Yearly Archives

2025

କଂଗ୍ରେସ ଗଣତନ୍ତ୍ରର ହତ୍ୟାକାରୀ : କଳାଦିବସ ପାଳିଲା ବିଜେପି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଭାରତୀୟ ଜନତା ପାର୍ଟି ରାଉରକେଲା ସାଙ୍ଗଠନିକ ଜିଲ୍ଲା ତରଫରୁ ଜୁନ୍ ୨୫ ଆଜିର ଦିନରେ କଂଗ୍ରେସ ଦଳ ଦେଶର ଗଣତନ୍ତ୍ରକୁ ହତ୍ୟାକରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥବାର ୫୦ ବର୍ଷ ପୂର୍ଣ୍ଣକୁ ଭାଜପା ସମଗ୍ର ଭାରତରେ ଏକ କଳା ଦିବସ ରୂପେ
Read More...

ବାଳ ଓ ଯୁବ ସଂସ୍କାର ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବିକାଶ ପରିଷଦ ରାଉରକେଲା ଶାଖା ର ମହିଳା ଶାଖା ତରଫରୁ ପାନପୋଷ ସ୍ଥିତ ରଘୁନାଥପଲୀ ୟୁ ପି ସ୍କୁଲରେ ବାଳ ଓ ଯୁବ ସଂସ୍କାର ଶିବିର ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଅଶୋକ କକ୍କଡଙ୍କ ସଭାପତିତ୍ୱଓ ସାଧାରଣ ସମ୍ପାଦକ ବନ୍ଦିତା ମାହାତୋଙ୍କ
Read More...

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସମ୍ପ୍ରସାରଣ ସମ୍ପର୍କିତ ବୈଠକ ଅନୁଷ୍ଠିତ

ରାଉରକେଲା ଇସ୍ପାତ୍ କାରଖାନାର ସମ୍ପ୍ରସାରଣ ପାଇଁ ‘ଉଚ୍ଚସ୍ତରୀୟ କମିଟି’ଗଠନ କରିବାକୁ ପ୍ରସ୍ତାବ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ• କେନ୍ଦ୍ର ଭାରୀ ଶିଳ୍ପ ଏବଂ ଇସ୍ପାତ୍ ମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ସହ ଆଲୋଚନା କଲେ
Read More...

ଆମ ସଂକଳ୍ପ ନିଶା ନୁହେଁ ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପିଏମ ପଦ୍ମପୁର ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ଅବକାରୀ ବିଭାଗ ଆନୁକୂଲ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ତରୀୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗୀତା ହୋଇଯାଇଛି । ଏଥିରେ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ବିଦ୍ୟାଳୟର ୩୫ ଜଣ
Read More...

ପିଏମ ପଦ୍ମପୁର ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ପରୀକ୍ଷା ସର୍ଟିଫିକେଟ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୯୧ ଜଣ ଛାତ୍ରୀମାନଙ୍କୁ ଆଜି ସାର୍ଟିଫିକେଟ ଓ ଅନ୍ୟାନ୍ୟ କାଗଜାତ ବଣ୍ଟନ କରାଯାଇଛି । ବିଦ୍ୟାଳୟର
Read More...

ପ୍ରସ୍ତାବନା ଶୀର୍ଷକ ଆଲୋଚନା ଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟ ବାସିନୀ ସ୍ନାତକ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ସଭାପତିତ୍ୱରେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ସଂପର୍କରେ ଏକ ଉଚ୍ଚକୋଟୀର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।
Read More...

ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଏବଂ ମହିଳା ନିର୍ଯ୍ୟାତନା ବିରୁଦ୍ଧରେ ଯୁବ-ଛାତ୍ର ବିଜେଡିର ଆନ୍ଦୋଳନ

ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବିଜେପି ସରକାର ଗୋଟିଏ ବର୍ଷ ପୂର୍ତ୍ତିର ଉତ୍ସବ ପାଳନ କରୁଥିବା ବେଳେ ରାଜ୍ୟରେ ଛାତ୍ରୀମାନଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ବୃଦ୍ଧି ହୋଇଛି । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ରାଜ୍ୟରେ
Read More...

ମାତେଶ୍ୱରୀ ଜଗଦମ୍ବା ସରସ୍ୱତୀଙ୍କ ୬୦ତମ ସ୍ମୁତି ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ମାଉଣ୍ଟ ଆବୁ (ରାଜସ୍ଥାନ) ମୁଖ୍ୟକେନ୍ଦ୍ରର ପ୍ରଥମ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ମାତେଶ୍ୱରୀ ଜଗଦମ୍ବା ସରସ୍ୱତୀଙ୍କ ୬୦ତମ ସ୍ମୁତି ଦିବସ ସର୍ବତ୍ର ପାଳିତ ହୋଇଯାଇଛି । ଏହି ଉପଲକ୍ଷେ
Read More...

ପ୍ରଶାସନର ନଜରକୁ ଆଣିବା ପାଇଁ ଅଭିନବ ଉପାୟରେ ପ୍ରତିବାଦ

କାଦୁଅ ପଚପଚ ରାସ୍ତାରେ ଧାନ ଗଛ ଲଗାଇଲେ ଗ୍ରାମର ଶହ ଶହ ମହିଳା ବୋରିଗୁମ୍ମା, (ଏସ୍‌. ସୁନ୍ଦରମ୍‌) : ପ୍ରଶାସନର ନଜରକୁ ଆଣିବା ପାଇଁ ଅଭିନବ ଉପାୟରେ ପ୍ରତିବାଦ କରି କାଦୁଅ ପଚପଚ ରାସ୍ତାରେ ଧାନ ଗଛ ଲଗାଇଲେ ଗ୍ରାମର ଶହ ଶହ ମହିଳା । ଏଭଳି ଏକ ନିଆଁରା ପ୍ରତିବାଦର ସ୍ୱର ଉଠାଇଛନ୍ତି
Read More...

୨ ବାଇକ ମୁହାଁମୁହିଁ : ୪ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁଇ ବାଇକ ମୁହାଁମୁହିଁ ଧକ୍କା । ୪ ଗୁରୁତର । ବଲାଙ୍ଗିର ରୁଗୁଡ଼ିପଡାଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଏଥିରେ ୪ଜଣ ଗୁରୁତର ହୋଇଥିବା ସୂଚନା ରହିଛି । ଗୁରୁତରଙ୍କୁ ବଲାଙ୍ଗିର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।
Read More...