋଲ ମଝିରେ ବଡ଼ ଗର୍ତ୍ତ ସୃଷ୍ଟି

ଦୁର୍ଘଟଣା ଆଶଙ୍କା ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ ରୂପେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ପରିଗଣତି ହେଉଥିବା ବେଳେ ଏହି ଉପଖଣ୍ଡରେ ବହୁବିଧି ସମସ୍ୟା ଲାଗି ରହିଛି । ସେଥି ମଧ୍ୟରେ ରାସ୍ତାଘାଟ ସମସ୍ୟା ନ କହିବା ଭଲ । ବାଲିଗୁଡ଼ା ସହରରେ ଥିବା
Read More...

ସାନ୍ଧ୍ୟ-ରଜନୀରେ ନିଆରା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ସାନ୍ଧ୍ୟ-ରଜନୀରେ ନିଆରା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର୍ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ
Read More...

ଦୁର୍ଘଟଣା ଜନିତ ଶୂନ ମୃତାହତ ପକ୍ଷ ପାଳନ ନେଇ ସଚେତନତା ରାଲି ଅନୁଷ୍ଠିତ : ସଚେତନ କଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶା ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ନଭେମ୍ବର ୧୬ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ଶୂନ ମୃତାହତ ପକ୍ଷ ପାଳନ କରାଯାଉଛି । ଏହି ଅବସରରେ ଆଜି ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଠାରୁ ଏକ ସଚେତନତା ରାଲିକୁ
Read More...

ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଶିଶୁ ସୁରକ୍ଷା ଓ ସ୍ୱାଧିକାର ଆଇନ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ଏବଂ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଓ ଶକ୍ତିଶ୍ରୀର ମିଳିତ ଆନୁକୂଲ୍ୟରେ ଶିଶୁ ସୁରକ୍ଷା ଆଇନ ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ
Read More...

ଗୁରୁ ଭଗବାନ ସାହୁଙ୍କ ୨୫ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସୁରସଙ୍ଗମ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ବ୍ଲକ ସଭାଗୃହ ଠାରେ ଗୁରୁ ଭଗବାନ ସାହୁଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ସମ୍ପାଦକ ସରୋଜ ମହାକୁର ଅତିଥି ପରିଚୟ ପ୍ରଦାନ କରିଥିଲେ । ନାଟ୍ୟ ନିର୍ଦ୍ଦେଶକ ନିସାର ଅହମଦ ନିସାର
Read More...