Yearly Archives

2025

ବରଗଡ଼ରେ ଆୟୋଜିତ “ଗରିବ କଲ୍ୟାଣ ଓ ବିକାଶ ସମାବେଶ”ରେ କେନ୍ଦ୍ରମନ୍ତ୍ରୀ ଗରିବ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା…

• ପାଖାପାଖି ୨୨ କୋଟିରୁ ଅଧିକ ମୂଲ୍ୟର ୧୬ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ• ବରଗଡ଼ ୨ଜି ଜୈବ ଇଥାନଲ ପ୍ଲାଣ୍ଟ ଦେଶର ଇଥାନଲ ଆବଶ୍ୟକତାକୁ ପୂରଣ କରିବ• ଗରିବ ଲୋକଙ୍କ ସାମୂହିକ ଓ ସାମଗ୍ରିକ ବିକାଶ କରିବା ଆମ ସରକାର ବଦ୍ଧ ପରିକର• ବରଗଡ଼ ଜିଲ୍ଲାରେ ଡବଲ ଇଞ୍ଜିନ
Read More...

ବରଗଡ଼ରେ ଲୋକ କବିରତ୍ନ ହଳଧର ନାଗଙ୍କ ଉପରେ ଦୁଇଦିନିଆ ଜାତୀୟ ଆଲୋଚନା ଚକ୍ର ଓଡ଼ିଶାର ଅସ୍ମିତା, ଅଭିବ୍ୟକ୍ତି ଓ ଆବେଗର…

• ଲୋକକବି ହଳଧର ନାଗଙ୍କ ଉପରେ ଲିଖିତ କିଛି ପୁସ୍ତକ, ଗ୍ରନ୍ଥାବଳୀ ଏବଂ ସଂକଳନ ଉନ୍ମୋଚିତ• ପଦ୍ରଶ୍ମୀ ହଳଧର ନାଗ ହେଉଛି ଭାରତର ଜଣେ ଉଜ୍ଜ୍ୱଳ ରତ୍ନ• ଜନୈକ ବ୍ୟକ୍ତିକୁ ଲେଖାରେ ସକ୍ରିୟ କରିବାର ମାଧ୍ୟମ ହେଉଛି ସାହିତ୍ୟ• ବୌଦ୍ଧିକ ତରଙ୍ଗକୁ ନିରନ୍ତର ସଞ୍ଚାଳିତ କରି ନୂଆ ଆବେଗ ତିଆରି
Read More...

ବିହାରର ଜ୍ଞାନେନ୍ଦ୍ର କୁମାର ଗୁପ୍ତାଙ୍କୁ ନୂଆ ଜୀବନ ଦେଲା ଆୟୁଷ୍ମାନ ଭାରତ ଯୋଜନା

ପତ୍ର ଲେଖିଲେ ପ୍ରଧାନମନ୍ତ୍ରୀ, କହିଲେ - ଆପଣଙ୍କ ସ୍ୱାସ୍ଥ୍ୟ, ଆମ ସଂକଳ୍ପ ନୂଆଦିଲ୍ଲୀ, (ପିଆଇବି) : ସହଜରେ ଏବଂ ବିନା ମୂଲ୍ୟରେ ଚିକିତ୍ସା ପାଇବାର ସନ୍ତୋଷ ବିହାରର ଜ୍ଞାନେନ୍ଦ୍ର କୁମାର ଗୁପ୍ତାଙ୍କ ଜୀବନରେ ପ୍ରତିଫଳିତ ହୋଇଛି । ଆୟୁଷ୍ମାନ ଯୋଜନାରେ ତାଙ୍କର ମାଗଣାରେ କିଡନୀ
Read More...

ଏକ ନିରବ ବିପ୍ଳବ : ୯୪ କୋଟି ଲୋକଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେଉଛି ଭାରତ

• ସାମାଜିକ ସୁରକ୍ଷା ବିସ୍ତାର ୧୯%ରୁ ୬୪.୩%କୁ ବୃଦ୍ଧି• ୩୦.୯୧ କୋଟି ଅସଂଗଠିତ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକୃତ• ପିଏମ ସୁରକ୍ଷା ବୀମା ଯୋଜନାରେ ୫୧.୦୬ କୋଟି ଏବଂ ପିଏମ ଜୀବନଜ୍ୟୋତି ବୀମା ଯୋଜନାରେ ୨୩.୬୪ କୋଟିରୁ ଅଧିକ ଲୋକ ପଞ୍ଜିକୃତ• ପିଏମ ଶ୍ରମ ଯୋଗୀ ମାନଧାନ ଯୋଜନାରେ ୫୧.୩୫
Read More...

ପାନ ଦୋକାନରେ କଳାକନା ବୁଲାଇଲେ ଲୁଟେରା : ତାଲା ଭାଙ୍ଗି ନେଇଗଲେ ଦାମୀ ସାମଗ୍ରୀ

ଘଷିପୁରା : କେନ୍ଦୁଝର ଜିଲ୍ଲା ଘଷିପୁରା ପୁଲିସକୁ ଖୋଲା ଚାଲେଞ୍ଜ କରୁଛନ୍ତି ଚୋର । ସିସିଟିଭି ପାଖରୁ ହେଉଛି ଚୋରି । ବାରମ୍ବାର ଆନନ୍ଦପୁର ଅଞ୍ଚଳରେ ଚୋରି ହେଉଥିଲେ ବି ଲୁଟେରାଙ୍କ ଟେର୍ ପାଉନି ପୁଲିସ । ଅଭିଯୋଗ ପରେ ତଦନ୍ତ କରୁଛି ପୁଲିସ । ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ
Read More...

ଶ୍ରୀଗୁଣ୍ଡିଚାରେ କରପଡା ଗ୍ରାମର ଶନି ମନ୍ଦିରର ୧୨ତମ ପ୍ରତିଷ୍ଠାତ୍ସୋବ ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମପଞ୍ଚାୟତର କରପଡା ଗ୍ରାମରେ ପ୍ରତିଷ୍ଠିତ ଶନି ମହାଦେବଙ୍କ ମନ୍ଦିରର ୧୨ତମ ପ୍ରତିଷ୍ଠାତ୍ସୋବ ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ପାରମ୍ପରୀକ ରୀତିନୀତିରେ ସମାହିତ ଏହି ମନ୍ଦିରର ପ୍ରତିଷ୍ଠାତ୍ସୋବ
Read More...

ବେଆଇନ ଧାନ ବୋଝେଇ ଗାଡି ସିଜ କଲା ଆଗଲପୁର ଯୋଗାଣ ବିଭାଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଉପଖଣ୍ଡ ସ୍ତରୀୟ ଯୋଗାଣ ବିଭାଗର ତଦନ୍ତ ଟିମ ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (କ) ପେକ୍ସରେ ବରଗଡ ଜିଲ୍ଲାରୁ ବଲାଙ୍ଗିର ଜିଲ୍ଲାକୁ ବେଆଇନ ଭାବେ ଚାଲାଣ ଧାନ ସୂଚନା ପାଇ ଅତର୍କିତ ଚଢାଉ କରିଥିଲେ । ବଲାଙ୍ଗିର ଜିଲ୍ଲା ସଦର ଅତିରିକ୍ତ ଯୋଗାଣ ଅଧିକାରୀ ଶରତ
Read More...

ବରଗଡ଼ ସ୍ଥିତ ‘ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ୍‍ ହ୍ୟାଣ୍ଡଲୁମ ଟେକ୍ନୋଲୋଜି’ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ହସ୍ତତନ୍ତ ଓ ବୟନଶିଳ୍ପ ଜ୍ଞାନକୌଶଳକୁ ପ୍ରୋତ୍ସାହିତ କରିବାରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛି - ଧର୍ମେନ୍ଦ୍ର ପ୍ରଧାନ• ଅନୁଷ୍ଠାନର ପ୍ରାଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କୁ ଭେଟି ଆଲୋଚନା କଲେ• ହସ୍ତତନ୍ତ ସାମଗ୍ରୀ ତିଆରି କରିବା ପାଇଁ ବ୍ୟବହୃତ ଅଭିନବ ପଦ୍ଧତି ଏବଂ ପାରମ୍ପରିକ କୌଶଳ ଦେଖି ବେଶ୍
Read More...

ବଲାଙ୍ଗିର ସିନିୟର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ୮ ଗୋଟି ପଡିଆରେ ନକ୍‌ ଆଉଟ ଫୁଟବଲ ଖେଳ ଉଦ୍‌ଘାଟିତ ହୋଇଯାଇଛି । ଟାଉନ ହାଇସ୍କୁଲ ପଡିଆରେ ଜେକେୱାଇଏସ କାଲସାଏପାଲି ୨-୦ ଗୋଲରେ ଡିଏଫ୍‌ଏ ବଲାଙ୍ଗିରକୁ ହରାଇଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜିବୀ
Read More...

ସାଲେଭଟା-କୁଟାସିଂହା ରାସ୍ତା ନିର୍ମାଣକୁ ମାସେ ପୂରିନଥିବାବେଳେ ଦବି ଯାଉଥିବା ଅଭିଯୋଗ

ଆଗଲପୁର, (ବିମଳେନ୍ଦୁ ସାହୁ) : (ଡୁଡୁକା) ବ୍ଲକ ସାଲେଭଟା -କୁଟାସିଂହା ରାସ୍ତାର ପୁଣି କେତେକ ସ୍ଥାନରେ ଦବିଯାଇ ଫାଟ ସୃଷ୍ଟି ହୋଇଛି । ରାସ୍ତା ନିର୍ମାଣକୁ ମାସେ ପୂରିନଥିବାବେଳେ ଦବି ଯାଉଥିବାରୁ ଠିକା ସଂସ୍ଥା ନିହାତି ନିମ୍ନମାନର କାମ କରିଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ଠିକା
Read More...